ମୁମ୍ବାଇ: ବଲିଉଡ୍ କଳାକାରମାନେ ନିଜ ଲୁକ୍ ଓ ହେୟାର ଷ୍ଟାଇଲ୍ ସହିତ ବାରମ୍ବାର ଏକ୍ସପେରିମେଣ୍ଟ୍ କରନ୍ତି। ବ୍ଲାକ୍ ବ୍ୟୁଟି ନାଁରେ ପରିଚିତ ବିପାଶା ବସୁ ବି ନିଜକୁ ଏକ ନୂଆ ଲୁକ୍ ଦେଇଛନ୍ତି। ବିପାଶା ସୋମବାର ଇନ୍ଷ୍ଟାଗ୍ରାମ୍ରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ନୂଆ ଲୁକ୍ରେ ନଜର ଆସୁଛନ୍ତି।
ଫଟୋ ଦେଖି ଜାଣି ପାରିଲେ ବିପାଶାଙ୍କ ଲୁକ୍ରେ କ’ଣ ଚେଞ୍ଜ୍ ହୋଇଛି? ଆରେ, ସେ ତାଙ୍କ ମୁଣ୍ଡ କେଶକୁ ସୁନେଲି କରି ଦେଇଛନ୍ତି। ହୋଇପାରେ ବିପାଶା ତାଙ୍କର କୌଣସି ଆଗାମୀ ଫିଲ୍ମ ପାଇଁ ଚୁଟିର ରଙ୍ଗ ପରିବର୍ତ୍ତନ କରି ଥିବେ।
ଅବଶ୍ୟ ଏହା ପୂର୍ବରୁ ବି ସେ ନିଜ କେଶକୁ ସୁନେଲି ରଙ୍ଗ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।