‘ଗୁଲାବୋ ସିତାବୋ’ର ଶୁଟିଂ ସମୟରେ ବଲିଉଡର ମହାନାୟକଙ୍କ ପୂରା ଦିନର ଡାଏଟ କ’ଣ ରହିଛି ଜାଣିଛନ୍ତି?

ମୁମ୍ୱାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜ ଅପକମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅମିତାଭଙ୍କ ସମେତ ଆୟୂଷ୍ମାନ ଖୁରାନା ମଧ୍ୟ ଦେଖିବାକୁ ମିଳିବେ। ସୁଜିତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ଶୁଟିଂ ଏବେ ଲକ୍ଷ୍ନୌରେ ଚାଲିଛି। ଏଥିଲାଗି ଅମିତାଭ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହୁଛନ୍ତି । ଏହି ହୋଟେଲର ଷ୍ଟାଫମାନେ ମଧ୍ୟ ବିଗ ବିଙ୍କ ଚର୍ଚ୍ଚାରେ କୌଣସି ପ୍ରକାର ଊଣା ହେବାକୁ ଦେଉ ନାହାନ୍ତି। […]

AMITAV-1

AMITAV-1

Niharika Rout
  • Published: Wednesday, 26 June 2019
  • Updated: 26 June 2019, 09:40 AM IST

Sports

Latest News

ମୁମ୍ୱାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜ ଅପକମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅମିତାଭଙ୍କ ସମେତ ଆୟୂଷ୍ମାନ ଖୁରାନା ମଧ୍ୟ ଦେଖିବାକୁ ମିଳିବେ। ସୁଜିତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ଶୁଟିଂ ଏବେ ଲକ୍ଷ୍ନୌରେ ଚାଲିଛି।

ଏଥିଲାଗି ଅମିତାଭ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହୁଛନ୍ତି । ଏହି ହୋଟେଲର ଷ୍ଟାଫମାନେ ମଧ୍ୟ ବିଗ ବିଙ୍କ ଚର୍ଚ୍ଚାରେ କୌଣସି ପ୍ରକାର ଊଣା ହେବାକୁ ଦେଉ ନାହାନ୍ତି। ଏହାସତ୍ତ୍ୱେ ସେମାନଙ୍କ ମନ ଦୁଃଖ। ଏହାର କାରଣ କ’ଣ ଜାଣିଛନ୍ତି।

ଉକ୍ତ ପଞ୍ଚତାରକା ହୋଟେଲର ଆସିଷ୍ଟାଣ୍ଟ ସେଫ୍‌ଙ୍କ କହିବାନୁଯାୟୀ, ଅମିତାଭଙ୍କ ଲକ୍ଷ୍ନୌ ରହଣୀ ସମୟରେ ଆମେ ତାଙ୍କୁ ଏଠାକାର ପ୍ରସିଦ୍ଧ କବାବ ଓ ମଟନର ସୁସ୍ୱାଦୁ ବ୍ୟଞ୍ଜନ ପରଷିବୁ ବୋଲି ପୂର୍ବରୁ ଯୋଜନା କରିଥିଲୁ । ମାତ୍ର ସେ କେବଳ ଶାକାହାରୀ ଭୋଜନ ପସନ୍ଦ କରୁଛନ୍ତି। ଫଳରେ ଆମକୁ ନିରାଶ ହେବାକୁ ପଡିଛି।

ବ୍ରେକଫାଷ୍ଟରେ ବିଗ୍‌ ବି ଏକ ଗ୍ଲାସ କ୍ଷୀର, ଲଙ୍କା ପଡି ନ ଥିବା ଅଣ୍ଡା ଭୁଜିଆ ଖାଇବାକୁ ପସନ୍ଦ କରୁଛନ୍ତି। ଲଞ୍ଚରେ  କେବଳ ୨, ୩ ପଟ ରୁଟି, ଡାଲି ଓ ସବୁଜ ପରିବାର ତରକାରି ଖାଇବାକୁ ପସନ୍ଦ କରୁଛନ୍ତି। ସେ ପ୍ରାୟ ସମୟରେ ଭାତ ଖାଇବାକୁ ଆଭଏଡ କରିଥାନ୍ତି।

ହୋଟେଲ ସେଫଙ୍କ କହିବା ମୁତାବକ, ଥରେ ମାତ୍ର ଅମିତାଭ ପନିର ଭୁଜିଆ ଖାଇବାକୁ ଅର୍ଡର କରିଥିଲେ। ଏହାବ୍ୟତୀତ କେବେ ସେ କିଛି ଖାଇବାକୁ ଡିମାଣ୍ଡ କରି ନାହାନ୍ତି। ଶୁଟିଂରୁ ଫେରିବାରେ ବିଳମ୍ବ ହେଲେ ସେ ଡିନର ଖାଇବା ପରିବର୍ତ୍ତେ କେବଳ ସୁପ ପିଇବାକୁ ପସନ୍ଦ କରନ୍ତି।

ଫିଲ୍ମ କ୍ରୁ ମେମ୍ବରଙ୍କ କହିବାନୁଯାୟୀ, ପରଦାର ଏହି ସୁପରଷ୍ଟାର ବାସ୍ତବରେ କିନ୍ତୁ ଜଣେ ସାଧାସିଧା ମଣିଷ। କେବେ ବି ସେ ସେଟ୍‌ରେ କିଛି ବିଶେଷ ଖାଦ୍ୟର ଅର୍ଡର କିମ୍ୱା ଡିମାଣ୍ଡ କରି ନ ଥାନ୍ତି। ସେଟ୍‌ର ଅନ୍ୟମାନଙ୍କ ପାଇଁ ହେଉଥିବା ଖାଦ୍ୟକୁ ସେ ମଧ୍ୟ ଖୁବ୍‌ ଖୁସିର ସହ ଖାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story