ନୂଆ ରୂପରେ ସଜେଇ ହୋଇଛି ’ରଙ୍ଗବତୀ’

ମୁମ୍ବାଇ: ଓ…ରଙ୍ଗବତୀ…ଓ…ରଙ୍ଗବତୀ….ତୁ ଜୋ ନା ହୋତି… ସବରଙ୍ଗ ସଫେଦ୍ ହୋତେ…ଏବେ ଛାଇଯାଇଛି ଦର୍ଶକଙ୍କ ମଧ୍ୟରେ। ପଶ୍ଚିମ ଓଡିଶାର  ସଂସ୍କୃତି, ନିଛକ ଓଡିଆ କାହାଣୀ, ପାରମ୍ପରିକ ଗୀତ ନାଚର ଏକ ସୁନ୍ଦର ଛିଟା ଦେଖିବାକୁ ମିଳିବ ବଲିଉଡ ଫିଲ୍ମ କୌନ କିତନେ ପାନି ମେଁ। ‘ଆଇ ଏମ କାଲାମ ‘ ଭଳି ଭିନ୍ନ ଧରଣର ଫିଲ୍ମ କରି ଦେଶ ବିଦେଶରେ ଚର୍ଚ୍ଚିତ ହୋଇଥିବା ମିଷ୍ଟର ନୀଳ ମାଧବ ପଣ୍ଡାଙ୍କର ଏହି ଫିଲ୍ମଟି ଆଉ ଏକ ବିଶିଷ୍ଟ କୃତି କହିଲେ ଜମାରୁ […]

Kaun-Kitne-Paani-Mein.

Kaun-Kitne-Paani-Mein.

Rakesh Mallick
  • Published: Thursday, 06 August 2015
  • Updated: 11 August 2015, 11:58 AM IST

Sports

Latest News

[embed]https://www.youtube.com/watch?v=kptAQ9q9jWI[/embed]

ମୁମ୍ବାଇ: ଓ…ରଙ୍ଗବତୀ…ଓ…ରଙ୍ଗବତୀ….ତୁ ଜୋ ନା ହୋତି… ସବରଙ୍ଗ ସଫେଦ୍ ହୋତେ…ଏବେ ଛାଇଯାଇଛି ଦର୍ଶକଙ୍କ ମଧ୍ୟରେ। ପଶ୍ଚିମ ଓଡିଶାର  ସଂସ୍କୃତି, ନିଛକ ଓଡିଆ କାହାଣୀ, ପାରମ୍ପରିକ ଗୀତ ନାଚର ଏକ ସୁନ୍ଦର ଛିଟା ଦେଖିବାକୁ ମିଳିବ ବଲିଉଡ ଫିଲ୍ମ କୌନ କିତନେ ପାନି ମେଁ। 'ଆଇ ଏମ କାଲାମ ' ଭଳି ଭିନ୍ନ ଧରଣର ଫିଲ୍ମ କରି ଦେଶ ବିଦେଶରେ ଚର୍ଚ୍ଚିତ ହୋଇଥିବା ମିଷ୍ଟର ନୀଳ ମାଧବ ପଣ୍ଡାଙ୍କର ଏହି ଫିଲ୍ମଟି ଆଉ ଏକ ବିଶିଷ୍ଟ କୃତି କହିଲେ ଜମାରୁ ଭୁଲ ହବନି। ଫିଲ୍ମର କାହାଣୀରେ ଟିପିକାଲ ରୁରାଲ ଫ୍ଲେଭର ଦେବାପାଇଁ ଏହି ନିର୍ଦ୍ଦେଶକ କରିଛନ୍ତି ଭରପୁର ପ୍ରୟାସ। ଭୁବନେଶ୍ୱର ନିକଟବର୍ତ୍ତି ତମାଣ୍ତୋ ନିକଟରେ ସୁଟିଂ ହୋଇଥିବା ଗୋଟେ ଗୀତରୁ ଏହା ସ୍ପଷ୍ଟ ବାରି ହୋଇପଡେ। ଏହି ଦମଦାର ଗୀତରେ ଦେଖିବାକୁ ମିଳିଛନ୍ତି ବଲିଉଡର ବ୍ୟାଡବୟ ଗୁଲସନ୍ ଗ୍ରୋବର, କୁନାଲ କପୁର ଏବଂ  ରାଧିକା ଆପତେ।

ଓଡିଆ ଦର୍ଶକଙ୍କ ପାଇଁ ଏହି ସିନେମାର ମୁଖ୍ୟ ଆକର୍ଷଣ ହେଉଛି ପପୁଲାର ଲୋକଗୀତ ’ରଙ୍ଗବତୀ’। ଯାହାର ଧୁନ ଏବଂ ଟ୍ରାକ ସ୍ଥାନ ପାଇଛି 'କୌନ କିତନେ ପାନି ମେଁ'ର ଏକ ଟିପିକାଲ ଗୀତରେ। ରଙ୍ଗବତୀ  ଏଥିରେ ଦେଖିବାକୁ ମିଳିଛି ଏକ ନୂଆ ରୂପରେ। ହିନ୍ଦି ଭାଷାର ଏହି ଲିରିକ୍ସକୁ ନିଜ ଗାଇକିରେ ସଜେଇଛନ୍ତି ଓଡିଆ ପୁଅ କ୍ରିଷ୍ଣା ବେଉରା ଏବଂ ଗାୟିକା ରେଖା ରାଓ। ନିଜମାଟିର ଏହି ପ୍ରସିଦ୍ଧ ଓଡିଆ ଗୀତକୁ ଫିଲ୍ମରେ ସ୍ଥାନ ଦେଇ ବେଶ ଆଗ୍ରହୀ ଅଛନ୍ତି ନିର୍ଦ୍ଦେଶକ ନୀଳମାଧବ ପଣ୍ଡା।  ନିଛକ ଓଡିଆ କାହାଣୀ ସହିତ ବଲିଊଡର ଦୁଇ କଳାକାର କୁନାଲ ଏବଂ ରାଧିକା ରଙ୍ଗବତୀର ତାଳେ ତାଳେ ଖୁବ ଏଞ୍ଜୟ କରିବା ସହ ଦେଇଥିଲେ ଦମଦାର ପରଫରର୍ମାନ୍ସ। ଏହି ଗୀତରେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଓଡିଶୀ ନୃତ୍ୟଶିଳ୍ପୀ ଶାସ୍ୱତ ଜୋଶୀ ମଧ୍ୟ ଅଭିନୟ କରିଛନ୍ତି।

‘କୌନ କିତନେ ପାନି ମେ’ ଚଳଚ୍ଚିତ୍ରକୁ ଓଡ଼ିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଥିବାବେଳେ ଇଲୋନନାରା ଇମେଜ ବ୍ୟାନରରେ ଆସନ୍ତା ଅଗଷ୍ଟ ୨୮ରେ ସାରା ଦେଶରେ ରିଲିଜ ହେବ ଏହି ଚଳଚ୍ଚିତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story