ପରଦାକୁ ଆସିଲା ବାହୁବଲୀ ୨: ୨୦୦୦ରୁ ୨୪୦୦ ଟଙ୍କାରେ ବିକ୍ରି ହେଉଛି ଟିକେଟ୍‌

  ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ଘଟିଛି। ରିଲିଜ୍ ହୋଇଛି ‘ବାହୁବଲୀ ୨’। ଏହା ସହିତ ଆଜି ହିଁ ସେହି ବହୁ ପ୍ରତୀକ୍ଷିତ ପ୍ରଶ୍ନ-‘କଟପ୍ପା କାହିଁକି ବାହୁବଲୀକୁ ମାରିଲା’ର ବି ଜବାବ ମିଳିଯିବ। ଦେଶର ୮୦୦୦ ସିନେମା ହଲ୍‌ରେ ଏହି ଫିଲ୍ମ ରିଲିଜ୍ ହୋଇଛି। ଖବର ମିଳିଛି କିଛି ସିନେମା ହଲ୍‌ରେ ଦର୍ଶକ ଏହି ଫିଲ୍ମ ଦେଖିବା ପାଇଁ ୨୦୦୦ରୁ ୨୪୦୦ ଟଙ୍କା ଦେଇ ଟିକେଟ୍ କିଣିଛନ୍ତି। ତଥାପି ଏଥିରେ ସେମାନଙ୍କୁ କିଛି ଅସୁବିଧା ନାହିଁ।

bb

bb

Rakesh Mallick
  • Published: Friday, 28 April 2017
  • Updated: 28 April 2017, 11:46 AM IST

Sports

Latest News

 

ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ଘଟିଛି। ରିଲିଜ୍ ହୋଇଛି ‘ବାହୁବଲୀ ୨’। ଏହା ସହିତ ଆଜି ହିଁ ସେହି ବହୁ ପ୍ରତୀକ୍ଷିତ ପ୍ରଶ୍ନ-‘କଟପ୍ପା କାହିଁକି ବାହୁବଲୀକୁ ମାରିଲା’ର ବି ଜବାବ ମିଳିଯିବ।

ଦେଶର ୮୦୦୦ ସିନେମା ହଲ୍‌ରେ ଏହି ଫିଲ୍ମ ରିଲିଜ୍ ହୋଇଛି। ଖବର ମିଳିଛି କିଛି ସିନେମା ହଲ୍‌ରେ ଦର୍ଶକ ଏହି ଫିଲ୍ମ ଦେଖିବା ପାଇଁ ୨୦୦୦ରୁ ୨୪୦୦ ଟଙ୍କା ଦେଇ ଟିକେଟ୍ କିଣିଛନ୍ତି। ତଥାପି ଏଥିରେ ସେମାନଙ୍କୁ କିଛି ଅସୁବିଧା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos