ବ୍ୟାକ୍‌ଲେସ୍‌ ହେଲେ ଆୟୁଷ୍ମାନଙ୍କ ପତ୍ନୀ, ଫଟୋ ଦେଖି ପାରିକର ଲେଖିଲେ...

ମୁମ୍ୱାଇ: ବଲିଉଡ୍‌ ସେଲିବ୍ରେଟି ଆୟୁଷ୍ମାନ୍ ଖୁରାନା ଗତବର୍ଷ ତାଙ୍କ ସ୍ତ୍ରୀ ତାହିରା କଶ୍ୟପଙ୍କୁ କ୍ୟାନସର୍‌ ହୋଇଥିବା ନେଇ ସୂଚନା ଦେଇଥିଲେ। ବିଶ୍ୱ କର୍କଟ ଦିବସରେ ତାହିରା ପୁଣି ଥରେ ଏକ ଫଟୋ ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି। ଯେଉଁ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ତାହିରାଙ୍କର ଏହି ଫଟୋଟି ସମସ୍ତ କର୍କଟ ରୋଗୀଙ୍କ ମନୋବଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଫଟୋଟି ଶେଆର୍‌ କରି ତାହିରା ଉତ୍ସାହ ଭରା କ୍ୟାପସନ୍‌ ମଧ୍ୟ ଦେଇଛନ୍ତି। ଅନ୍ୟପଟେ କ୍ୟାନସର୍ ସହିତ […]

parikar

parikar

Puspanjali Panda
  • Published: Monday, 04 February 2019
  • Updated: 04 February 2019, 06:41 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ସେଲିବ୍ରେଟି ଆୟୁଷ୍ମାନ୍ ଖୁରାନା ଗତବର୍ଷ ତାଙ୍କ ସ୍ତ୍ରୀ ତାହିରା କଶ୍ୟପଙ୍କୁ କ୍ୟାନସର୍‌ ହୋଇଥିବା ନେଇ ସୂଚନା ଦେଇଥିଲେ। ବିଶ୍ୱ କର୍କଟ ଦିବସରେ ତାହିରା ପୁଣି ଥରେ ଏକ ଫଟୋ ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି। ଯେଉଁ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ତାହିରାଙ୍କର ଏହି ଫଟୋଟି ସମସ୍ତ କର୍କଟ ରୋଗୀଙ୍କ ମନୋବଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ଫଟୋଟି ଶେଆର୍‌ କରି ତାହିରା ଉତ୍ସାହ ଭରା କ୍ୟାପସନ୍‌ ମଧ୍ୟ ଦେଇଛନ୍ତି। ଅନ୍ୟପଟେ କ୍ୟାନସର୍ ସହିତ ଲଢୁଥିବା ଗୋଆ ମୁଖ୍ୟମନ୍ତ୍ରୀ ମଧ୍ୟ କର୍କଟ ଦିବସରେ ଟ୍ୱିଟ୍‌ କରି ଜଣାଇଛନ୍ତି। ଆୟୁଷ୍ମାନ୍‌ ଖୁରାନା ତାହିରାଙ୍କ ପାଇଁ ଏକ ଇମୋସ୍‌ନାଲ୍‌ ପୋଷ୍ଟ ମଧ୍ୟ ଲେଖିଛନ୍ତି। ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ଆୟୁଷ୍ମାନ୍‌ ଲେଖିଛନ୍ତି, "ପା ଲେ ତୁ ଐସା ଫତେହ୍‌, ସମନ୍ଦର ଭି ତେରି ପ୍ୟାସ୍‌ ସେ ଡରେ।" ଏହି ଲାଇନ୍‌ଟି ତୁମ ପାଇଁ ତାହିରା ବୋଲି ଆୟୁଷ୍ମାନ୍ ଲେଖିଛନ୍ତି।

ଆୟୁଷ୍ମାନ୍‌ ଆହୁରି ମଧ୍ୟ ଲେଖିଛନ୍ତି, "ତୁମ ଦେହରେ ଥିବା ଏହି ଚିହ୍ନ ବହୁତ ସୁନ୍ଦର ଏବଂ ତୁମେ କଠିନ ପରିସ୍ଥିତିରେ ମଧ୍ୟ ନିଜ ପାଇଁ ରାସ୍ତା ତିଆରି କରୁଥିବା ଜଣେ ମହିଳା। ଯେଉଁମାନେ କ୍ୟାନସର୍‌ ସହିତ ଲଢ଼ୁଛନ୍ତି, ତୁମେ ତାଙ୍କ ପାଇଁ ପ୍ରେରଣା। "

ଆୟୁଷ୍ମାନ୍‌ଙ୍କ ସ୍ତ୍ରୀ ତାହିରାଙ୍କୁ ବ୍ରେଷ୍ଟ୍‌ କ୍ୟାନସର୍‌ ହୋଇଥିଲା ଏବଂ ଏହି ଫଟୋରେ ତାହିରାଙ୍କ ପିଠିରେ ଥିବା ସର୍ଜରୀ ଚିହ୍ନକୁ ଦେଖିବାକୁ ମିଳିଛି।
ଆୟୁଷ୍ମାନ୍‌ ଖୁରାନାଙ୍କର ଏହି ପୋଷ୍ଟ ପରେ ଫ୍ୟାନ୍ସମାନେ ତାହିରାଙ୍କର ସାହସକୁ ପ୍ରଶଂସା କରିଛନ୍ତି ଏବଂ ଶୀଘ୍ର ଠିକ୍‌ ହେବା ପାଇଁ କାମନା କରିଛନ୍ତି। ଦୁଇ ଘଣ୍ଟା ମଧ୍ୟରେ ଦାହିରାଙ୍କର ଏହି ଫଟୋକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।
ସେହିପରି ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ଏବଂ ବର୍ତ୍ତମାନ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର କ୍ୟାନସର୍‌ ଦିବସରେ ସମସ୍ତଙ୍କ ପାଇଁ ମେସେଜ୍‌ ଦେଇ ଲେଖିଛନ୍ତି, "ମଣିଷର ମସ୍ତିଷ୍କ କୌଣସି ବି ରୋଗକୁ ଦୂର କରିପାରେ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story