‘ବାହୁବଲୀ-୨’ରେ ନଜରକୁ ଆସି ପାରନ୍ତି କିଙ୍ଗ ଖାନ୍‌

ମୁମ୍ବାଇ: ‘ବାହୁବଲୀ’ର ସିକ୍ୱେଲ ‘ବାହୁବଲୀ-୨’ରେ ନଜରକୁ ଆସି ପାରନ୍ତି କିଙ୍ଗ ଖାନ୍‌ ଶାହାରୁଖ। ତାଙ୍କୁ ମନାଇବାରେ ନିର୍ଦ୍ଦେଶକ ରାଜାମୌଲି ଲାଗିଛନ୍ତି। ଯଦି ରାଜାମୌଲି ଶାହାରୁଖଙ୍କୁ ମନାଇବାରେ ସଫଳ ହୋଇଯିବେ ତେବେ ‘ବାହୁବଲୀ-୨’ର କ୍ରେଜ୍‌ ଦୁଇ ଗୁଣା ହୋଇଯିବ। ଆସନ୍ତା ଏପ୍ରିଲ ୨୮ରେ ‘ବାହୁବଲୀ-୨’ ରିଲିଜ ହେବାର ଅଛି। ଯଦି ଶାହାରୁଖ ରାଜି ହୁଅନ୍ତି ତେବେ ତାଙ୍କର ସୁଟିଂ କରାଯାଇ ଏଡିଟ କରିବାକୁ ନିର୍ଦ୍ଦେଶକଙ୍କୁ ବହୁତ ସମୟ ମିଳିଯିବ। ଅନ୍ୟପକ୍ଷରେ ରାଜାମୌଲିଙ୍କ ମହାଭାରତ ଉପରେ ଆଧାରିତ ଅପ୍‌କମିଂ ଫିଲ୍ମ […]

bahubali

bahubali

Rakesh Mallick
  • Published: Monday, 13 February 2017
  • Updated: 13 February 2017, 12:54 PM IST

Sports

Latest News

ମୁମ୍ବାଇ: ‘ବାହୁବଲୀ’ର ସିକ୍ୱେଲ ‘ବାହୁବଲୀ-୨’ରେ ନଜରକୁ ଆସି ପାରନ୍ତି କିଙ୍ଗ ଖାନ୍‌ ଶାହାରୁଖ। ତାଙ୍କୁ ମନାଇବାରେ ନିର୍ଦ୍ଦେଶକ ରାଜାମୌଲି ଲାଗିଛନ୍ତି। ଯଦି ରାଜାମୌଲି ଶାହାରୁଖଙ୍କୁ ମନାଇବାରେ ସଫଳ ହୋଇଯିବେ ତେବେ ‘ବାହୁବଲୀ-୨’ର କ୍ରେଜ୍‌ ଦୁଇ ଗୁଣା ହୋଇଯିବ।

ଆସନ୍ତା ଏପ୍ରିଲ ୨୮ରେ ‘ବାହୁବଲୀ-୨’ ରିଲିଜ ହେବାର ଅଛି। ଯଦି ଶାହାରୁଖ ରାଜି ହୁଅନ୍ତି ତେବେ ତାଙ୍କର ସୁଟିଂ କରାଯାଇ ଏଡିଟ କରିବାକୁ ନିର୍ଦ୍ଦେଶକଙ୍କୁ ବହୁତ ସମୟ ମିଳିଯିବ।

ଅନ୍ୟପକ୍ଷରେ ରାଜାମୌଲିଙ୍କ ମହାଭାରତ ଉପରେ ଆଧାରିତ ଅପ୍‌କମିଂ ଫିଲ୍ମ ପାଇଁ ଶାହାରୁଖ ‘ବାହୁବଲୀ-୨’ ପାଇଁ ମନ ବଳାଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story