କଳାହରିଣ ଶିକାର ମାମଲା: ପୁଣି ସମସ୍ୟାରେ ସଲମାନ

ମୁମ୍ବାଇ: କଳାହରିଣ ଶିକାର ମାମଲାରେ ସଲମାନ ଖାନ୍‌ଙ୍କ ପାଇଁ ପୁଣି ଥରେ ସମସ୍ୟା ମୁଣ୍ଡ ଟେକିଛି। ଯୋଧପୁର ହାଇକୋର୍ଟ ଏହି ମାମଲାରେ ସଲମାନଙ୍କୁ ଦୋଷମୁକ୍ତ କରିଥିବା ବେଳେ ରାଜସ୍ଥାନ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏ ମାମଲାରେ ତାଙ୍କ ପ୍ରତିକ୍ରିୟା ରଖିବାକୁ କୋର୍ଟ ସଲମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଖୁବଶୀଘ୍ର ଏହି ମାମଲାର ଶୁଣାଣି ଆରମ୍ଭ ହେବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୨୫ […]

salman-khan

salman-khan

Rakesh Mallick
  • Published: Friday, 11 November 2016
  • Updated: 11 November 2016, 04:47 PM IST

Sports

Latest News

ମୁମ୍ବାଇ: କଳାହରିଣ ଶିକାର ମାମଲାରେ ସଲମାନ ଖାନ୍‌ଙ୍କ ପାଇଁ ପୁଣି ଥରେ ସମସ୍ୟା ମୁଣ୍ଡ ଟେକିଛି। ଯୋଧପୁର ହାଇକୋର୍ଟ ଏହି ମାମଲାରେ ସଲମାନଙ୍କୁ ଦୋଷମୁକ୍ତ କରିଥିବା ବେଳେ ରାଜସ୍ଥାନ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏ ମାମଲାରେ ତାଙ୍କ ପ୍ରତିକ୍ରିୟା ରଖିବାକୁ କୋର୍ଟ ସଲମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଖୁବଶୀଘ୍ର ଏହି ମାମଲାର ଶୁଣାଣି ଆରମ୍ଭ ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୨୫ ତାରିଖରେ ରାଜସ୍ଥାନ ହାଇକୋର୍ଟ ସଲମାନଙ୍କୁ କଳା ହରିଣ ଶିକାର ମାମଲାରେ ଦୋଷମୁକ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story