ବାହୁବଳୀରେ ବୁଲେଟ୍ ଇଂଜିନ: ଖୋଲିଲା ଭଲ୍ଲାଲଦେବଙ୍କ ରଥ ରହସ୍ୟ

୧୦୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି ବାହୁବଳୀ-୨। ଫିଲ୍ମରେ ଗ୍ରାଫିକ୍ସର ବ୍ୟବହାର ଏମିତି ଭାବେ ହୋଇଛି ଯେ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ ହେବ ନାହିଁ। ତେବେ ଫିଲ୍ମରେ ନୂଆ ନୂଆ ଯୁଦ୍ଧାସ୍ତ୍ରର ବ୍ୟବହାର ଦର୍ଶକଙ୍କୁ ବେଶ ଆମୋଦିତ କରିଛି। ସେହିପରି ଏକ ଯୁଦ୍ଧାସ୍ତ୍ର ମଧ୍ୟରୁ ଫିଲ୍ମରେ ଭଲ୍ଲାଲଦେବ ବ୍ୟବହାର କରୁଥିବା ସ୍ୱତନ୍ତ୍ର ରଥ ଉପରେ ନଜର ଥିଲା ଦର୍ଶକଙ୍କର। ଯୁଦ୍ଧ କରିବାକୁ ଭଲ୍ଲାଲଦେବ ରଥ ନେଇ ବାହାରିବାର ଦୃଶ୍ୟରେ ଦର୍ଶକଙ୍କ କରତାଳିରେ ଫ।ଟି ପଡୁଥିଲା […]

Bahubali_ballaldev_vehvle_use

Bahubali_ballaldev_vehvle_use

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 05:33 PM IST

Sports

Latest News

୧୦୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି ବାହୁବଳୀ-୨। ଫିଲ୍ମରେ ଗ୍ରାଫିକ୍ସର ବ୍ୟବହାର ଏମିତି ଭାବେ ହୋଇଛି ଯେ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ ହେବ ନାହିଁ। ତେବେ ଫିଲ୍ମରେ ନୂଆ ନୂଆ ଯୁଦ୍ଧାସ୍ତ୍ରର ବ୍ୟବହାର ଦର୍ଶକଙ୍କୁ ବେଶ ଆମୋଦିତ କରିଛି। ସେହିପରି ଏକ ଯୁଦ୍ଧାସ୍ତ୍ର ମଧ୍ୟରୁ ଫିଲ୍ମରେ ଭଲ୍ଲାଲଦେବ ବ୍ୟବହାର କରୁଥିବା ସ୍ୱତନ୍ତ୍ର ରଥ ଉପରେ ନଜର ଥିଲା ଦର୍ଶକଙ୍କର। ଯୁଦ୍ଧ କରିବାକୁ ଭଲ୍ଲାଲଦେବ ରଥ ନେଇ ବାହାରିବାର ଦୃଶ୍ୟରେ ଦର୍ଶକଙ୍କ କରତାଳିରେ ଫ।ଟି ପଡୁଥିଲା ପୂରା ହଲ୍। ଦର୍ଶକଙ୍କ କରତାଳି ହିଁ ଏହି ରଥର ଲୋକପ୍ରିୟତାକୁ ସୂଚାଇ ଦେଇଥିଲା। ଏବେ ଭଲ୍ଲାଲଦେବଙ୍କ ରଥକୁ ନେଇ ଦର୍ଶକଙ୍କୁ ସାମ୍ନାକୁ ଆସିଛି ରୋଚକ ତଥ୍ୟ।

ଯୁଦ୍ଧରେ ଭଲ୍ଲାଲଦେବଙ୍କ ରଥକୁ ଶକ୍ତି ଯୋଗାଉଥିଲା ରୟାଲ ଏନଫିଲ୍ଡ ବୁଲେଟ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ ସାକ୍ଷାତକାରରେ ଏଭଳି ଖୁଲାସା କରିଛନ୍ତି ବାହୁବଳୀ ଫିଲ୍ମର ପ୍ରଡ଼କ୍ସନ ଡିଜାଇନର ସାବୁ ସିରିଲ। ରଥ ଚାଲିବା ପାଇଁ ଏଥିରେ ୩୫୦ ସିସି ରୁ ୫୦୦ ଇଂଞ୍ଜିନ ସହ କାରର ଷ୍ଟିୟରିଂ ମଧ୍ୟ ଲାଗିଥିଲା। ଏହି ସ୍ୱତନ୍ତ୍ର ରଥଟିର ଡିଜାଇନ୍ ପାଇଁ ବେଶ କସରତ୍ କରିବାକୁ ପଡ଼ିଥିଲା ସାବୁଙ୍କ ଟିମକୁ ଓ ତାର ସଫଳତା ମଧ୍ୟ ପରଦାରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story