ଝିଅଙ୍କ ପାଇଁ ନବମ ଶ୍ରେଣୀରେ ଫେଲ୍ ହୋଇଥିଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଜବରିୟା ଯୋଡ଼ି’ ପାଇଁ ବ୍ୟସ୍ତ ଅଛନ୍ତି। ସେ ଫିଲ୍ମର ପ୍ରମୋସନ୍‌ରେ ଟିକେ ବି ଅବହେଳା କରୁ ନାହାନ୍ତି। ନିକଟରେ ସେ ତାଙ୍କ ଫିଲ୍ମର ପ୍ରମୋସନ୍ ପାଇଁ ‘ଦ କପିଲ ଶର୍ମା ଶୋ’କୁ ଆସିଥିଲେ। ତାଙ୍କ ସହିତ ଫିଲ୍ମର ହିରୋଇନ୍ ପରିଣୀତି ଚୋପ୍ରା ବି ଆସିଥିଲେ। ଏହି ଶୋ’ରେ ସିଦ୍ଧାର୍ଥଙ୍କ ଏକ ଗୁମର ଖୋଲିଥିଲେ କପିଲ୍ ଶର୍ମା। ସେ କହିଥିଲେ ଯେ, ଝିଅମାନଙ୍କ ଯୋଗୁ ସିଦ୍ଧାର୍ଥ […]

sidharth1

sidharth1

Jitendra Garnayak
  • Published: Thursday, 18 July 2019
  • Updated: 18 July 2019, 01:34 PM IST

ମୁମ୍ବାଇ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଜବରିୟା ଯୋଡ଼ି’ ପାଇଁ ବ୍ୟସ୍ତ ଅଛନ୍ତି। ସେ ଫିଲ୍ମର ପ୍ରମୋସନ୍‌ରେ ଟିକେ ବି ଅବହେଳା କରୁ ନାହାନ୍ତି। ନିକଟରେ ସେ ତାଙ୍କ ଫିଲ୍ମର ପ୍ରମୋସନ୍ ପାଇଁ ‘ଦ କପିଲ ଶର୍ମା ଶୋ’କୁ ଆସିଥିଲେ। ତାଙ୍କ ସହିତ ଫିଲ୍ମର ହିରୋଇନ୍ ପରିଣୀତି ଚୋପ୍ରା ବି ଆସିଥିଲେ। ଏହି ଶୋ’ରେ ସିଦ୍ଧାର୍ଥଙ୍କ ଏକ ଗୁମର ଖୋଲିଥିଲେ କପିଲ୍ ଶର୍ମା। ସେ କହିଥିଲେ ଯେ, ଝିଅମାନଙ୍କ ଯୋଗୁ ସିଦ୍ଧାର୍ଥ ନବମ ଶ୍ରେଣୀରେ ଫେଲ୍ ହୋଇଯାଇଥିଲେ। ସିଦ୍ଧାର୍ଥ ବି ଏ କଥାକୁ ଏଡ଼ାଇ ନ ଯାଇ ନଥିଲେ ଓ ହଁ ଭରିଥିଲେ।

ଏ ଘଟଣାକୁ ସ୍ୱୀକାର କରି ସିଦ୍ଧାର୍ଥ କହିଥିଲେ,“ମୁଁ ପ୍ରଥମେ ଯେଉଁ ସ୍କୁଲ୍‌ରେ ପଢୁଥିଲି, ସେଠାରେ କେବଳ ପୁଅମାନେ ପଢ଼ୁଥିଲେ। ତେବେ ହାଇସ୍କୁଲ୍ ବେଳେ ମୁଁ ଅନ୍ୟ ଏକ ସ୍କୁଲ୍‌ରେ ନାଁ ଲେଖାଇଥିଲି। ସେଠାରେ ଉଭୟ ପୁଅ ଓ ଝିଅ ପଢ଼ୁଥିଲେ। ପ୍ରଥମେ ପ୍ରଥମେ ଝିଅମାନଙ୍କୁ ଦେଖି ମୁଁ ଟିକେ ଲକ୍ଷ୍ୟଚ୍ୟୁତ ହୋଇଯାଇଥିଲି। ମୋ ମନ ପଢ଼ାପଢ଼ିରେ ଲାଗି ନଥିଲା। କିନ୍ତୁ ପରେ ସବୁ ଠିକ୍ ହୋଇଯାଇଥିଲା। ଦଶମ ଓ ଏକାଦଶ ଶ୍ରେଣୀରେ ମୁଁ ଭଲ ନମ୍ବର ରଖି ପାସ୍ କରିଥିଲି।”

jabariyajodiସୂଚନାଯୋଗ୍ୟ, ବର ଅପହରଣ ଉପରେ ‘ଜବରିୟା ଯୋଡ଼ି’ ଫିଲ୍ମଟି ଆଧାରିତ। ବିହାରରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ। ଯୌତୁକ ଦେବାରୁ ମୁକ୍ତି ପାଇବା ପାଇଁ ଲୋକେ ବନ୍ଧୁକ ମୁନରେ କିପରି ବରକୁ ଅପହରଣ କରି ନିଅନ୍ତି, ସେ କଥା ଏହି ଫିଲ୍ମରେ ଦେଖାଯାଇଛି। ଏହା ଏକ ଆକ୍ସନ ରୋମାଣ୍ଡିକ୍ କମେଡି ଫିଲ୍ମ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story