‘କାହାନୀ୨’ର ଡାଏଲଗ୍ ପ୍ରୋମୋ ରିଲିଜ

ମୁମ୍ବାଇ: ବିଦ୍ୟା ବାଲାନଙ୍କ ଆଗାମୀ ଫିଲ୍ମ ‘କାହାନୀ ୨’ର ଡାଇଲଗ୍ ପ୍ରୋମୋ ରିଲିଜ ହୋଇଯାଇଛି। ୨୦ ସେକେଣ୍ଡର ଏହି ପ୍ରୋମୋରେ ବିଦ୍ୟାଙ୍କୁ ଦୁଇଟି ନାମର ଦୁଇଟି ଭିନ୍ନ ରୂପରେ ଦେଖିବାକୁ ମିଳିଛି। ବିଦ୍ୟା ସିହ୍ନା ଓ ଦୁର୍ଗା ରାଣୀ ସିଂହ ନାମକ ଦୁଇଟି ନାମରେ ବଦ୍ୟା ଫଲ୍ମରେ ଅଭିନୟ କରିଛନ୍ତି। ପ୍ରୋମୋରେ ବିଦ୍ୟାଙ୍କୁ ଗୋଟିଏ ଭୟଙ୍କର କ୍ରୋଧୀ ମହିଳା ଓ ଅନ୍ୟଟିରେ ଦମଦାର ଭୂମିକାରେ ଦେଖାଯାଇଛି। ପୂର୍ବରୁ ଫିଲ୍ମର ଟିଜର ପୋଷ୍ଟର ଜାରି କରାଯାଇଥିଲା। ‘କାହାନୀ୨’ ୨୦୧୨ରେ […]

kahani-vidya

kahani-vidya

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 05:12 PM IST

Sports

Latest News

ମୁମ୍ବାଇ: ବିଦ୍ୟା ବାଲାନଙ୍କ ଆଗାମୀ ଫିଲ୍ମ ‘କାହାନୀ ୨’ର ଡାଇଲଗ୍ ପ୍ରୋମୋ ରିଲିଜ ହୋଇଯାଇଛି। ୨୦ ସେକେଣ୍ଡର ଏହି ପ୍ରୋମୋରେ ବିଦ୍ୟାଙ୍କୁ ଦୁଇଟି ନାମର ଦୁଇଟି ଭିନ୍ନ ରୂପରେ ଦେଖିବାକୁ ମିଳିଛି। ବିଦ୍ୟା ସିହ୍ନା ଓ ଦୁର୍ଗା ରାଣୀ ସିଂହ ନାମକ ଦୁଇଟି ନାମରେ ବଦ୍ୟା ଫଲ୍ମରେ ଅଭିନୟ କରିଛନ୍ତି। ପ୍ରୋମୋରେ ବିଦ୍ୟାଙ୍କୁ ଗୋଟିଏ ଭୟଙ୍କର କ୍ରୋଧୀ ମହିଳା ଓ ଅନ୍ୟଟିରେ ଦମଦାର ଭୂମିକାରେ ଦେଖାଯାଇଛି। ପୂର୍ବରୁ ଫିଲ୍ମର ଟିଜର ପୋଷ୍ଟର ଜାରି କରାଯାଇଥିଲା। ‘କାହାନୀ୨’ ୨୦୧୨ରେ ଆସିଥିବା ‘କାହାନୀ’ର ସିକ୍ୱେଲ ଅଟେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story