ବଲିଉଡ଼ର ଅସଫଳ ହିରୋଇନ ଏବେ ‘ଗୁଗୁଲ’ରେ କାର୍ଯ୍ୟରତ

ମୁମ୍ୱାଇ:  ୯୦ ଦଶକରେ ଆସିଥିବା ହିନ୍ଦି ଫିଲ୍ମ ‘ପାପା କେହେତେ ହେଁ’ ସେତେଟା ସଫଳତା ସାଉଁଣ୍ଟି ପାରି ନ ଥିଲା। ହେଲେ ଏହାର ଗୀତ ‘ ଘର ସେ ନିକଲ ତେ ହି, କୁଛ ଦୂର ଚଲତେ ହି, ରସ୍ତେ ମେଁ  ହେ ଉସ୍‌କା ଘର’ ଗୀତ ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହି ଫିଲ୍ମରେ ଫିମେଲ ଲିଡ଼୍‌ ରୋଲ ପ୍ଲେ କରିଥିବା ମୟୂରି କାଙ୍ଗୋ ବଲିଉଡ଼ରେ ସେତେଟା ସଫଳ ହୋଇ ପାରି ନ ଥିଲେ। ଏହାପରେ […]

mayuri-3...

mayuri-3...

Niharika Rout
  • Published: Friday, 05 April 2019
  • Updated: 05 April 2019, 09:38 AM IST

Sports

Latest News

ମୁମ୍ୱାଇ:  ୯୦ ଦଶକରେ ଆସିଥିବା ହିନ୍ଦି ଫିଲ୍ମ ‘ପାପା କେହେତେ ହେଁ’ ସେତେଟା ସଫଳତା ସାଉଁଣ୍ଟି ପାରି ନ ଥିଲା। ହେଲେ ଏହାର ଗୀତ ‘ ଘର ସେ ନିକଲ ତେ ହି, କୁଛ ଦୂର ଚଲତେ ହି, ରସ୍ତେ ମେଁ  ହେ ଉସ୍‌କା ଘର’ ଗୀତ ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହି ଫିଲ୍ମରେ ଫିମେଲ ଲିଡ଼୍‌ ରୋଲ ପ୍ଲେ କରିଥିବା ମୟୂରି କାଙ୍ଗୋ ବଲିଉଡ଼ରେ ସେତେଟା ସଫଳ ହୋଇ ପାରି ନ ଥିଲେ।

ଏହାପରେ ୨୦୦୩ ମସିହାରେ ଏନଆରଆଇ ଆଦିତ୍ୟ ଢିଲନଙ୍କୁ ବିବାହ କରି ସେ ବଲିଉଡ଼କୁ ବାଏ ବାଏ କହି ଦେଇଥିଲେ। ଏବେ ସେ ଆମେରିକାରେ ରହୁଥିବା ବେଳେ ତାଙ୍କର ଏକ ୮ ବର୍ଷର ପୁଅ ମଧ୍ୟ ଅଛି। ହେଲେ  ବିବାହ ପରେ ମୟୂରି ଆମେରିକାରେ ମାର୍କଟିଂ ଓ ଫାଇନାନ୍ସରେ ଏମବିଏ କରିଥିଲେ।  ଏହାପରେ ସେ ଏବେ ‘ଗୁଗୁଲ୍‌ ଇଣ୍ଡିଆ ’ କମ୍ପାନୀରେ  ପ୍ରମୁଖ ପଦରେ କାର୍ଯ୍ୟରତ ଥିବା ଖବର ନଜରକୁ ଆସିଛି। ଏହାପୂର୍ବରୁ ସେ ଏକ ଡିଜିଟାଲ ମାର୍କେଟିଂ ଏଜେନ୍ସିରେ ମ୍ୟାନେଜିଂ ଡାଇରେକ୍ଟର ପଦବୀ ସମ୍ଭାଳିଥିଲେ।

ପାଠପଢା ସମୟରେ ମୟୂରୀ ଜଣେ ଭଲ ଷ୍ଟୁଡେଣ୍ଟ ଥିଲେ। ସେ ଆଇଆଇଟି କାନପୁରରେ ପଢିବା ଲାଗି ସିଲେକ୍ଟ ବି ହୋଇଥିଲେ। ହେଲେ ବଲିଉଡ଼ ନିଶା ଯୋଗୁ ସେ ଆଇଆଇଟି ପଢିବାକୁ ମନ ବଳାଇ ନ ଥିଲେ।  ମୟୂରୀ ୧୯୯୫ ମସିହାରେ ବଲିଉଡ଼ ଫିଲ୍ମ ‘ନସିମ୍‌’ ଜରିଆରେ ବଲିଉଡ଼ରେ ଡେବ୍ୟୁ କରିଥିଲେ।  ଏହାପରେ  ସେ ‘ପାପା କେହତେ ହେଁ’ ଓ ‘ହୋଗି ପ୍ୟାର କି ଜିତ୍‌’ ଫିଲ୍ମରେ ବି ହିରୋଇନ ଭୂମିକା ତୁଲାଇଥିଲେ।

ହେଲେ ବଲିଉଡ଼ରେ ସେତେଟା କ୍ଲିକ୍‌ କରି ନ ପରି ସେ  ଛୋଟ ପରଦା ଆଡେ ମୁହାଁଇଲେ। ହେଲେ ଉଭୟ କ୍ଷେତ୍ରରେ ଅସଫଳ ହେବା ପରେ ସେ ବିବାହ କରି ଆକ୍ଟିଂରୁ ଦୂରେଇ ଯାଇଥିଲେ। ଆଉ ଏବେ ‘ଗୁଗୁଲ’ ପରି କମ୍ପାନୀରେ ଏକ ପ୍ରମୁଖ ପଦରେ ମୋଟା ଅଙ୍କର ଦରମାରେ ନିୟୋଜିତ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story