କାଜୋଲଙ୍କ ଫିଲ୍ମର ଟ୍ରେଲରରେ ଭୁଲ୍‌, ଅଜୟ କ୍ଷମା ମାଗିଲେ

ମୁମ୍ବାଇ: ଅଭିନେତ୍ରୀ କାଜୋଲଙ୍କ ଅପ୍‌କମିଂ ଫିଲ୍ମ ‘ହେଲିକପ୍ଟର ଈଲା’ର ଟ୍ରେଲର ଗତକାଲି ରିଲିଜ୍‌ ହୋଇଛି। ତେବେ ଏଥିରେ ଅଜାଣତରେ ଏକ ଭୁଲ୍‌ ହୋଇଯାଇଛି। ସେଥିପାଇଁ ଫିଲ୍ମର ପ୍ରଯୋଜକ ଅଜୟ ଦେବ୍‌ଗନ୍‌ ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି। ଫିଲ୍ମର ଟ୍ରେଲରରେ ଗୀତିକାର ସ୍ୱାନନ୍ଦ କିରକିରେଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ଅଜୟ ଏଥିପାଇଁ ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି। ସେ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଲେଖିଛନ୍ତି,“ଭୁଲ୍‌ରେ ‘ହେଲିକପ୍ଟର ଈଲା’ର ଟ୍ରେଲରରେ ଲିରିସିଷ୍ଟ୍‌ ସ୍ୱାନନ୍ଦ କିରକିରେଙ୍କ ନାମ ଉଲ୍ଲେଖ କରାଯାଇନାହିଁ। […]

ajay

ajay

Ordigital Desk
  • Published: Monday, 06 August 2018
  • Updated: 06 August 2018, 10:08 AM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ କାଜୋଲଙ୍କ ଅପ୍‌କମିଂ ଫିଲ୍ମ ‘ହେଲିକପ୍ଟର ଈଲା’ର ଟ୍ରେଲର ଗତକାଲି ରିଲିଜ୍‌ ହୋଇଛି। ତେବେ ଏଥିରେ ଅଜାଣତରେ ଏକ ଭୁଲ୍‌ ହୋଇଯାଇଛି। ସେଥିପାଇଁ ଫିଲ୍ମର ପ୍ରଯୋଜକ ଅଜୟ ଦେବ୍‌ଗନ୍‌ ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି।

ଫିଲ୍ମର ଟ୍ରେଲରରେ ଗୀତିକାର ସ୍ୱାନନ୍ଦ କିରକିରେଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ଅଜୟ ଏଥିପାଇଁ ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି। ସେ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଲେଖିଛନ୍ତି,“ଭୁଲ୍‌ରେ ‘ହେଲିକପ୍ଟର ଈଲା’ର ଟ୍ରେଲରରେ ଲିରିସିଷ୍ଟ୍‌ ସ୍ୱାନନ୍ଦ କିରକିରେଙ୍କ ନାମ ଉଲ୍ଲେଖ କରାଯାଇନାହିଁ। ସେଥିପାଇଁ ମୁଁ କ୍ଷମା ମାଗୁଛି। ଆମେ ଏହାକୁ ଠିକ୍‌ କରି ଦେବୁ।”

eela

ଫିଲ୍ମ ଟ୍ରେଲର ୟୁଟ୍ୟବ୍‌ରେ ଅପ୍‌ଲୋଡ୍‌ ହୋଇଛି। ଏହାକୁ ଗତକାଲି ଲକ୍ଷେରୁ ଅଧିକ ଥର ଲୋକ ଦେଖିଥିଲେ। ତେବେ ଅଜୟ ଏହାକୁ ହଟାଇ ଦେବା ପରେ ଏକ ନୂଆ ଟ୍ରେଲର ରିଲିଜ୍‌ କରିବେ ନା ପୁରୁଣା ଟ୍ରେଲର୍‌କୁ ରଖିବା ସହିତ ଆଉ ଏକ ଟ୍ରେଲର୍ ରିଲିଜ୍ କରିବେ ତାହା ଜଣାପଡ଼ି ନାହିଁ।

ଏହି ଫିଲ୍ମର କାହାଣୀ ଜଣେ ‘ସିଙ୍ଗଲ୍‌ ମଦର’ଙ୍କ ଜୀବନୀ ଉପରେ ଆଧାରିତ।  ଫିଲ୍ମର ଟ୍ରେଲରରେ କାଜୋଲ ନିଜ ପୁଅ ସହ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ଫିଲ୍ମରେ କାଜୋଲ ଜଣେ ସିଙ୍ଗର୍ ହୋଇଛନ୍ତି। ସେ ନିଜ ପୁଅ ପାଇଁ ନିଜ ସ୍ୱପ୍ନକୁ ଛାଡ଼ି ଦେଇଛନ୍ତି। କିନ୍ତୁ ପୁଅ ବଡ଼ ହେଇଗଲା ପରେ ତାଙ୍କୁ ଛାଡ଼ି ପଳାଉଛି। ଏହାକୁ ନେଇ କାହାଣୀଟି ଗତିଶୀଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story