ଆସୁଛି କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପରେ ବାୟୋପିକ୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡରେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ। କିଛିଦିନ ପୂର୍ବରୁ ଶିବସେନା ମୁଖ୍ୟ ବାଲା ସାହେବ ଠାକ୍‌ରେଙ୍କ ଉପରେ ଏକ ଫିଲ୍ମ ରିଲିଜ୍‌ ହୋଇଥିଲା। ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ବାୟୋପିକ୍‌ ଆସୁଛି। ତେବେ ଏହି ତାଲିକାରେ ବର୍ତ୍ତମାନ ଆଉ ଜଣେ ରାଜନେତାଙ୍କ ନାଁ ଯୋଡ଼ି ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପରେ ତିଆରି ହୋଇଥିବା ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। https://youtu.be/QL-GVsSKO5U ଫିଲ୍ମର ନାଁ ରଖାଯାଇଛି ‘ଗଡ଼କରୀ’। […]

gadkari

gadkari

Chinmayee Roy
  • Published: Saturday, 16 February 2019
  • Updated: 16 February 2019, 03:19 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡରେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ। କିଛିଦିନ ପୂର୍ବରୁ ଶିବସେନା ମୁଖ୍ୟ ବାଲା ସାହେବ ଠାକ୍‌ରେଙ୍କ ଉପରେ ଏକ ଫିଲ୍ମ ରିଲିଜ୍‌ ହୋଇଥିଲା। ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ବାୟୋପିକ୍‌ ଆସୁଛି। ତେବେ ଏହି ତାଲିକାରେ ବର୍ତ୍ତମାନ ଆଉ ଜଣେ ରାଜନେତାଙ୍କ ନାଁ ଯୋଡ଼ି ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପରେ ତିଆରି ହୋଇଥିବା ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି।

https://youtu.be/QL-GVsSKO5U

ଫିଲ୍ମର ନାଁ ରଖାଯାଇଛି ‘ଗଡ଼କରୀ’। ଯାହାର ନିର୍ଦ୍ଦେଶନା ଦେଇଛନ୍ତି, ଅନୁରାଗ ଭୁସାରୀ । ଅନୁରାଗ କହିଛନ୍ତି ଯେ, ଏହି ଫିଲ୍ମ କୌଣସି ପ୍ରଚାର ଉଦ୍ଦେଶ୍ୟରେ ପ୍ରସ୍ତୁତ କରଯାଇନାହିଁ। ସେ ଆହୁରି କହିଛନ୍ତି ଯେ, ଫିଲ୍ମରେ ନୀତିନ କେତେ ଭଲ ମଣିଷ, ତାହା ଦେଖାଯିବ ନାହିଁ। ଏଥିରେ କେବଳ ତାଙ୍କ ସଂଘର୍ଷ କାହାଣୀ ଦେଖିବାକୁ ମିଳିବ।

ଗଡକରୀଙ୍କ ପିଲାବେଳଠୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ କଥା ଏହି ଫିଲ୍ମରେ ଆପଣ ଦେଖିପାରିବେ।  ଛାତ୍ରନେତାରୁ କେନ୍ଦ୍ରମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ପ୍ରାଞ୍ଜଳ ଭାବେ ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଛି। ଅଭିନେତା ରାହୁଲ ଚୋପ୍ରା, ନୀତିନ୍‌ ଗଡ଼କରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଯାହା ମାର୍ଚ୍ଚ ୫ ପୂର୍ବରୁ ୟୁଟ୍ୟୁବରେ ରିଲିଜ୍‌ ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story