ବାହୁବଳୀର ଓଡ଼ିଶା କନେକ୍ସନ୍‌: ପଢ଼ନ୍ତୁ ଏ ରିପୋର୍ଟ

ସାରା ଦେଶରେ ଏବେ ‘ବାହୁବଳୀ’ର କ୍ରେଜ୍। ପ୍ରଥମ ଦିନରୁ ହିଁ ଏହା ରେକର୍ଡ କରିବା ଆରମ୍ଭ କରିଦେଇଛି। ଫିଲ୍ମକୁ ବିଗ୍ ହିଟ୍ କରିବାକୁ ଜୋରସୋରରେ ଚାଲିଛି ପ୍ରମୋଶନ। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚାଲିଛି ପ୍ରମୋଶନ। ଏହି ଫିଲ୍ମ ସହ ରହିଛି ଓଡ଼ିଶା କନେକ୍ସନ୍‌। ଓଡ଼ିଶାର ଜଣେ ଯୁବକ ‘ବାହୁବଳୀ’ର ପ୍ରମୋଶନ କରୁଛନ୍ତି। ସେ ହେଉଛନ୍ତି ବଲାଙ୍ଗିରର ସଞ୍ଜତ ମିଶ୍ର। ସେ କାମ କରୁଥିବା କମ୍ପାନୀ ୟୁଏକ୍ସ ଇଣ୍ଟରଫେସ୍ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ପ୍ରମୋଶନ କରିଥିଲା। […]

bahubali

bahubali

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 10:06 PM IST

Sports

Latest News

ସାରା ଦେଶରେ ଏବେ ‘ବାହୁବଳୀ’ର କ୍ରେଜ୍। ପ୍ରଥମ ଦିନରୁ ହିଁ ଏହା ରେକର୍ଡ କରିବା ଆରମ୍ଭ କରିଦେଇଛି। ଫିଲ୍ମକୁ ବିଗ୍ ହିଟ୍ କରିବାକୁ ଜୋରସୋରରେ ଚାଲିଛି ପ୍ରମୋଶନ। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚାଲିଛି ପ୍ରମୋଶନ। ଏହି ଫିଲ୍ମ ସହ ରହିଛି ଓଡ଼ିଶା କନେକ୍ସନ୍‌। ଓଡ଼ିଶାର ଜଣେ ଯୁବକ ‘ବାହୁବଳୀ’ର ପ୍ରମୋଶନ କରୁଛନ୍ତି। ସେ ହେଉଛନ୍ତି ବଲାଙ୍ଗିରର ସଞ୍ଜତ ମିଶ୍ର।

bahubaliସେ କାମ କରୁଥିବା କମ୍ପାନୀ ୟୁଏକ୍ସ ଇଣ୍ଟରଫେସ୍ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ପ୍ରମୋଶନ କରିଥିଲା। ଏହାସହ ସେ ଭାରତରେ ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରମୋଶନ କରିଥିଲେ।

ସଞ୍ଜତ କହିଛନ୍ତି,“ଇଂଲଣ୍ଡର ଲୋକଙ୍କୁ ଫିଲ୍ମ ପ୍ରତି ଆକୃଷ୍ଟ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବାହୁବଳୀର ବିଭିନ୍ନ ପ୍ରକାର ଗ୍ରାଫିକ୍ସରୁ ଆମେ ଇମେଜ୍‌ ନେଇ ପ୍ରମୋଶନ କରିଥିଲୁ। ୫ ଜଣ ପିଲା ସେଠାକୁ ଯାଇ ଷ୍ଟେଜ୍‌ ଶୋ’ ମଧ୍ୟ କରିଥିଲେ। ବିଶେଷ କରି ଆମେ ୧୬ରୁ ୬୫ ବର୍ଷ ଲୋକଙ୍କୁ ଟାର୍ଗେଟ କରି ପ୍ରମୋଶନ କରିଥିଲୁ। ହେଲେ ସବୁ ବର୍ଗର ଲୋକେ ଏହାକୁ ଦେଖି ପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story