ସଞ୍ଜୟ ଦତ୍ତଙ୍କ ବାୟୋପିକର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ତିଆରି ହେଉଥିବା ବାୟୋପିକ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ ଏହାର ଫାଷ୍ଟ ଲୁକ୍‌ ଆଜି ରିଲିଜ୍‌ ହୋଇଛି। ରଣବୀର କପୁର ସୁଟିଂ ପାଇଁ  ପ୍ରସ୍ତୁତ ହେଉଥିବା ଫଟୋ ଦେଖିବାକୁ ମିଳୁଛି। ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ  ତିଆରି ହେଉଥିବା ବାୟୋପିକ ଫିଲ୍ମରେ ରଣବୀରଙ୍କୁ  ମୁଖ୍ୟ ଭୂମିକାରେ  ଦେଖିବାକୁ ମିଳିବ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ  ରଣବୀର ସଞ୍ଜୟ ଦତ୍ତଙ୍କ ପରି ଦେଖାଯାଉଛନ୍ତି।