ଆଜିଠୁ ଆରମ୍ଭ ହେଉଛି ‘ବିଗ୍‌ ବସ୍‌- ୧୨’

ଲୋକପ୍ରିୟ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୨ ଆଜିଠୁ ଆରମ୍ଭ ହେଉଛି। ଶୋ’ର ଓପନିଂ ସେରିମନି ଆଜିଠୁ ଆରମ୍ଭ ହେବ। ଏଥର ଏହି ଶୋ’ ରାତି ୯ଟାରେ ଆରମ୍ଭ ହୋଇ ପ୍ରାଇମ୍‌ଟାଇମ୍‌ରେ ଚାଲିବ ବୋଲି ଜଣାପଡିଛି। ପ୍ରତିଥର ବିଗ୍‌ବସ୍‌ କିଛି ନା କିଛି ନୂଆ ଢଙ୍ଗରେ ଶୋ’ ଆରମ୍ଭ କରିଥାଏ। ଏଥର ଶୋ’ ଆରମ୍ଭ ହେବା ପୂର୍ବରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥର ବିଗ୍‌ବସ୍‌ରେ ଆଉଟ୍‌ ହାଉସ୍‌ କନ୍‌ସେପ୍ଟ ରଖାଯାଇଛି। ଶୋ’ର ପ୍ରିମିୟର ପୂର୍ବରୁ ଦର୍ଶକଙ୍କୁ ଏକ […]

bigboss2

bigboss2

Chinmayee Roy
  • Published: Sunday, 16 September 2018
  • Updated: 16 September 2018, 11:08 AM IST

Sports

Latest News

ଲୋକପ୍ରିୟ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୨ ଆଜିଠୁ ଆରମ୍ଭ ହେଉଛି। ଶୋ’ର ଓପନିଂ ସେରିମନି ଆଜିଠୁ ଆରମ୍ଭ ହେବ। ଏଥର ଏହି ଶୋ’ ରାତି ୯ଟାରେ ଆରମ୍ଭ ହୋଇ ପ୍ରାଇମ୍‌ଟାଇମ୍‌ରେ ଚାଲିବ ବୋଲି ଜଣାପଡିଛି।

ପ୍ରତିଥର ବିଗ୍‌ବସ୍‌ କିଛି ନା କିଛି ନୂଆ ଢଙ୍ଗରେ ଶୋ’ ଆରମ୍ଭ କରିଥାଏ। ଏଥର ଶୋ’ ଆରମ୍ଭ ହେବା ପୂର୍ବରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥର ବିଗ୍‌ବସ୍‌ରେ ଆଉଟ୍‌ ହାଉସ୍‌ କନ୍‌ସେପ୍ଟ ରଖାଯାଇଛି। ଶୋ’ର ପ୍ରିମିୟର ପୂର୍ବରୁ ଦର୍ଶକଙ୍କୁ ଏକ ସ୍ପେଶାଲ୍‌ ପାୱାର ଦିଆଯାଇଛି। ବିଗ୍‌ବସ୍‌ ଘରକୁ ଏଣ୍ଟ୍ରି ପୂର୍ବରୁ ବାହାରେ ଏକ ଆଉଟ୍‌ ହାଉସ୍‌ ତିଆରି କରାଯାଇଛି। ଏହି ଆଉଟ୍‌ ହାଉସରେ ପ୍ରତିଯୋଗୀମନଙ୍କୁ ଏଣ୍ଟ୍ରି ମଧ୍ୟ ମିଳିସାରିଛି। ବର୍ତ୍ତମାନ ଏହି ପ୍ରତିଯୋଗୀମାନେ ବିଗ୍‌ବସ୍‌ଙ୍କ ଆଦେଶ ଅନୁଯାୟୀ ଗୋଟିଏ ପରେ ଗୋଟିଏ ଟାସ୍କ କରିବେ। ଯାହାର ଟାସ୍କ ଦର୍ଶକଙ୍କୁ ଭଲ ଲାଗିବ, ଦର୍ଶକେ ସେମାନଙ୍କୁ ଭୋଟ୍‌ କରିପାରିବେ। ଆଉଟ୍ ହାଉସ୍‌ରେ ଯିଏ ଭଲ ଭୋଟ୍‌ ପାଇବ ସେମାନଙ୍କୁ ହିଁ ବିଗ୍‌ବସ୍‌ ଘରକୁ ଏଣ୍ଟ୍ରି ମିଳିବ।

କେମିତି କରିବେ ଭୋଟ୍: ଭୋଟ୍‌ କରିବା ପାଇଁ ପ୍ରଥମେ VOOTରେ ଲଗ୍‌ ଇନ୍ କରନ୍ତୁ । ଏହାପରେOuthouse Taala Khol’ ନାଁରେ ଏକ ସେକ୍ସନ ଉପରେ କ୍ଲିକ୍ କରି ପ୍ରତିଯୋଗୀମାନଙ୍କୁ ଦେଖିପାଇବେ। ବର୍ତ୍ତମାନ ସୁଧା ଆଉଟ୍‌ ହାଉସ୍‌ରେ ୪ ଜଣ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିଛି। ଯେଉଁଠି ଏମାନଙ୍କ ଭିତରେ କ୍ୟାଟ୍‌ ଫାଇଟ୍‌ ମଧ୍ୟ ଆରମ୍ଭ ହେଉଥିବା ଜଣା ପଡୁଛି।  ପ୍ରିମିୟର ପୂର୍ବରୁ ହିଁ ଆଉଟହାଉସ୍‌ର ସିନ୍‌ ଦେଖି ଏଥରର ବିଗ୍‌ବସ୍‌ ବେଶ୍‌ ମଜାଳିଆ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story