ବଲିଉଡ୍‌ ଇତିହାସର ସବୁଠୁ ବଡ ଫ୍ଲପ୍‌ ଫିଲ୍ମ୍‌

ମୁମ୍ବାଇ:ବଲିଉଡ୍‌ ଇତିହାସରେ ସବୁଠୁ ବଡ ଫ୍ଲପ୍‌ ଫିଲ୍ମ ଭାବେ ସମ୍ନାକୁ ଆସିଛି ‘ମସୀନ୍‌’ । ଜଣାଶୁଣା ନିର୍ଦ୍ଦେଶକ ଆବାସ୍‌ ମୁସ୍ତାନ୍‌ଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ମାର୍ଚ୍ଚ ୧୭ ତାରିଖରେ ରିଲିଜ ହୋଇଥିଲା । ବଲିଉଡ୍‌ ଇତିହାସର ପ୍ରଥମ ଥର ଏମିତି ଘଟଣା ଘଟିଛି ଆବାସ୍‌ ମୁସ୍ତାନ୍‌ଙ୍କ ଭଳି ବରିଷ୍ଠ ନିର୍ଦ୍ଦେଶକଙ୍କ ଫିଲ୍ମ ଅତି ଦୟନୀୟ ଅବସ୍ଥାରେ ଫେଲ୍‌ ମାରିଛି । ଫିଲ୍ମ ରିଲିଜ ହେବା ପରେ ମୁମ୍ବାଇର ଏକ ଫିଲ୍ମ ହଲ୍‌ରେ (ପିଭିଆର୍‌) ମାତ୍ର ଗୋଟିଏ ଟିକେଟ୍‌ […]

masheen-film

masheen-film

Rakesh Mallick
  • Published: Friday, 24 March 2017
  • Updated: 24 March 2017, 10:52 PM IST

Sports

Latest News

ମୁମ୍ବାଇ:ବଲିଉଡ୍‌ ଇତିହାସରେ ସବୁଠୁ ବଡ ଫ୍ଲପ୍‌ ଫିଲ୍ମ ଭାବେ ସମ୍ନାକୁ ଆସିଛି ମସୀନ୍‌ । ଜଣାଶୁଣା ନିର୍ଦ୍ଦେଶକ ଆବାସ୍‌ ମୁସ୍ତାନ୍‌ଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ମାର୍ଚ୍ଚ ୧୭ ତାରିଖରେ ରିଲିଜ ହୋଇଥିଲା । ବଲିଉଡ୍‌ ଇତିହାସର ପ୍ରଥମ ଥର ଏମିତି ଘଟଣା ଘଟିଛି ଆବାସ୍‌ ମୁସ୍ତାନ୍‌ଙ୍କ ଭଳି ବରିଷ୍ଠ ନିର୍ଦ୍ଦେଶକଙ୍କ ଫିଲ୍ମ ଅତି ଦୟନୀୟ ଅବସ୍ଥାରେ ଫେଲ୍‌ ମାରିଛି । ଫିଲ୍ମ ରିଲିଜ ହେବା ପରେ ମୁମ୍ବାଇର ଏକ ଫିଲ୍ମ ହଲ୍‌ରେ (ପିଭିଆର୍‌) ମାତ୍ର ଗୋଟିଏ ଟିକେଟ୍‌ ବିକ୍ରି ହୋଇଥିବା ସହ ଜଣେ ଲୋକ ଫିଲ୍ମ ହଲରେ ବସି ଫିଲ୍ମ ଦେଖୁଥିବା ନଜରକୁ ଆସିଛି । ପୂର୍ବରୁ ନିର୍ଦ୍ଦେଶକ ଆବାସ୍‌ ମୁସ୍ତାନ୍‌ ବଲିଉଡରେ ବହୁ ସୁପରହିଟ୍‌ ଫିଲ୍ ତିଆରି କରି ସୁନାମ ଅର୍ଜନ କରିଛନ୍ତି । ଯେଉଁଥିରେ ଅଛି ରେସ, ରେସ-୨, ଏତରାଜ୍‌,ହମରାଜ୍‌, ବାଦ୍‌ସା ଭଳି ହିଟ୍‌ ଫିଲ୍ମ। କିନ୍ତୁ ମସୀନ୍‌ର ବିଫଳତା ପରେ ନିର୍ଦ୍ଦେଶକ ଆବାସ୍‌ ମୁସ୍ତାନ୍‌ଙ୍କ ଚେହେରାରେ ଦାଗ ଲାଗିଥିବା ଚର୍ଚ୍ଚା ହେଉଛି । ଏହି ଫ୍ଲିଲ୍ମରେ ନିର୍ଦ୍ଦେଶକ ଆବାସ୍‌ ନିଜ ପୁଅକୁ ବଲିଉଡ୍‌ରେ ଲଞ୍ଚ୍‌ କରାଇଥିଲେ । ବଲିଉଡରେ ଅନେକ କଳାକାରଙ୍କୁ ରାତାରାତି ଷ୍ଟାର ବନେଇଥିବା ଆବାସ୍‌ ମୁସ୍ତାନ୍‌ କେବେ ଭାବିନଥିବେ ଯେ ତାଙ୍କ ପୁଅର ପ୍ରଥମ ଫିଲ୍ମ୍‌ ଏଭଳି ବକ୍ସ ଅଫିସରେ ଫ୍ଲପ୍‌ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story