ଇତିହାସ ରଚିବ ‘ବାହୁବଲୀ ୨’: ଯୁଦ୍ଧ ସିନ୍‌ରେ ୫୦୦୦ କଳାକାର

ମୁମ୍ବାଇ: ଆସନ୍ତା ୨୮ ତାରିଖରେ ରିଲିଜ୍ ହେବ ‘ବାହୁବଲୀ-୨’। ରିଲିଜ୍ ତାରିଖ ପାଖେଇ ଆସିବା ସହ ଦର୍ଶକଙ୍କ ଉତ୍କଣ୍ଠା ମଧ୍ୟ ବଢ଼ି ବଢ଼ି ଚାଲିଛି। ‘ବାହୁବଲୀ’ରେ ଜବରଦସ୍ତ ଆକ୍ସନ୍ ଥିଲା। ‘ବାହୁବଲୀ ୨’ରେ ବି ଆକ୍ସନ ଅଛି। ନିର୍ଦ୍ଦେଶକ ଏସ୍‌ .ଏସ୍‌ ରାଜମୌଲିଙ୍କ କହିବା ଅନୁଯାୟୀ ‘ବାହୁବଲୀ’ ଠାରୁ ‘ବାହୁବଲୀ ୨’ର ଆକ୍ସନ ଆହୁରି ଭଲ ହୋଇଛି। ଏକ ଯୁଦ୍ଧ ସିନ୍‌ରେ ୫୦୦୦ କଳାକାରଙ୍କୁ ନିଆଯାଇଛି। ଭାରତୀୟ ଫିଲ୍ମ ଇତିହାସରେ ପୂର୍ବରୁ କେବେ ବି ଏମିତି ହୋଇନାହିଁ। […]

bahubali-prabhas

bahubali-prabhas

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 10:25 AM IST

Sports

Latest News

ମୁମ୍ବାଇ: ଆସନ୍ତା ୨୮ ତାରିଖରେ ରିଲିଜ୍ ହେବ ‘ବାହୁବଲୀ-୨’। ରିଲିଜ୍ ତାରିଖ ପାଖେଇ ଆସିବା ସହ ଦର୍ଶକଙ୍କ ଉତ୍କଣ୍ଠା ମଧ୍ୟ ବଢ଼ି ବଢ଼ି ଚାଲିଛି।

‘ବାହୁବଲୀ’ରେ ଜବରଦସ୍ତ ଆକ୍ସନ୍ ଥିଲା। ‘ବାହୁବଲୀ ୨’ରେ ବି ଆକ୍ସନ ଅଛି। ନିର୍ଦ୍ଦେଶକ ଏସ୍‌ .ଏସ୍‌ ରାଜମୌଲିଙ୍କ କହିବା ଅନୁଯାୟୀ ‘ବାହୁବଲୀ’ ଠାରୁ ‘ବାହୁବଲୀ ୨’ର ଆକ୍ସନ ଆହୁରି ଭଲ ହୋଇଛି। ଏକ ଯୁଦ୍ଧ ସିନ୍‌ରେ ୫୦୦୦ କଳାକାରଙ୍କୁ ନିଆଯାଇଛି। ଭାରତୀୟ ଫିଲ୍ମ ଇତିହାସରେ ପୂର୍ବରୁ କେବେ ବି ଏମିତି ହୋଇନାହିଁ। କେବଳ ସେତିକି ନୁହେଁ ୫୦୦ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରାଯାଇଛି।

ଆକ୍ସନ୍ ସିନ୍ ସୁଟିଂ କରିବା ପାଇଁ ୨ ମାସ ସମୟ ଲାଗିଥିଲା। ଆକ୍ସନ ସିନ୍ ସୁଟିଂ ପାଇଁ ପ୍ରଭାସ ଓ ରଣା ଦଗୁବାତୀ ବହୁତ ପରିଶ୍ରମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story