‘ବେଗମ୍‌ ଜାନ୍‌’ର ଫାଷ୍ଟ୍ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବିଦ୍ୟା ବାଲନ୍‌ଙ୍କ ଅପକମିଂ ଫିଲ୍ମ‘ବେଗମ ଜାନ’ର ଫାଷ୍ଟ ଲୁକ୍‌ ଆଜି ରିଲିଜ୍ ହୋଇଛି । ଫିଲ୍ଟର ପ୍ରଥମ ପୋଷ୍ଟରରୁ ଜଣାପଡ଼ୁଛି ବିଦ୍ୟା ପୁଣି ଥରେ ଏକ ଦମ୍‌ଦାର ଭୂମିକାରେ ଆସୁଛନ୍ତି। ପ୍ରଥମ ଲୁକ୍‌ରୁ ଜଣାପଡ଼ୁଛି ‘ବେଗମ୍‌ ଜାନ୍‌’ର ବହୁତ ‘ଜାନ୍‌’ (ଦମ୍‌ଦାର କାହାଣୀ ଓ ଅଭିନୟ) ଅଛି। ଆସନ୍ତା ଏପ୍ରିଲ ୧୪ରେ ଏହି ଫିଲ୍ମ ପରଦାକୁ ଆସିବ। ମହେଶ ଭଟ୍ଟଙ୍କ ଏହି ଫିଲ୍ମରେ ନିର୍ଦ୍ଦେଶକ ହେଉଛନ୍ତି ରାଷ୍ଟ୍ରୀୟ ପୁରସ୍କାର ବିଜେତା ଶ୍ରୀଜିତ୍‌ ମୁଖାର୍ଜୀ। ବଙ୍ଗଳା ଫିଲ୍ମ […]

bidya

bidya

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 03:10 PM IST

Sports

Latest News

ମୁମ୍ବାଇ: ବିଦ୍ୟା ବାଲନ୍‌ଙ୍କ ଅପକମିଂ ଫିଲ୍ମ‘ବେଗମ ଜାନ’ର ଫାଷ୍ଟ ଲୁକ୍‌ ଆଜି ରିଲିଜ୍ ହୋଇଛି । ଫିଲ୍ଟର ପ୍ରଥମ ପୋଷ୍ଟରରୁ ଜଣାପଡ଼ୁଛି ବିଦ୍ୟା ପୁଣି ଥରେ ଏକ ଦମ୍‌ଦାର ଭୂମିକାରେ ଆସୁଛନ୍ତି। ପ୍ରଥମ ଲୁକ୍‌ରୁ ଜଣାପଡ଼ୁଛି ‘ବେଗମ୍‌ ଜାନ୍‌’ର ବହୁତ ‘ଜାନ୍‌’ (ଦମ୍‌ଦାର କାହାଣୀ ଓ ଅଭିନୟ) ଅଛି।

ଆସନ୍ତା ଏପ୍ରିଲ ୧୪ରେ ଏହି ଫିଲ୍ମ ପରଦାକୁ ଆସିବ।

ମହେଶ ଭଟ୍ଟଙ୍କ ଏହି ଫିଲ୍ମରେ ନିର୍ଦ୍ଦେଶକ ହେଉଛନ୍ତି ରାଷ୍ଟ୍ରୀୟ ପୁରସ୍କାର ବିଜେତା ଶ୍ରୀଜିତ୍‌ ମୁଖାର୍ଜୀ। ବଙ୍ଗଳା ଫିଲ୍ମ ‘ରାଜକାହାନୀ’ ଉପରେ ‘ବେଗମ୍‌ ଜାନ୍‌’  ଆଧାରିତ ।

ବିଦ୍ୟା ବଲାନ୍‌ଙ୍କ ସମେତ ଏହି ଫିଲ୍ମରେ ପଲ୍ଲବୀ ଶାରଦା, ଇଲା ଅରୁଣ, ଗୌହର  ଖାନ୍‌ ଓ ରାଜେଶ ଶର୍ମା ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos