ଅନୁଷ୍କା, ଦୀପିକା, ଆଲିୟାଙ୍କୁ ଟ୍ୱିଟ୍‌ କଲେ ମୋଦି, କ’ଣ କହିଲେ ଜାଣନ୍ତୁ...

ନୂଆଦିଲ୍ଲୀ:  ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ସରଗରମ ମଧ୍ୟ ବଢିବାକୁ ଲାଗିଲାଣି। ସମସ୍ତଙ୍କ ଭିତରେ ନିର୍ବାଚନକୁ ନେଇ ଏକ ତତ୍ପରତା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବଡ଼ ସେଲେବ୍ରିଟିଙ୍କୁ ଟ୍ୱିଟ୍‌ କରି ଯୁବପିଢ଼ିଙ୍କୁ ଭୋଟଦେବାକୁ ପ୍ରେରିତ କରିବାକୁ ଅନୁରୋଧ କରୁଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବଲିଉଡ ଅଭିନେତା ଆମୀର ଖାନ୍‌, ଶାହାରୁଖ ଖାନ୍‌, ସଲମାନ୍‌ ଖାନ୍‌ ଓ ଅମିତାଭ ବଚ୍ଚନଙ୍କୁ ଟ୍ୱିଟ କରିଥିଲେ। ଏବେ ଅଭିନେତ୍ରୀ ଅନୁଷ୍କା ଶର୍ମା, ଦୀପିକା ପାଦୁକୋନ୍ […]

modi

modi

Chinmayee Roy
  • Published: Friday, 15 March 2019
  • Updated: 15 March 2019, 11:59 AM IST

Sports

Latest News

ନୂଆଦିଲ୍ଲୀ:  ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ସରଗରମ ମଧ୍ୟ ବଢିବାକୁ ଲାଗିଲାଣି। ସମସ୍ତଙ୍କ ଭିତରେ ନିର୍ବାଚନକୁ ନେଇ ଏକ ତତ୍ପରତା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବଡ଼ ସେଲେବ୍ରିଟିଙ୍କୁ ଟ୍ୱିଟ୍‌ କରି ଯୁବପିଢ଼ିଙ୍କୁ ଭୋଟଦେବାକୁ ପ୍ରେରିତ କରିବାକୁ ଅନୁରୋଧ କରୁଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବଲିଉଡ ଅଭିନେତା ଆମୀର ଖାନ୍‌, ଶାହାରୁଖ ଖାନ୍‌, ସଲମାନ୍‌ ଖାନ୍‌ ଓ ଅମିତାଭ ବଚ୍ଚନଙ୍କୁ ଟ୍ୱିଟ କରିଥିଲେ। ଏବେ ଅଭିନେତ୍ରୀ ଅନୁଷ୍କା ଶର୍ମା, ଦୀପିକା ପାଦୁକୋନ୍ ଓ ଆଲିୟା ଭଟ୍ଟଙ୍କୁ ଟ୍ୱିଟ କରି ଯୁବ ପିଢ଼ିଙ୍କୁ ଆଗାମୀ ନିର୍ବାଚନରେ ନିଜର ମତଦାନ କରିବାକୁ ପ୍ରେରିତ କରିବା ଲାଗି ଅନୁରୋଧ କରିଛନ୍ତି।

https://twitter.com/narendramodi/status/1105696140631121920

ଟ୍ୱିଟ କରି ମୋଦି ଲେଖିଛନ୍ତି, ‘ମୁଁ ଦୀପିକା ପାଦୁକୋନ୍, ଆଲିଆ ଭଟ୍ଟ ଓ ଅନୁଷ୍କା ଶର୍ମାଙ୍କୁ ଅନୁରୋଧ କରୁଛି  ଯେ, ଆଗାମୀ ନିର୍ବାଚନରେ ଅଧିକରୁ ଅଧିକ ଭୋଟରଙ୍କୁ ଭୋଟ ଦେବା ନିମନ୍ତେ ସେମାନେ ପ୍ରେରିତ କରନ୍ତୁ। ଜଣାଶୁଣା ଫିଲ୍ମ କଳାକାର ହୋଇଥିବାରୁ ଆପଣଙ୍କଠୁ ଅନେକ ଲୋକ ପ୍ରେରଣା ପାଇଥାନ୍ତି। ମୋର ବିଶ୍ୱାସ ଯେ, ଆପଣଙ୍କ ବାର୍ତ୍ତା ଦେଶର ନାଗରିକଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା  ଆଣିଦେବ। ’

https://twitter.com/AnushkaSharma/status/1105877419372699648

ତେବେ ମୋଦିଙ୍କର ଏହି ଟ୍ୱିଟ୍‌ର ଜବାବ ଅନୁଷ୍କା ଶର୍ମା ଦେଇସାରିଛନ୍ତି। ଅନୁଷ୍କା ଟ୍ୱିଟ କରିଛନ୍ତି, ‘ଆମକୁ ଆମ ମତଦାନ ଅଧିକାର ବ୍ୟବହାର କରି ଠିକ୍‌ ଲୋକ ପ୍ରତିନିଧୀ ବାଛିବା ଉଚିତ୍‌। ଆସନ୍ତୁ ହାତ ସହ ହାତ ମିଳାଇବା ଓ ସବୁଠୁ ବଡ଼ ଗଣତନ୍ତ୍ରକୁ ଆହୁରି ସୁଦୃଢ କରିବା। ‘ ଭୋଟ କରନ୍ତୁ! ନିଜକୁ ଓ ଦେଶକୁ ସଶକ୍ତ କରନ୍ତୁ।’ ଏହିଭଳି ଭାବେ ଅନୁଷ୍କା ଯୁବପିଢ଼ିଙ୍କୁ ଭୋଟ ଦେବା ଲାଗି ପ୍ରେରିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story