ବୟଫ୍ରେଣ୍ଡଙ୍କୁ ବାହା ହେବେ ଭାରତୀ : ସୋସିଆଲ ମିଡିଆକୁ ଆସିଲା ନିର୍ବନ୍ଧ ଫଟୋ

ମୁମ୍ୱାଇ: ଷ୍ଟାଣ୍ଡଅପ୍‌ କମେଡିଆନ୍ ଭାରତୀ ସିଂଙ୍କ ନିର୍ବନ୍ଧ। ତାଙ୍କ ଦୀର୍ଘଦିନର ବୟଫ୍ରେଣ୍ଡ୍‌ ହର୍ଷ ଲିମ୍ୱାଚିୟାଙ୍କ ମଧ୍ୟରେ ଏହି ନିର୍ବନ୍ଧ ହୋଇଛି। ଏନଗେଜ୍‌ମେଣ୍ଟର କିଛି ଫଟୋକୁ ଭାରତୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ସେୟାର କରିଛନ୍ତି। କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, ଏ ଦୁହେଁ ବିବାହ କରି ସାରିଛନ୍ତି। ତାଙ୍କ ବିବାହ ଉତ୍ସବରେ ପରିବାରର ସଦସ୍ୟ ଓ ଅଳ୍ପ କିଛି ବନ୍ଧୁ ସାମିଲ ହୋଇଥିଲେ ବୋଲି କୁହାଯାଇଥିଲା। କିନ୍ତୁ ଏହା ଉପରେ ଭାରତୀ କୌଣସି ମତାମତ ଦେଇ […]

bharati

bharati

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 08:10 PM IST

Sports

Latest News

ମୁମ୍ୱାଇ: ଷ୍ଟାଣ୍ଡଅପ୍‌ କମେଡିଆନ୍ ଭାରତୀ ସିଂଙ୍କ ନିର୍ବନ୍ଧ। ତାଙ୍କ ଦୀର୍ଘଦିନର ବୟଫ୍ରେଣ୍ଡ୍‌ ହର୍ଷ ଲିମ୍ୱାଚିୟାଙ୍କ ମଧ୍ୟରେ ଏହି ନିର୍ବନ୍ଧ ହୋଇଛି। ଏନଗେଜ୍‌ମେଣ୍ଟର କିଛି ଫଟୋକୁ ଭାରତୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ସେୟାର କରିଛନ୍ତି। କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, ଏ ଦୁହେଁ ବିବାହ କରି ସାରିଛନ୍ତି।

ତାଙ୍କ ବିବାହ ଉତ୍ସବରେ ପରିବାରର ସଦସ୍ୟ ଓ ଅଳ୍ପ କିଛି ବନ୍ଧୁ ସାମିଲ ହୋଇଥିଲେ ବୋଲି କୁହାଯାଇଥିଲା। କିନ୍ତୁ ଏହା ଉପରେ ଭାରତୀ କୌଣସି ମତାମତ ଦେଇ ନ ଥିଲେ।  ଏଥର କିନ୍ତୁ ଏନଗେଜ୍‌ମେଣ୍ଟ ଖବର ଦେଇ ସମସ୍ତଙ୍କୁ ଚମକାଇଦେଇଛନ୍ତି ଭାରତୀ। ଗତ କିଛି ବର୍ଷ ହେବ ଏ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ସୋସିଆଲ୍ ମିଡିଆରେ ଏ ଦୁହେଁ ସେଲଫି ପୋଷ୍ଟ କରୁଥିଲେ ମଧ୍ୟ ନିଜ ସମ୍ପର୍କକୁ ଲୁଚାଇ ରଖୁଥିଲେ। କୁହାଯାଉଛି ଏ ବର୍ଷ ଶେଷରେ ଉଭୟଙ୍କ ବିବାହ ହୋଇପାରେ।

ସୌଜନ୍ୟ-ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story