ଟାଇଗରଙ୍କ ସହ ଫିଲ୍ମ କରିବା ନେଇ ଏମିତି କହିଲେ କ୍ରିତି

ମୁମ୍ବାଇ:  ନିକଟରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ବାଗି-2’ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଟାଇଗରଙ୍କ ସହ ତାଙ୍କ ଲଭ ଲେଡ଼ି ଦିସା ପଟାନିଙ୍କ ସିଜଲିଂ କେମେଷ୍ଟ୍ରିକୁ ଦେଖିବାକୁ ମିଳିଥିଲା। ‘ବାଗି-2’ , ୨୦୧୬ରେ ରିଲିଜ ହୋଇଥିବା ବାଗୀର ସିକ୍ୱେଲ ତଥା ତେଲଗୁ ଫିଲ୍ମ ‘କିସ୍‌ନମ୍‌’ର ରିମେକ ବୋଲି କୁହାଯାଉଛି। ଏହି ଫିଲ୍ମରେ ଭରପୁର ଆକ୍ସନ୍‌ ସହ ରୋମାଞ୍ଚ ରହିଛି। ଏଥିରେ ଖାସ୍‌ କରି ଟାଇଗରଙ୍କ ଅଭିନୟ ଓ ନୂଆ ଲୁକ୍‌କୁ ଦର୍ଶକେ ବେଶ୍‌ ପ୍ରଶଂସା […]

Kriti-Sanon-1

Kriti-Sanon-1

Rakesh Mallick
  • Published: Sunday, 01 April 2018
  • Updated: 01 April 2018, 09:04 AM IST

Sports

Latest News

ମୁମ୍ବାଇ:  ନିକଟରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ବାଗି-2’ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଟାଇଗରଙ୍କ ସହ ତାଙ୍କ ଲଭ ଲେଡ଼ି ଦିସା ପଟାନିଙ୍କ ସିଜଲିଂ କେମେଷ୍ଟ୍ରିକୁ ଦେଖିବାକୁ ମିଳିଥିଲା। ‘ବାଗି-2’ , ୨୦୧୬ରେ ରିଲିଜ ହୋଇଥିବା ବାଗୀର ସିକ୍ୱେଲ ତଥା ତେଲଗୁ ଫିଲ୍ମ ‘କିସ୍‌ନମ୍‌’ର ରିମେକ ବୋଲି କୁହାଯାଉଛି। ଏହି ଫିଲ୍ମରେ ଭରପୁର ଆକ୍ସନ୍‌ ସହ ରୋମାଞ୍ଚ ରହିଛି। ଏଥିରେ ଖାସ୍‌ କରି ଟାଇଗରଙ୍କ ଅଭିନୟ ଓ ନୂଆ ଲୁକ୍‌କୁ ଦର୍ଶକେ ବେଶ୍‌ ପ୍ରଶଂସା କରିଛନ୍ତି। ‘ବାଗି-2’ ଏବେ ବକ୍ସ ଅଫିସ୍‌ରେ ଖୁବ୍‌ ଧମାଲ ମଚାଉଛି।

ନିଜର ଭିନ୍ନ ବିଶେଷତ୍ୱ ଯୋଗୁଁ ଖୁବ୍‌ ଅଳ୍ପ ଦିନ ମଧ୍ୟ ଟାଇଗରଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ଖୁବ୍‌ ବଢ଼ିଯାଇଛି। ତାଙ୍କର ଭିନ୍ନ ଲୁକ୍‌, ଷ୍ଟାଇଲ୍‌ ,ଡ୍ୟାନ୍ସ ଓ ଷ୍ଟଣ୍ଟର ଏକ ଭିନ୍ନ ଚାର୍ମ ରହିଛି। ସେଥିପାଇଁ ତାଙ୍କ ସହ ଅଭିନୟ କରିବାକୁ ପାଇଁ ଅନେକ ମନ ବଳାଉଛନ୍ତି। ସେମାନଙ୍କ ମଧ୍ୟରୁ ଆମେ ଆଜି କହିବାକୁ ଯାଉଛୁ ଟାଇଗରଙ୍କ ଡେବ୍ୟୁ ଫିଲ୍ମରେ ତାଙ୍କ ସହ ଅଭନୟ କରିଥିବା ଅଭିନେତ୍ରୀ କ୍ରିତି ସେନୋନ୍‌ଙ୍କ ବିଷୟରେ। ଜାଣିଛନ୍ତି କ୍ରିତି କୁଆଡ଼େ ଟାଇଗରଙ୍କ ସହ ପୁଣି ଥରେ ଫିଲ୍ମ କରିବାକୁ ନିଜର ଇଛା ଜାହିର୍‌ କରିଛନ୍ତି।

୨୦୧୪ରେ କୃତି ଓ ଟାଇଗର ଫିଲ୍ମ ‘ହିରୋପନ୍ଥୀ’ରେ ଏକାଠି ନଜର ଆସିଥିଲେ। ‘ବାଗୀ -3’  ରେ ଅଭିନୟ କରିବା ସଂପର୍କରେ ପଚରାଯିବାରୁ  କ୍ରିତି କହିଥିଲେ, ‘ମୁଁ ସେହି ମଣିଷ ଯିଏ କି ନିଶ୍ଚିତ ରୂପର ଟାଇଗରଙ୍କ ସହ ପୁଣିଥରେ ଫିଲ୍ମ କରିବାକୁ ଚାହିଁବି। ତାଙ୍କ ସହ ଫିଲ୍ମ କରିବାର ବହୁତ ସମୟ ହୋଇଗଲାଣି। ‘ହିରୋପନ୍ଥୀ-2’ ମଧ୍ୟ ଆଉଥରେ ବନେଇବା ଦରକାର।’

ଗୁରୁବାର ‘ବାଗୀ-2’ର ବିଶେଷ ସ୍କ୍ରିନିଂ ସମୟରେ ଟାଇଗରଙ୍କ ଖୁବ୍‌ ପ୍ରଶଂସା କରିଥିଲେ କ୍ରିତି। ସେ କହିଥିଲେ, ‘ଆମେ ଦୁହେଁ ଏକାଠି ବଲିଉଡ୍‌ରେ ପାଦ ରଖିଥିଲୁ। ସେଥିପାଇଁ ଟାଇଗରଙ୍କ ସଫଳତାରେ ମୁଁ ଖୁବ୍‌ ଖୁସି।  ମୁଁ ଟାଇଗରଙ୍କ ପାଇଁ ଗର୍ବ ଅନୁଭବ କରୁଛି। କାରଣ ସେ ନିଜର ସବୁ ଫିଲ୍ମରେ ଏକ ନୂଆ ସ୍ତରକୁ ଛୁଇଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story