କୃଷ୍ଣ ଦେଲେ ସୁଦାମାଙ୍କୁ ବ୍ରେକ୍‌: ‘ମୁନ୍ନା ମାଇକେଲ୍‌’ରେ ଡେବ୍ୟୁ କରିବେ ବିକ୍ରମ

ଟାଇଗର ସ୍ରଫ୍‌ଙ୍କ ଅପକମିଂ ଫିଲ୍ମ ‘ମୁନ୍ନା ମାଇକେଲ’କୁ ନେଇ ଏବେ ବଲିଉଡ୍‌ରେ ଖୁବ୍ ଚର୍ଚ୍ଚା। ଫିଲ୍ମର ଅଧିକାଂଶ ଭାଗର ସୁଟିଂ ସରି ଯାଇଛି। ହେଲେ ଏ ପର୍ଯ୍ୟନ୍ତ ରିଲିଜ୍ ଡେଟ୍ ସ୍ଥିର ହୋଇନାହିଁ। ତେବେ ଓଡିଆ ଦର୍ଶକଙ୍କ ସହ ଏ ଫିଲ୍ମର ରହିବ ଏକ ବିଶେଷ ସଂପର୍କ। କାରଣ ପୂରା ଫିଲ୍ମରେ ଟାଇଗରଙ୍କ ସହ ପାଖେ ପାଖେ ଅଛନ୍ତି ଓଡିଆ ଯୁବକ ବିକ୍ରମ ସ୍ୱାଇଁ। ଫିଲ୍ମ ମୁନ୍ନା ମାଇକେଲର ପ୍ରାୟ ଅଧିକାଂଶ ସିନରେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ […]

f

f

Rakesh Mallick
  • Published: Wednesday, 12 April 2017
  • Updated: 13 April 2017, 07:10 AM IST

Sports

Latest News

ଟାଇଗର ସ୍ରଫ୍‌ଙ୍କ ଅପକମିଂ ଫିଲ୍ମ ‘ମୁନ୍ନା ମାଇକେଲ’କୁ ନେଇ ଏବେ ବଲିଉଡ୍‌ରେ ଖୁବ୍ ଚର୍ଚ୍ଚା। ଫିଲ୍ମର ଅଧିକାଂଶ ଭାଗର ସୁଟିଂ ସରି ଯାଇଛି। ହେଲେ ଏ ପର୍ଯ୍ୟନ୍ତ ରିଲିଜ୍ ଡେଟ୍ ସ୍ଥିର ହୋଇନାହିଁ। ତେବେ ଓଡିଆ ଦର୍ଶକଙ୍କ ସହ ଏ ଫିଲ୍ମର ରହିବ ଏକ ବିଶେଷ ସଂପର୍କ। କାରଣ ପୂରା ଫିଲ୍ମରେ ଟାଇଗରଙ୍କ ସହ ପାଖେ ପାଖେ ଅଛନ୍ତି ଓଡିଆ ଯୁବକ ବିକ୍ରମ ସ୍ୱାଇଁ।

bଫିଲ୍ମ ମୁନ୍ନା ମାଇକେଲର ପ୍ରାୟ ଅଧିକାଂଶ ସିନରେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ ଟାଇଗର୍ ସ୍ରଫଙ୍କ ସହ ସ୍କ୍ରିଂନ୍ ସେୟାର କରିଛନ୍ତି ବିକ୍ରମ। ସେ ଟାଇଗରଙ୍କ ସାଙ୍ଗ ଭୂମିକାରେ ପରଦାକୁ ଆସୁଛନ୍ତି।

ବର୍ଷକ ତଳେ ଗଂଜାମ ଜିଲ୍ଲାର ଅପରିଚିତ ଯୁବକ ବିକ୍ରମଙ୍କୁ ଚିହ୍ନି ଥିଲା ସାରା ଓଡିଶା। ଯେତେବେଳେ ଟାଇଗରଙ୍କ ବାଗି ଫିଲ୍ମ ରିଲିଜ୍ ହୋଇଥିଲା। ଆଉ ଏହାସହ ଚର୍ଚ୍ଚାକୁ ଆସିଥିଲା ବିକ୍ରମଙ୍କ ଦାଦନ ଜୀବନରୁ ବଲିଉଡ୍ ଯାତ୍ରାର କାହାଣୀ। ଅଭାବ ପାଇଁ ଦିନେ ଘରଦ୍ୱାର ଛାଡି ବିକ୍ରମ ଚାଲି ଯାଇଥିଲେ ମୁମ୍ୱାଇ। ଘର ଘର ବୁଲି ସେ କାର୍ ସଫା କରୁଥିଲେ। ଦିନ ମଜୁରୀରୁ ଯେତିକି ମିଳିଲା ସେତିକିରେ କଟୁଥିଲା ତାଙ୍କ ଜୀବନ। ବ୍ୟସ୍ତବହୁଳ ମାୟା ନଗରୀରେ ସ୍ୱପ୍ନ ଦେଖିବା ଯେମିତି ତାଙ୍କ ପାଇଁ ପାପ ଥିଲା।

