କରୋନାରେ ଆକ୍ରାନ୍ତ ହେଲେ ଗୋବିନ୍ଦା

ମୁମ୍ୱାଇ: ଲୋକପ୍ରିୟ ବଲିଉଡ ଅଭିନେତା ଗୋବିନ୍ଦା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଦନ ଅହୁଜା ମିଡିଆରେ ଏବାବଦରେ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ବାପା କରୋନା ପରୀକ୍ଷା କରାଇଥିଲେ। ଆଉ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି। ଦୁଇ ସପ୍ତାହ ତଳେ ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ସେ ସୁସ୍ଥ ରହିଛନ୍ତି। ତେବେ ଗୋବିନ୍ଦାଙ୍କ ସହିତ ତାଙ୍କ ଶାଶୁ କରୋନାରେ […]

govinda

govinda

Subhransu Sekhar
  • Published: Sunday, 04 April 2021
  • Updated: 04 April 2021, 05:00 PM IST

Sports

Latest News

ମୁମ୍ୱାଇ: ଲୋକପ୍ରିୟ ବଲିଉଡ ଅଭିନେତା ଗୋବିନ୍ଦା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଦନ ଅହୁଜା ମିଡିଆରେ ଏବାବଦରେ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ବାପା କରୋନା ପରୀକ୍ଷା କରାଇଥିଲେ। ଆଉ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି।

ଦୁଇ ସପ୍ତାହ ତଳେ ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ସେ ସୁସ୍ଥ ରହିଛନ୍ତି। ତେବେ ଗୋବିନ୍ଦାଙ୍କ ସହିତ ତାଙ୍କ ଶାଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ବୟସ ୭୪। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଗୋବିନ୍ଦାଙ୍କ ବ୍ୟକ୍ତିଗତ ସଚିବ ଶଶି ସିହ୍ନା କହିଛନ୍ତି, "ଗୋବିନ୍ଦା ଗତ କିଛି ଦିନ ହେବ ଦୁର୍ବଳ ଅନୁଭବ କରୁଥିଲେ ଏବଂ ସେ ଖାଦ୍ୟର ସ୍ୱାଦ ଜାଣିପାରୁନଥିଲେ। ଏହାପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ। ଗୋବିନ୍ଦା ଏବେ ତାଙ୍କ ଘରେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଚିକିତ୍ସିତ ହେଉଛନ୍ତି।

ଏହାପୂର୍ବରୁ ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ସେ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରି ଚିକିତ୍ସିତ ହେଉଛନ୍ତି। ଏହି ଦୁଇ ଅଭିନେତାଙ୍କ ବ୍ୟତୀତ ଆଲିଆ ଭଟ୍ଟ, ବାପି ଲହିରୀ, ପରେଶ ରାୱଲ, ଆମୀର ଖାନଙ୍କ ଭଳି ପ୍ରମୁଖ ଅଭିନେତା, ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story