ରଣଭୀରଙ୍କ ପାଇଁ ପଇସା ଉଡାଉଛନ୍ତି ଏହି ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ର ବେଫିକର ବୟ ରଣଭୀର ସିଂଙ୍କ ଉପରେ ବହୁତ ପଇସା ଉଡାଉଛନ୍ତି ବୋଲି ଜଣେ ନିର୍ଦ୍ଦେଶକ କହିଛନ୍ତି। ହେଲେ କାହିଁକି ତାଙ୍କ ଉପରେ ଏହି ନିର୍ଦ୍ଦେଶକ ପଇସା ଉଡାଉଛନ୍ତି ତାକୁ ନେଉ ଉଠିଛି ଦ୍ୱନ୍ଦ୍ୱ। ଏହି ପଇସା ଉଡାଇଲାବାଲା ନିର୍ଦ୍ଦେଶକ ହେଉଛନ୍ତି ରୋହିତ୍‌ ସେଟ୍ଟୀ। ବାସ୍ତବ କଥା ହେଉଛି ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟି ରଣଭୀରଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଯେଉଁଥିରେ ଏକ ନାଚ ଭିଡିଓ ପଇଁ ସେ ଢେର ଅର୍ଥ ବ୍ୟୟ […]

ranveer-singh-simmba_625x300_1530172814757

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 07:12 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ବେଫିକର ବୟ ରଣଭୀର ସିଂଙ୍କ ଉପରେ ବହୁତ ପଇସା ଉଡାଉଛନ୍ତି ବୋଲି ଜଣେ ନିର୍ଦ୍ଦେଶକ କହିଛନ୍ତି। ହେଲେ କାହିଁକି ତାଙ୍କ ଉପରେ ଏହି ନିର୍ଦ୍ଦେଶକ ପଇସା ଉଡାଉଛନ୍ତି ତାକୁ ନେଉ ଉଠିଛି ଦ୍ୱନ୍ଦ୍ୱ। ଏହି ପଇସା ଉଡାଇଲାବାଲା ନିର୍ଦ୍ଦେଶକ ହେଉଛନ୍ତି ରୋହିତ୍‌ ସେଟ୍ଟୀ।

ବାସ୍ତବ କଥା ହେଉଛି ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟି ରଣଭୀରଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଯେଉଁଥିରେ ଏକ ନାଚ ଭିଡିଓ ପଇଁ ସେ ଢେର ଅର୍ଥ ବ୍ୟୟ କରୁଛନ୍ତି। ତା ହେଲେ ଆସନ୍ତୁ ଜାଣିବା ଏ ଗୀତରେ ଏମିତି କ’ଣ ଅଛି ଯେ, ରୋହିତ୍‌ ଏଥିପାଇଁ ଏମିତି ହାତଖୋଲା ଖର୍ଚ୍ଚ କରୁଛନ୍ତି ।

ନିକଟରେ ରଣଭୀର ସିଂ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ରଣଭୀରଙ୍କ ଅପକମିଂ ଫିଲ୍ମ ‘ଶିବା’ର ଏକ ନାଚ ଭିଡିଓ ସୁଟିଂ ହେବାକୁ ପ୍ରସ୍ତୁତି ଚାଲିଥିବା ଏଥିରେ ଦେଖିବାକୁ ମିଳିଛି। ଯେଉଁଥିରେ ରଣଭୀର ଦର୍ଶକମାନଙ୍କୁ ତାଙ୍କର ସବୁଠୁ ବଡ଼ ଗୀତର ନାଚ ସୁଟିଂ ଚାଲିଛି ବୋଲି କହୁଛନ୍ତି। ରଣଭୀର ବେଶ୍‌ ଉତ୍ସାହିତ ହୋଇ ସୁଟିଂ ସେଟ୍‌ ଦେଖାଉଥିବା ଏହି ଭିଡିଓଟି  ହାଇଦ୍ରାବାଦ୍‌ର ରାମୋଜି  ଫିଲ୍ମ ସିଟିରେ ସୁଟିଂ ହେଉଛି। ଫିଲ୍ମରେ  ରଣଭୀରଙ୍କୁ ଏକ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିବ।

ସୂଚନାଯୋଗ୍ୟ, ରଣଭୀର ଏବଂ ରୋହିତ ସେଟ୍ଟୀ ପ୍ରଥମଥର ପାଇଁ ଏକାଠି କାମ କରୁଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଡିସେମ୍ବର ୨୮ତାରିଖରେ ରିଲିଜ୍‌ ହେବ। ଏହା ଦକ୍ଷୀଣ ଭାରତୀୟ ଫିଲ୍ମ  ‘ଟେପର’ର ରିମେକ୍‌ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story