ସ୍ୱାମୀଙ୍କଠାରୁ ଅଲଗା ହେବେ ଦିଆ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜାଙ୍କ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ସେ ତାଙ୍କ ସ୍ୱାମୀ ସାହିଲ ସାଙ୍ଗାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ଦିଆଙ୍କ ଏକପାଖିଆ ନିଷ୍ପତ୍ତି ନୁହେଁ। ଉଭୟେ ସହମତି ଭିତ୍ତିରେ ଏହି ନିଷ୍ପତ୍ତି ନେଇଛନ୍ତି। ଆଉ ଦିଆ ଏନେଇ ଆଜି ସୋଶାଲ୍ ମିଡିଆରେ ଏକ ଲେଖା ମଧ୍ୟ ପୋଷ୍ଟ୍ କରିଛନ୍ତି। ଏହାକୁ ସେ ଓ ତାଙ୍କ ସ୍ୱାମୀ ଲେଖିଛନ୍ତି। ଲେଖା ଶେଷରେ ଉଭୟଙ୍କ ନାଁ ବି ରହିଛି। ଦିଆ […]

dia

dia

Jitendra Garnayak
  • Published: Thursday, 01 August 2019
  • Updated: 01 August 2019, 01:56 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜାଙ୍କ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ସେ ତାଙ୍କ ସ୍ୱାମୀ ସାହିଲ ସାଙ୍ଗାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ଦିଆଙ୍କ ଏକପାଖିଆ ନିଷ୍ପତ୍ତି ନୁହେଁ। ଉଭୟେ ସହମତି ଭିତ୍ତିରେ ଏହି ନିଷ୍ପତ୍ତି ନେଇଛନ୍ତି। ଆଉ ଦିଆ ଏନେଇ ଆଜି ସୋଶାଲ୍ ମିଡିଆରେ ଏକ ଲେଖା ମଧ୍ୟ ପୋଷ୍ଟ୍ କରିଛନ୍ତି। ଏହାକୁ ସେ ଓ ତାଙ୍କ ସ୍ୱାମୀ ଲେଖିଛନ୍ତି। ଲେଖା ଶେଷରେ ଉଭୟଙ୍କ ନାଁ ବି ରହିଛି।

ଦିଆ ଓ ସାହିଲ ଏଥିରେ ଲେଖିଛନ୍ତି, ୧୧ ବର୍ଷ ଏକାଠି ରହିବା ପରେ ଆମେ ପରସ୍ପରର ସହମତି ଭିତ୍ତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଭଲ ବନ୍ଧୁ ହୋଇ ରହିବୁ। ଆମ ମଧ୍ୟରେ ଭଲ ପାଇବା ଜାରି ରହିବ। ଏହା ସହ ଆମେ ପରସ୍ପରକୁ ସମ୍ମାନ ଦେବୁ। ଆମର ଯାତ୍ରା ଆମକୁ ଭିନ୍ନ ଭିନ୍ନ ବାଟରେ ନେଇଯାଇପାରେ। ତେବେ ଆମେ ଦୁହେଁ ପରସ୍ପର ସହ ଯେଉଁ ସମୟ ବିତାଇଛୁ, ସେଥିପାଇଁ ଆମେ ପରସ୍ପର ପ୍ରତି କୃତଜ୍ଞ।

ଏହା ସହିତ ସେମାନେ ଲେଖିଛନ୍ତି,“ଏହା ପରେ ଏହି ପ୍ରସଙ୍ଗରେ ଆମେ କୌଣସି ପ୍ରତିକ୍ରିୟା ଦେବୁ ନାହିଁ।”

ତେବେ ସେମାନେ କାହିଁକି ଅଲଗା ହେବାକୁ ନିଷ୍ପତ୍ତି ନେଲେ, ସେ ନେଇ କିଛି ସୂଚନା ଦେଇ ନାହାନ୍ତି।

୫ ବର୍ଷ ତଳେ ଅକ୍ଟୋବର ୧୮ ତାରିଖରେ ଦିଆ ଓ ସାହିଲ ବାହା ହୋଇଥିଲେ। ଦିଲ୍ଲୀରେ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବାହାଘର ହୋଇଥିଲା। ତେବେ ସେମାନଙ୍କ ସଂପର୍କ ଆହୁରି ପୁରୁଣା ଥିଲା। ସେମାନେ ବାହାଘରର ୬ ବର୍ଷ ପୂର୍ବରୁ ପରସ୍ପରକୁ ଜାଣିଥିଲେ ଓ ସଂପର୍କରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story