ସ୍ୱାମୀଙ୍କ ସହ ଦୁବାଇରେ ଛୁଟିର ମଜା ନେଉଛନ୍ତି ବିଗ୍‌ବସ୍‌ ୱିନର୍ ଦୀପିକା

ମୁମ୍ବାଇ: ବିଗ୍‌ବସ୍‌-୧୨ ବିଜେତା ହେବା ପରେ ଦୀପିକା କକ୍କଡ଼ ଆଜିକାଲି ସ୍ୱାମୀ ଶୋଏବ ଇବ୍ରାହିମ୍‌ଙ୍କ ସହ ହଲିଡେ ଟ୍ରିପ୍‌ରେ ଯାଇଛନ୍ତି। ଦୀପିକା ଓ ଶୋଏବ ବର୍ତ୍ତମାନ ଦୁବାଇରେ ନିଜର ହଲିଡ଼େ ଏନଜୟ କରୁଛନ୍ତି। ଏହାର କିଛି ଫଟୋ ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। https://www.instagram.com/p/Bvj51Q2lNe4/?utm_source=ig_web_copy_link ଏହି ଫଟୋରେ ଦୀପିକା କେତେବେଳେ ସପିଂ ବ୍ୟାଗ ଧରିଥିବା ଦେଖାଯାଉଛନ୍ତି ତ କେବେ ବଲିଉଡ୍‌ ପାର୍କ ଦୁବାଇ ସାମ୍ନାରେ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଏହି ସବୁ ଫଟୋରେ ଦୀପିକା […]

deepika

deepika

Chinmayee Roy
  • Published: Monday, 01 April 2019
  • Updated: 01 April 2019, 03:04 PM IST

ମୁମ୍ବାଇ: ବିଗ୍‌ବସ୍‌-୧୨ ବିଜେତା ହେବା ପରେ ଦୀପିକା କକ୍କଡ଼ ଆଜିକାଲି ସ୍ୱାମୀ ଶୋଏବ ଇବ୍ରାହିମ୍‌ଙ୍କ ସହ ହଲିଡେ ଟ୍ରିପ୍‌ରେ ଯାଇଛନ୍ତି। ଦୀପିକା ଓ ଶୋଏବ ବର୍ତ୍ତମାନ ଦୁବାଇରେ ନିଜର ହଲିଡ଼େ ଏନଜୟ କରୁଛନ୍ତି। ଏହାର କିଛି ଫଟୋ ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।

https://www.instagram.com/p/Bvj51Q2lNe4/?utm_source=ig_web_copy_link

ଏହି ଫଟୋରେ ଦୀପିକା କେତେବେଳେ ସପିଂ ବ୍ୟାଗ ଧରିଥିବା ଦେଖାଯାଉଛନ୍ତି ତ କେବେ ବଲିଉଡ୍‌ ପାର୍କ ଦୁବାଇ ସାମ୍ନାରେ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଏହି ସବୁ ଫଟୋରେ ଦୀପିକା ବେଶ୍ ଖୁସି ଥିବା ନଜର ଆସୁଛନ୍ତି। ସୋଶାଲ ମିଡ଼ିଆରେ ଏହି ଫଟୋଗୁଡ଼ିକୁ ବେଶ୍ ପସନ୍ଦ କରାଯାଉଛି।

https://www.instagram.com/p/BuyfEJKFNF5/?utm_source=ig_web_copy_link

ଦୀପିକା ଓ ଶୋଏବଙ୍କର ଲଭ୍‌ଷ୍ଟୋରୀ ଟିଭି ସିରିୟଲ୍ ‘ସସୁରାଲ୍ ସିମର୍ କା’ରୁ ଆରମ୍ଭ ହୋଇଥିଲା। ଏହାପରେ ସେମାନେ ବିବାହ କରିଥିଲେ। ବାହାଘର ପାଇଁ ଦୂପିକା ନିଜ ଧର୍ମ ମଧ୍ୟ ପରିବର୍ତ୍ତନ କରିଦେଇଥିଲେ। ସେଥିପାଇଁ ତାଙ୍କୁ ସୋଶାଲ୍‌ ମିଡିଆରେ ଅନେକ  ଟ୍ରଲ୍‌ର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା।

https://www.instagram.com/p/Bvj9lbSFBIy/?utm_source=ig_web_copy_link

ଦୀପିକାଙ୍କର ଏହା ଦ୍ୱିତୀୟ ବିବାହ। ଏହା ପୂର୍ବରୁ ଦୀପିକା ନିଜ କୋ-ଆକ୍ଟର ରୌନକ୍ ସାମଶନ୍‌ଙ୍କୁ ୨୦୦୯ରେ ବାହା ହୋଇଥିଲେ। ରୌନକ୍‌ଙ୍କ ସହ ଦୀପିକାଙ୍କର ସମ୍ପର୍କ ବେଶି ଦିନ ଚାଲିପାରିଲା ନାହିଁ। ଶେଷରେ ୨୦୧୫ରେ ସେମାନେ ପରସ୍ପରଠୁ ଅଲଗା ହୋଇଯାଇଥିଲେ।

https://www.instagram.com/p/BtNdoxNFCwP/?utm_source=ig_web_copy_link

ଦୀପିକା ବର୍ତ୍ତମାନ କୌଣସି ବି ସିରିୟଲ କରୁନାହାଁନ୍ତି। ‘ବିଗ୍ ବସ୍‌ ସିଜିନ୍‌-୧୨’ ପୂର୍ବରୁ  ସେ ‘କୟାମତ୍‌ କି ରାତ୍‌’ ଓ ‘କୁମ୍‌କୁମ୍‌ ଭାଗ୍ୟ’ରେ ନଜର ଆସିଥିଲେ। ଦୀପିକା ୨୦୧୦ରେ ‘ନୀର୍ ଭରେ ତେରେ ନୈନା ଦେବୀ’ ସିରିୟଲ୍‌ରୁ ଟେଲି ଦୁନିଆରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ପରିଚୟ ‘ସସୁରାଲ୍‌ ସିମର୍‌ କା’ ରେ ସିମର୍‌ ଭୂମିକାରେ ଅଭିନୟ କରି ମିଳିଥିଲା।

https://www.instagram.com/p/BvrKBiyFJRK/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story