ବ୍ଲକବ୍ଲଷ୍ଟର ‘ବାହୁବଲୀ-୨’ ଭାଙ୍ଗିଲା ସବୁ ରେକର୍ଡ: ଭାରତରେ ପ୍ରଥମ ସପ୍ତାହ ଆୟ ୫୪୫ କୋଟି

ମୁମ୍ବାଇ: ୨୮ ଏପ୍ରିଲରେ ରିଲିଜ୍ ହୋଇଥିବା ‘ବାହୁବଲୀ ୨’ ସମସ୍ତଙ୍କ ରେକର୍ଡ ଭାଙ୍ଗି ଦେଇଛି। ଭାରତୀୟ ସିନେମା ଜଗତରେ ନମ୍ବର ୱାନ୍‌ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ସାବ୍ୟସ୍ତ ହୋଇଛି। ଫିଲ୍ମର ହିନ୍ଦୀ ଭର୍ଜନ ୮ ଦିନରେ ଭାରତରେ ୨୬୬ କୋଟି ଟଙ୍କା ଆୟ କରିଛି। ‘ବାହୁବଲୀ-୨’ ଭାରତରେ ପ୍ରଥମ ୩ ଦିନରେ ୧୨୮ କୋଟି ଟଙ୍କା ଆୟ କରିଛି। ଚତୁର୍ଥ ଦିନରେ ୪୦.୨୫ କୋଟି, ପଞ୍ଚମ ଦିନରେ ୩୦ କୋଟି, ଷଷ୍ଠ ଦିନରେ ୨୬ କୋଟି, ସପ୍ତମ ଦିନରେ […]

baahu1

baahu1

Rakesh Mallick
  • Published: Sunday, 07 May 2017
  • Updated: 07 May 2017, 01:29 PM IST

ମୁମ୍ବାଇ: ୨୮ ଏପ୍ରିଲରେ ରିଲିଜ୍ ହୋଇଥିବା ‘ବାହୁବଲୀ ୨’ ସମସ୍ତଙ୍କ ରେକର୍ଡ ଭାଙ୍ଗି ଦେଇଛି। ଭାରତୀୟ ସିନେମା ଜଗତରେ ନମ୍ବର ୱାନ୍‌ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ସାବ୍ୟସ୍ତ ହୋଇଛି। ଫିଲ୍ମର ହିନ୍ଦୀ ଭର୍ଜନ ୮ ଦିନରେ ଭାରତରେ ୨୬୬ କୋଟି ଟଙ୍କା ଆୟ କରିଛି।

‘ବାହୁବଲୀ-୨’ ଭାରତରେ ପ୍ରଥମ ୩ ଦିନରେ ୧୨୮ କୋଟି ଟଙ୍କା ଆୟ କରିଛି। ଚତୁର୍ଥ ଦିନରେ ୪୦.୨୫ କୋଟି, ପଞ୍ଚମ ଦିନରେ ୩୦ କୋଟି, ଷଷ୍ଠ ଦିନରେ ୨୬ କୋଟି, ସପ୍ତମ ଦିନରେ ୨୨.୭୫ କୋଟି ଓ ଅଷ୍ଟମ ଦିନରେ ୧୯.୭୫ ଟଙ୍କା ଆୟ କରିଛି।

‘ବାହୁବଲୀ ୨’ ବିଶ୍ୱସ୍ତରରେ ୮୬୦ କୋଟି ଟଙ୍କା ଗ୍ରସ୍ ଆୟ କରିଛି। ଫିଲ୍ମଟି ୨୫୦ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ ହୋଇଛି। ଭାରତରେ ପ୍ରଥମ ସପ୍ତାହରେ ଫିଲ୍ମଟି ୫୪୫ କୋଟି ଟଙ୍କା ଆୟ କରିସାରିଛି।

ସୌଜନ୍ୟ: ଆଜ୍‌ତକ୍‌

ଫଟୋ ସୌଜନ୍ୟ: ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story