ଅଭାବି ପେଟକୁ ଦାନ ଯୋଗାଡ ସରିବା ପରେ ସେ ଚାଲି ଯାଉଥିଲେ ମୁମ୍ୱାଇର ଜୁହୁ ବିଚ୍‌କୁ। ମନ ହେଲେ ଡେଉଁ ଥିଲେ ବିସ୍ତୀର୍ଣ୍ଣ ବେଳାଭୂମିରେ। ଆଉ ସେହି ଡେଇଁବା ଭିତରେ ସହରୀ ଭାଷାରେ ଷ୍ଟଣ୍ଟ କହୁଥିବା କିଛି କଳା ଅଜାଣତରେ ଦେଖାଇ ଚାଲୁଥିଲେ ବିକ୍ରମ ବିଚ୍‌ରେ ବୁଲୁଥିବା ଲୋକଙ୍କୁ।

dଦିନେ ମର୍ଣ୍ଣିଂ ୱାକ୍‌ରେ ଜୁହୁ ବିଚ୍‌କୁ ଆସିଥିବା ବେଳେ ବିକ୍ରମଙ୍କ ଷ୍ଟଣ୍ଟକୁ ଦେଖନ୍ତି ତାଜୁବ ହୋଇଯାଆନ୍ତି ଟାଇଗର୍। ଆଉ ମନେ ମନେ ସ୍ଥିର କରନ୍ତି ବିକ୍ରମ ସାଜୁ ତାଙ୍କର ଜିମ୍ନାଷ୍ଟିକ୍ ଟ୍ରେନର୍। ବାସ୍ ସେୟା ହିଁ ହୁଏ, ଗରିବ ବିକ୍ରମ୍ ବନିଯାଏ ଜୁନିୟର ସ୍ରଫଙ୍କ ଟ୍ରେନର। ଘରକୁ ଯାଆ ଆସ ସହ ବଢିଯାଏ ବନ୍ଧୁତା। ସତେ ଯେମିତି କୃଷ୍ଣ-ସୁଦାମା। ବ୍ୟକ୍ତିଗତ ଜୀବନରୁ ସିନେମା ଦୁନିଆ। ଟାଇଗରଙ୍କ ପାଖେ ପାଖେ ରୁହନ୍ତି ବିକ୍ରମ। ଜିମ୍ନାଷ୍ଟିକ୍ ସହ କୋରିୟଗ୍ରାଫି ବି ଆରମ୍ଭ କରନ୍ତି ବିକ୍ରମ। ଏପରିକି କିଛି ଫିଲ୍ମ ଓ ଆଲବମ୍‌ରେ ଟାଇଗରଙ୍କ ତାଳରେ ତାଳ ମିଶାଇ ନାଚିବା ଆରମ୍ଭ କରି ଦିଅନ୍ତି ବିକ୍ରମ।

ଆଉ ଏବେ କୃଷ୍ଣ ଦେଇଛନ୍ତି ସୁଦାମାଙ୍କୁ ବ୍ରେକ୍। ରିଲିଜ୍ ଅପେକ୍ଷାରେ ଥିବା ବଲିଉଡ୍ ମୁଭି ମୁନ୍ନା ମାଇକେଲ୍‌ରେ ପରଦାକୁ ଆସୁଛନ୍ତି ବିକ୍ରମ। ଓଡିଶା ରିପୋର୍ଟର ସହ କଥାବାର୍ତ୍ତା ବେଳେ ଖୁବ୍ ଭାବପ୍ରବଣ ହୋଇଯାଇଥିଲେ ବିକ୍ରମ। କହିଥିଲେ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ସବୁ ସିନ୍‌ରେ ସେ ଅଛନ୍ତି। ଏପରିକି କି ଅନେକ ସିକ୍ୟୁଏନ୍ସରେ ତାଙ୍କ ଡାଇଲଗ୍ ମଧ୍ୟ ରହିଛି। ଏବେ ଅପେକ୍ଷା ରିଲିଜ୍ ଡେଟ୍‌କୁ। କାରଣ ସେଦିନ ଓଡିଶା ସହ ସାରା ଦେଶ ଦେଖିବ ଜଣେ ଦାଦନର ବଦଳି ଯାଇଥିବା ଜୀବନକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story