ଏଥର ବିଗ୍‌ବସ୍‌ରେ ଦେଖିବାକୁ ମିଳିବ ରାକ୍ଷୀ-ଦୀପକଙ୍କ ଯୋଡ଼ି

ମୁମ୍ବାଇ: ବିଗ୍‌ବସ୍‌ର ନୂତନ ସିଜିନ୍‌ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାଗ ନେଉଥିବା ସେଲିବ୍ରିଟିଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ସବୁ ଥର ପରି ଏଥର ମଧ୍ୟ ବିଗ୍‌ ବସ୍‌ ଘରେ କିଏ କିଏ ସୁଯୋଗ ପାଇବେ ତାକୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା। କାରଣ ବିଗ୍‌ବସ୍‌ ସରିବା ପରେ ଜିତିଥିବା ସେଲି‍‍ବ୍ରିଟିଙ୍କ ଭାଗ୍ୟ ପୂରା ପୂରି ବଦଳି ଯାଇଥାଏ ଚଳିତ ଥର ବିଗ୍‌ବସ୍‌ରେ ସେଲିବ୍ରିଟି ପ୍ରତିଯୋଗୀଙ୍କ ମଧ୍ୟରେ ରାକ୍ଷୀ ସାୱନ୍ତ, ଦୀପକ୍‌ କଲାଲଙ୍କ […]

r11

r11

Rosalin Rath
  • Published: Friday, 31 May 2019
  • Updated: 31 May 2019, 02:42 PM IST

Sports

Latest News

ମୁମ୍ବାଇ: ବିଗ୍‌ବସ୍‌ର ନୂତନ ସିଜିନ୍‌ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାଗ ନେଉଥିବା ସେଲିବ୍ରିଟିଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ସବୁ ଥର ପରି ଏଥର ମଧ୍ୟ ବିଗ୍‌ ବସ୍‌ ଘରେ କିଏ କିଏ ସୁଯୋଗ ପାଇବେ ତାକୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା। କାରଣ ବିଗ୍‌ବସ୍‌ ସରିବା ପରେ ଜିତିଥିବା ସେଲି‍‍ବ୍ରିଟିଙ୍କ ଭାଗ୍ୟ ପୂରା ପୂରି ବଦଳି ଯାଇଥାଏ

ଚଳିତ ଥର ବିଗ୍‌ବସ୍‌ରେ ସେଲିବ୍ରିଟି ପ୍ରତିଯୋଗୀଙ୍କ ମଧ୍ୟରେ ରାକ୍ଷୀ ସାୱନ୍ତ, ଦୀପକ୍‌ କଲାଲଙ୍କ ପରି ଚର୍ଚ୍ଚିତ ଯୋଡ଼ି, ମିଥୁନ୍‌ ରକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟ, ନେହା କକ୍କରଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ନାମ ଶୁଣିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ରାକ୍ଷୀ ଓ ଦୀପକ ବିଗ୍‌ ବସ୍‌ ଯିବା ନିଶ୍ଚିନ୍ତ ହୋଇଯାଇଥିବା ଜଣାଯାଇଛି।

ପୂର୍ବରୁ ମହାଅକ୍ଷୟଙ୍କ ଉପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଲାଗିଥିଲା। ଯଦି ସେ ଶୋ’କୁ ଆସିବେ ତାହାଲେ ତାଙ୍କ ବ୍ୟକ୍ତିଗତ ଜୀବନରେ ଘଟିଥିବା ଘଟଣା ସାମ୍ନାକୁ ଆସିବ। ସେହିପରି ନେହା କକ୍କରଙ୍କ ବୟଫ୍ରେଣ୍ଡ ମଧ୍ୟ କିଛି ଦିନ ଚର୍ଚ୍ଚାରେ ରହିଥିଲେ। ଯଦି ଏହି ସବୁ ସେଲିବ୍ରିଟି ଶୋ’କୁ ଆସିବେ ଏଥର ବିଗ୍‌ବସ୍‌ ବହୁତ ଲୋକପ୍ରିୟ ହେବ।

ରାକ୍ଷୀ ସାୱନ୍ତ ନିଜ ଜୀବନଶୈଳୀକୁ ନେଇ ସୋଶାଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋଶାଲ୍‌ ମିଡିଆରେ ସବୁବଳେ କିଛି ନା କିଛି ଶେଆର୍‌ କରି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟନ୍ତି। ଏବେ ସେ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେଆର୍‌ କରିଛନ୍ତି। ଯେଉଁଥିରେ ସେ ଦୀପକ କଲାଲ୍‌ଙ୍କ ସହ ପୋଜ୍‌ ଦେଇ ଫଟୋ ଛାଡ଼ିଛନ୍ତି।

ଏହି ଫଟୋ ଶେଆର୍‌ କରି ସେ ସଲ୍‌ମାନ୍‌ ଏବଂ କଲର୍ସ ଟିଭିକୁ ଧନ୍ୟବାଦ ଦେଇଛନ୍ତି। ଏହି ଦୁଇ ଜଣଙ୍କ ଫଟୋକୁ କିନ୍ତୁ ସୋଶାଲ୍‌ ମିଡିଆରେ ମଜାର ବିଷୟ ଭାବେ ନିଆଯାଇଛି। ପୂର୍ବବର୍ଷ ଏହି ଦୁଇ ଜଣଙ୍କ ବାହାଘର ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ପରେ ସେମାନେ ବାହା ହୋଇ ନଥିଲେ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ବିଗ୍‌ବସ୍‌ର ସିଜିନ୍‌ ୧୩ ସେପ୍ଟେମ୍ବରରେ ଆରମ୍ଭ ହେବ। ବଲିଉଡ଼ର ଭାଇଜାନ ସଲ୍‌ମାନ୍‌ ଏହାକୁ ଉପସ୍ଥାପନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story