ରିଲିଜ୍ ହେଲା ଆୟୁଷ୍ମାନଙ୍କ ଫିଲ୍ମ ‘ଆର୍ଟିକଲ୍ ୧୫’: ଦର୍ଶକ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ: ଫିଲ୍ମ ଫ୍ରାଇଡେ ରେ ଆଜି ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନା ଷ୍ଟାରର୍ ଫିଲ୍ମ ‘ଆର୍ଟିକଲ୍ ଫିପଟିନ୍’। ଏଥିରେ ଆୟୁଷ୍ମାନ ଜଣେ ପୁଲିସ୍ ଅଫିସର୍ ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ସିରିୟସ୍ ଲୁକ୍‌ରେ ଦେଖିବାକୁ ମିଳୁଛି। ଭାରତୀୟ ସମ୍ବିଧାନର ଧାରା ୧୫କୁ ନେଇ ତିଆରି ହୋଇଛି ଏହି ଇନଭେଷ୍ଟିଗେଟିଭ୍ ଡ୍ରାମା ଫିଲ୍ମ। Review: #Article15 Blunt, Raw & Courageous👍 A slow burner which grows on you as the reality unfolds. […]

article15

article15

Chinmayee Roy
  • Published: Friday, 28 June 2019
  • Updated: 28 June 2019, 11:00 AM IST

Sports

Latest News

ମୁମ୍ବାଇ: ଫିଲ୍ମ ଫ୍ରାଇଡେ ରେ ଆଜି ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନା ଷ୍ଟାରର୍ ଫିଲ୍ମ ‘ଆର୍ଟିକଲ୍ ଫିପଟିନ୍’। ଏଥିରେ ଆୟୁଷ୍ମାନ ଜଣେ ପୁଲିସ୍ ଅଫିସର୍ ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ସିରିୟସ୍ ଲୁକ୍‌ରେ ଦେଖିବାକୁ ମିଳୁଛି। ଭାରତୀୟ ସମ୍ବିଧାନର ଧାରା ୧୫କୁ ନେଇ ତିଆରି ହୋଇଛି ଏହି ଇନଭେଷ୍ଟିଗେଟିଭ୍ ଡ୍ରାମା ଫିଲ୍ମ।

https://twitter.com/Nilzrav/status/1144424258308886528

https://twitter.com/Nilzrav/status/1144424287476113408

ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦରଙ୍କ ପ୍ରତିମୂର୍ତ୍ତିର ଏକ ଝଲକରୁ ଆରମ୍ଭ ହୋଇଥିବା ଫିଲ୍ମର ଟିଜରରେ ରାଜନୈତିକ ବିବାଦ ଓ ଗୋଷ୍ଠୀ ସଂଘର୍ଷର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସତ ଘଟଣାବଳୀ ଉପରେ ଆଧାରିତ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ଇଶା ତଲଓ୍ୱାର୍ ଓ ସୟାନୀ ଗୁପ୍ତା ମଧ୍ୟ ନଜର ଆସିଛନ୍ତି।  ଅନୁଭବ ସିହ୍ନା ଅହି ଫିଲ୍ମର ନିର୍ଦ୍ଦେଶିନା ଦେଇଛନ୍ତି।

https://twitter.com/SarcasticRohan/status/1144309444974481408

https://twitter.com/Ashok_Solanki16/status/1144223263347728384

ତେବେ ବଲିଉଡ ସେଲେବ୍ରିଟି ଓ ଦର୍ଶକ ଫିଲ୍ମଟିକୁ ୩.୫ ରେଟିଂ ଦେଇଛନ୍ତି। କିଛି ଦର୍ଶକ ଫିଲ୍ମ ଓ ଆୟୁଷ୍ମାନଙ୍କ ଅଭିନୟର ପ୍ରଶଂସା କରି ଏହା ବ୍ଲକବଷ୍ଟର ହେବ ବୋଲି କହୁଥିବାବେଳେ କିଛି ଲୋକ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଫିଲ୍ମରେ ହିନ୍ଦୁ ଧର୍ମକୁ ବଦନାମ କରାଯାଇଛି ଓ ସରକାରଙ୍କୁ ଏହି ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇବା ଆବଶ୍ୟକ।

https://twitter.com/Priyankagaur121/status/1144113273249255424

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos