ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ, ହେଲେ ପାଲଟିଗଲେ ଅଭିନେତା

ମୁମ୍ୱାଇ:   ଇଲେକଟ୍ରୋନିକ୍ସ ଇଞ୍ଜିନିୟରିଂରେ ପାଠ ପଢା ସାରି ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ। ହେଲେ  ଭାଗ୍ୟ ଏପରି ଖେଳ ଖେଳିଲା ଯେ, ସେ ପାଲଟିଗଲେ ସାଉଥ ସୁପରଷ୍ଟାର। ଆଜି ଆମେ କହୁଛୁ ସାଉଥ ସୁପରଷ୍ଟାର ମାଧବନ ବାଲାଜୀ ରଙ୍ଗନାଥନଙ୍କ ବିଷୟରେ। ଫ୍ୟାନ୍ସଙ୍କ ମଧ୍ୟରେ ସେ ମାଧବନ ନାମରେ ପରିଚିତ। ୧୯୭୦ ମସିହା ଜୁନ ୧ରେ  ବିହାରର ଜାମସେଦପୁରର ଏକ ତାମିଲ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ଆଜି ଜନ୍ମ ଦିନରେ ଏହି ସୁପରଷ୍ଟାରଙ୍କୁ ଅଶେଷ ଶୁଭେଚ୍ଛା। […]

madhavan-4-1

madhavan-4-1

Niharika Rout
  • Published: Saturday, 01 June 2019
  • Updated: 01 June 2019, 02:26 PM IST

Sports

Latest News

ମୁମ୍ୱାଇ:   ଇଲେକଟ୍ରୋନିକ୍ସ ଇଞ୍ଜିନିୟରିଂରେ ପାଠ ପଢା ସାରି ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ। ହେଲେ  ଭାଗ୍ୟ ଏପରି ଖେଳ ଖେଳିଲା ଯେ, ସେ ପାଲଟିଗଲେ ସାଉଥ ସୁପରଷ୍ଟାର। ଆଜି ଆମେ କହୁଛୁ ସାଉଥ ସୁପରଷ୍ଟାର ମାଧବନ ବାଲାଜୀ ରଙ୍ଗନାଥନଙ୍କ ବିଷୟରେ। ଫ୍ୟାନ୍ସଙ୍କ ମଧ୍ୟରେ ସେ ମାଧବନ ନାମରେ ପରିଚିତ। ୧୯୭୦ ମସିହା ଜୁନ ୧ରେ  ବିହାରର ଜାମସେଦପୁରର ଏକ ତାମିଲ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ଆଜି ଜନ୍ମ ଦିନରେ ଏହି ସୁପରଷ୍ଟାରଙ୍କୁ ଅଶେଷ ଶୁଭେଚ୍ଛା।

ନିଜ ସ୍କୁଲିଂ ଓ କଲେଜ ଜୀବନରେ ମାଧବନ ପାଠପଢାରେ ବହୁ ଆଗରେ ଥିଲେ। ଦେଶ ସେବା କରିବାର ପ୍ରବଳ ଇଚ୍ଛା ଥିବା ସତ୍ତ୍ୱେ ପରିବାର ଲୋକେ ତାଙ୍କୁ ସେନାରେ ଭର୍ତ୍ତି ହେବାକୁ ଅନୁମତି ଦେଲେ ନାହିଁ। ମାଧବନ ଜଣେ ଭଲ ଏନସିସି କ୍ୟାଡେଟ ମଧ୍ୟ ଥିଲେ। ତାଙ୍କୁ ମହାରାଷ୍ଟର ବେଷ୍ଟ କ୍ୟାଡେଟ ଉପାଧୀ ମିଳିଥିବା ବେଳେ ସେ ଇଲଂଣ୍ଡ ଯିବାର ସୁଯୋଗ ବି ପାଇପାରିଥିଲେ।

ପ୍ରଥମେ  ମାଧବନ ପବ୍ଲିକ୍‌ ସ୍ପିକିଙ୍ଗ ଓ ପର୍ସନାଲଟି ଡେଭଲପମେଣ୍ଟ ସ୍କିଲ୍‌ର ପାଠ ପଢାଉଥିଲେ। ଏହି ସମୟରେ ନିଜର ଜଣେ ଛାତ୍ରୀଙ୍କୁ ସେ ଭଲ ପାଇ ବସିଲେ। ୮ ବର୍ଷ ଡେଟ କରିବା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେଲେ। ମାତ୍ର ୨୯ ବର୍ଷରେ ଫିଲ୍ମି ଲାଇନରେ ପଶିବା ପୂର୍ବରୁ ହିଁ ସେ ବିବାହ କରି ସାରିଥିଲେ।

ପ୍ରଫେସନାଲ ପବ୍ଲିକ ସ୍ପିକର ହୋଇଥିବାରୁ ୧୯୯୨ ମସିହାରେ ସେ ଟୋକିଓରେ ଅନୁଷ୍ଠିତ ୟଙ୍ଗ ବିଜନେନ୍ସମ୍ୟାନ କନଫରେନ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିଲେ। ଏହାବ୍ୟତୀତ ସେ ଜଣେ ଭଲ ଗଲ୍ଫ ଖେଳାଳି ମଧ୍ୟ। ଏବେ ସେ ଇସ୍ରୋର ବୈଜ୍ଞାନିକ ନବିଂ ନାରାୟଣନଙ୍କ ବାୟୋପିକ୍‌ରେ ଜଣେ ବୈଜ୍ଞାନିକ ଭୂମିକାରେ କାମ କରୁଛନ୍ତି।

ମାଧବନ ପାଠପଢାରେ ବହୁତ ଆଗରେ ଥିଲେ।  ଆକ୍ଟିଂ ଛଡା ସେ ରାଇଟର, ଡାଇରେକ୍ଟର ଓ ହୋଷ୍ଟ ଭାବେ ମଧ୍ୟ କାମ କରି ସାରିଛନ୍ତି।  ତାଙ୍କ ସଫଳତା ଯାତ୍ରା ୧୯୯୬ ମସିହାରୁ ଆରମ୍ଭ ହୋଇଥିଲା। ନିଜର ଆକର୍ଷଣୀୟ ଲୁକ୍‌ ଯୋଗୁ ତାଙ୍କୁ ବିଜ୍ଞାପନ ମିଳିବାକୁ ଲାଗିଲା। ଏହାପରେ ତାଙ୍କୁ ମଣିରତ୍ନମଙ୍କ ଫିଲ୍ମ ‘ଇରୁବର’, କନ୍ନଡ ଫଇଲ୍ମ ‘ଶାନ୍ତି ଶାନ୍ତି ଶାନ୍ତି’ ରେ କାମ କରିବାର ସୁଯୋଗ ପାଇଥିଲେ । ବଲିଉଡ଼ ଫିଲ୍ମ ‘ରେହେନା ହେ ତେରେ ଦିଲ୍‌ ମେଁ ’ରେ ସେ ଦିୟା ମିର୍ଜାଙ୍କ ବିପକ୍ଷରେ ଲିଡ୍‌ ରୋଲ ତୁଲାଇଥିଲେ। ଏହା ପରଠୁ ସେ  ଆଉ ପଛକୁ ଫେରି ଚାହିଁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story