ଆସିଲା ‘ବାହୁବାଲୀ-୨’ର ନୂଆ ପୋଷ୍ଟର

ମୁମ୍ବାଇ: ରିଲିଜ୍ ହେଲା ‘ବାହୁବାଲୀ-୨’ର  ନୂଆ ପୋଷ୍ଟର। ଫିଲ୍ମର ନିର୍ଦ୍ଦେଶକ ଏସଏସ୍‌ ରାଜାମୌଲି ଆଜି ଏହି ପୋଷ୍ଟର ରିଲିଜ୍‌ କରିଛନ୍ତି। ପୋଷ୍ଟରରେ ଦୁଇଟି ଭାଗ ରହିଛି। ଉପର ଭାଗରେ କଟ୍‌ପ୍ପା ଅମରେନ୍ଦ୍ର ବାହୁବଲୀକୁ ନିଜ ହାତରେ ଧରିଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ  କଟ୍‌ପ୍ପା ବାହୁବଲୀକୁ ଖଣ୍ଡାରେ ମାରୁଥିବା ଦେଖିବାକୁ ମିଳିଛୁ। ରାଜାମୌଲି ଟ୍ୱିଟରରେ ଏହି  ପୋଷ୍ଟର ସେୟାର କରି ଲେଖିଛନ୍ତି, “ଯେଉଁ ଛୁଆକୁ ସେ ବଡ଼ କଲା, ସେଇ ଲୋକକୁ ସେ ମାରି ଦେଲା।” ୨୦୧୫ରେ […]

jjj

jjj

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 09:11 AM IST

Sports

Latest News

ମୁମ୍ବାଇ: ରିଲିଜ୍ ହେଲା ‘ବାହୁବାଲୀ-୨’ର  ନୂଆ ପୋଷ୍ଟର। ଫିଲ୍ମର ନିର୍ଦ୍ଦେଶକ ଏସଏସ୍‌ ରାଜାମୌଲି ଆଜି ଏହି ପୋଷ୍ଟର ରିଲିଜ୍‌ କରିଛନ୍ତି।

ପୋଷ୍ଟରରେ ଦୁଇଟି ଭାଗ ରହିଛି। ଉପର ଭାଗରେ କଟ୍‌ପ୍ପା ଅମରେନ୍ଦ୍ର ବାହୁବଲୀକୁ ନିଜ ହାତରେ ଧରିଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ  କଟ୍‌ପ୍ପା ବାହୁବଲୀକୁ ଖଣ୍ଡାରେ ମାରୁଥିବା ଦେଖିବାକୁ ମିଳିଛୁ।

ରାଜାମୌଲି ଟ୍ୱିଟରରେ ଏହି  ପୋଷ୍ଟର ସେୟାର କରି ଲେଖିଛନ୍ତି, “ଯେଉଁ ଛୁଆକୁ ସେ ବଡ଼ କଲା, ସେଇ ଲୋକକୁ ସେ ମାରି ଦେଲା।”

୨୦୧୫ରେ ରିଲିଜ୍ ହୋଇଥିବା ‘ବାହୁବଲୀ’  ବଡ଼ ହିଟ୍ ହୋଇଥିଲା। ‘ବାହୁବଲୀ-୨’ କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos