ପାକିସ୍ତାନରେ ବାହୁବଲୀ ମାନିଆ: ଶୋ’ ହାଉସ୍‌ଫୁଲ୍‌, ଟିକେଟ୍‌ ଖଣ୍ଡେ ପାଇଁ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ‘ବାହୁବଲୀ-୨’ର କ୍ରେଜ୍‌। ବକ୍ସ ଅଫିସ୍‌ରେ ଧମାଲ୍ ମଚାଉ ଥିବା ଏହି ଫିଲ୍ମ ଦେଖିବାକୁ ଆମ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ନାହିଁ ନ ଥିବା ଉତ୍କଣ୍ଠା। ପାକିସ୍ତାନର ସିନେମା ହଲ୍‌ ଗୁଡିକରେ ଏହି ଫିଲ୍ମ ରାଜ୍‌ କରୁଛି। ଏଠାରେ ସବୁ ଶୋ’ ହାଉସ୍‌ଫୁଲ୍‌ ରହୁଛି। ଟିକେଟ୍‌ ଗୋଟେ ପାଇବାକୁ ପାକିସ୍ତାନୀ ଦର୍ଶକ ଲମ୍ବା ଲାଇନ୍‌ରେ ଘଣ୍ଟା ଘଣ୍ଟା ଛିଡା ହେଉଥିବା ଦେଖିବାକୁ ମିଳୁଛି। ପାକିସ୍ତାନର ଉମର ସଘୁ ନାମକ ଜଣେ ଟ୍ୱିଟର […]

bahubali

bahubali

Rakesh Mallick
  • Published: Monday, 08 May 2017
  • Updated: 08 May 2017, 10:32 AM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ‘ବାହୁବଲୀ-୨’ର କ୍ରେଜ୍‌। ବକ୍ସ ଅଫିସ୍‌ରେ ଧମାଲ୍ ମଚାଉ ଥିବା ଏହି ଫିଲ୍ମ ଦେଖିବାକୁ ଆମ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ନାହିଁ ନ ଥିବା ଉତ୍କଣ୍ଠା। ପାକିସ୍ତାନର ସିନେମା ହଲ୍‌ ଗୁଡିକରେ ଏହି ଫିଲ୍ମ ରାଜ୍‌ କରୁଛି। ଏଠାରେ ସବୁ ଶୋ’ ହାଉସ୍‌ଫୁଲ୍‌ ରହୁଛି। ଟିକେଟ୍‌ ଗୋଟେ ପାଇବାକୁ ପାକିସ୍ତାନୀ ଦର୍ଶକ ଲମ୍ବା ଲାଇନ୍‌ରେ ଘଣ୍ଟା ଘଣ୍ଟା ଛିଡା ହେଉଥିବା ଦେଖିବାକୁ ମିଳୁଛି।

ପାକିସ୍ତାନର ଉମର ସଘୁ ନାମକ ଜଣେ ଟ୍ୱିଟର ୟୁଜର୍‌ ବାହୁବଲୀ-୨ର ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଟିକେଟ୍‌ ପାଇଁ ଲମ୍ୱା ଲାଇନ୍‌ର ଠିଆ ହୋଇଥିବା ବେଳେ ଦ୍ୱିତୀୟଟି ଫିଲ୍ମ ଦେଖିସାରି ଫେରୁଥିବା ଦର୍ଶକଙ୍କ ରହିଛି।

ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ପବ୍ଳିକ୍‌ ଏହି ଫିଲ୍ମକୁ ବେଶ୍ ପସନ୍ଦ କରୁଛନ୍ତି। କରାଚୀ ଓ ଲହୋରରେ ଏହି ଫିଲ୍ମର ଶୋ’ ହାଉସ୍‌ଫୁଲ୍‌।”

ସୌଜନ୍ୟ-ଆଜ୍‌ତକ୍‌

ଫଟୋ-ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story