ରାଗିଯାଇ ସଲମାନଙ୍କୁ ଅଣଦେଖା କଲେ ଗାର୍ଲଫ୍ରେଣ୍ଡ ୟୁଲିଆ

ମୁମ୍ବାଇ: ରାଗିଗଲେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ୟୁଲିଆ ଭନ୍ତୁର। ରାଗିଯାଇ ସଲମାନଙ୍କୁ କଲେ ଇଗ୍ନୋର ବା ଅଣଦେଖା। ରାଗ ଏତେ ଯେ, ସଲମାନଙ୍କ ଆଡକୁ ଚାହିଁଲେନି । ସଲମାନ ଡାକିଲେ ବି ସେ ଅସିଲେନି। କାର୍‌ରୁ ଓହ୍ଲାଇ ଧୁମ୍‌ଧୁମ୍‌ ହୋଇ ଚାଲିଗଲେ। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଗତକାଲି ରାତିରେ ସଲମାନ ୟୁଲିଆଙ୍କ ସହ ତାଙ୍କ ଭିଣେଇ ତଥା ଅଭିନେତା ଆୟୁଷ […]

Salman

Salman

Madhupriya Mistry
  • Published: Tuesday, 26 October 2021
  • Updated: 26 October 2021, 04:52 PM IST

Sports

Latest News

ମୁମ୍ବାଇ: ରାଗିଗଲେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ୟୁଲିଆ ଭନ୍ତୁର। ରାଗିଯାଇ ସଲମାନଙ୍କୁ କଲେ ଇଗ୍ନୋର ବା ଅଣଦେଖା। ରାଗ ଏତେ ଯେ, ସଲମାନଙ୍କ ଆଡକୁ ଚାହିଁଲେନି । ସଲମାନ ଡାକିଲେ ବି ସେ ଅସିଲେନି। କାର୍‌ରୁ ଓହ୍ଲାଇ ଧୁମ୍‌ଧୁମ୍‌ ହୋଇ ଚାଲିଗଲେ। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ ଗତକାଲି ରାତିରେ ସଲମାନ ୟୁଲିଆଙ୍କ ସହ ତାଙ୍କ ଭିଣେଇ ତଥା ଅଭିନେତା ଆୟୁଷ ଶର୍ମାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ଏହି ସମୟରେ, ପ୍ରଥମେ ସଲମାନ କାର୍‌ରୁ ଓହ୍ଲାଇ ଆସି ଗଣମାଧ୍ୟମଙ୍କ ସାମ୍ନାରେ ଫଟୋ ପାଇଁ ପୋଜ ଦେଇଥିଲେ। ପରେ ହଠାତ୍‌ ୟୁଲିଆ କାରରୁ ବାହାରକୁ ଆସିଥିଲେ। ସେଠାରେ ଉପସ୍ଥିତ ଥିବା ଫଟୋଗ୍ରାଫରମୋନେ ଉଭୟଙ୍କୁ ଏକାଠି ପୋଜ୍ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ୟୁଲିଆ ପୋଜ୍ ଦେବା ପରିବର୍ତ୍ତେ ସେଠାରୁ ଚାଲିଯାଇଥିଲେ। ସଲମାନ ଓ ଫଟୋଗ୍ରାଫରମାନେ ଡାକିଲେ ମଧ୍ୟ ଶୁଣି ନଥିଲେ। ସେ ସଲମାନଙ୍କୁ ଅଣଦେଖା କରି ଆଗକୁ ଚାଲିଯାଇଥିଲେ।

[caption id="attachment_686710" align="aligncenter" width="650"]Salman Khan କାର୍‌ରୁ ଓହ୍ଲାଇ ସଲମାନଙ୍କୁ ଇଗ୍ନୋର କରି ଚାଲିଗଲେ ୟୁଲିଆ[/caption]

ୟୁଲିଆଙ୍କ ଏଭଳି ସ୍ୱଭାବ ଦେଖି ସଲ୍ଲୁ ଭାଇ ମଧ୍ୟ ଚକିତ ହୋଇଯାଇଥିଲେ। ଏହାପରେ ସଲମାନ ତାଙ୍କୁ ଡାକିବା ପାଇଁ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। କିନ୍ତୁ ଏତିକିରେ ବି ୟୁଲିଆ ତାଙ୍କୁ ଇଗ୍ନୋର କରି ପାର୍ଟି ଭିତରକୁ ଚାଲିଯାଇଥିଲେ। ଏହାପରେ ସଲମାନ ଫଟୋଗ୍ରାଫର ମାନଙ୍କୁ 'ମ୍ୟାଡମ୍‌ଙ୍କୁ ଯିବାକୁ ଦିଅ' ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ତେବେ ସଲମାନଙ୍କ ପ୍ରତି ୟୁଲିଆଙ୍କ ଏଭଳି ଆଚରଣ ତା’ଙ୍କର ରାଗରୁସା ନା ଆଉ କିଛି, ଏହା କେବଳ ସେ ହିଁ ଜାଣନ୍ତି।କିନ୍ତୁ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଏହା ଏବେ ଏକ ମଜାଦାର ବିଷୟ ପାଲଟିଛି।

ସୂଚନା ମୁତାବକ, ଅକ୍ଟୋବର ୨୫ରେ ଆୟୁଷ ଶର୍ମା ତାଙ୍କ ଜନ୍ମଦିନ ପାଳନ କରିବା ସହିତ ତାଙ୍କର ଆଗାମୀ ଫିଲ୍ମ 'ଅନ୍ତିମ୍: ଫାଇନାଲ୍ ଟ୍ରୁଥ୍'ର ଟ୍ରେଲର ରିଲିଜ୍ କରିଥିଲେ। ଏହି ଅବସରରେ ବହୁ ସେଲେବ୍ରିଟି ଯୋଗ ଦେଇଥିଲେ। ଏହି ଫିଲ୍ମରେ ସଲମାନ ଖାନ ଏବଂ ତାଙ୍କ ଭିଣେଇ ଆୟୁଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ଦେଇଛନ୍ତି ମହେଶ ମଞ୍ଜରେକର।

View this post on Instagram

A post shared by Bollywood Pap (@bollywoodpap)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story