ଆଲିଆଙ୍କ ନାଁରେ ଥାନାରେ ଅଭିଯୋଗ

ମୁମ୍ବାଇ: ବିବାଦରେ ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ତାଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଜଣେ ବ୍ୟକ୍ତି। ମୁମ୍ବାଇର ସାନ୍ତା କ୍ରୁଜ ଥାନାରେ ହିନ୍ଦୁମାନଙ୍କୁ ସେ ଆଘାତ ପହଞ୍ଚାଇଥିବା ନେଇ ଅଭିଯୋଗ ହୋଇଛି। ପ୍ରକୃତରେ ନିକଟରେ ଆଲିଆ ଭଟ୍ଟ ଏକ ବିଜ୍ଞାପନ କରିଥିଲେ। ମାନ୍ୟବର ମୋହେ ବ୍ରାଣ୍ଡ ପାଇଁ ଶୁଟ୍‌ ହୋଇଥିଲା ଏହି ବିଜ୍ଞାପନ। ଏଥିରେ ସେ କନ୍ୟାଦାନକୁ ନେଇ ପ୍ରଶ୍ନ ଉଠାଇଥିଲେ। କନ୍ୟାଦନ ବଦଳରେ କନ୍ୟାମାନ ସ୍ୱୀକୃତି ଦେବାକୁ ସେ କହିଥିଲେ। ଏଥିସହ କନ୍ୟା […]

Alia Bhatt-1

Alia Bhatt-1

Madhupriya Mistry
  • Published: Thursday, 30 September 2021
  • Updated: 30 September 2021, 05:16 PM IST

Sports

Latest News

ମୁମ୍ବାଇ: ବିବାଦରେ ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ତାଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଜଣେ ବ୍ୟକ୍ତି। ମୁମ୍ବାଇର ସାନ୍ତା କ୍ରୁଜ ଥାନାରେ ହିନ୍ଦୁମାନଙ୍କୁ ସେ ଆଘାତ ପହଞ୍ଚାଇଥିବା ନେଇ ଅଭିଯୋଗ ହୋଇଛି।

ପ୍ରକୃତରେ ନିକଟରେ ଆଲିଆ ଭଟ୍ଟ ଏକ ବିଜ୍ଞାପନ କରିଥିଲେ। ମାନ୍ୟବର ମୋହେ ବ୍ରାଣ୍ଡ ପାଇଁ ଶୁଟ୍‌ ହୋଇଥିଲା ଏହି ବିଜ୍ଞାପନ। ଏଥିରେ ସେ କନ୍ୟାଦାନକୁ ନେଇ ପ୍ରଶ୍ନ ଉଠାଇଥିଲେ। କନ୍ୟାଦନ ବଦଳରେ କନ୍ୟାମାନ ସ୍ୱୀକୃତି ଦେବାକୁ ସେ କହିଥିଲେ। ଏଥିସହ କନ୍ୟା କୌଣସି ଦାସ କରିବାର ବସ୍ତୁ ନୁହେଁ ତେଣୁ ତାଙ୍କୁ ସମ୍ମାନ ଦେବା ଉଚିତ ବୋଲି କହିଥିଲେ

ମାନ୍ୟବର ମୋହେ ବ୍ରାଣ୍ଡର ବ୍ରାଇଡାଲ ଲେହେଙ୍ଗାର ଏହି ବିଜ୍ଞାପନକୁ ନେଇ ଅନେକ ବିବାଦ ଲାଗି ରହିଛି। କେତେକ ଲୋକ ଏହି ବିଜ୍ଞାପନକୁ ହିନ୍ଦୁ ଧର୍ମ ଏବଂ ହିନ୍ଦୁ ରୀତିନୀତି ବିରୋଧୀ ବୋଲି କହୁଥିବା ବେଳେ ଆଉ କିଛି ଏହା ହିନ୍ଦୁ ବିଶ୍ୱାସକୁ ଆଘାତ ପଞ୍ଚାଇଥିବା କହୁଛନ୍ତି।

ଏବେ ଏହି ବିଜ୍ଞାପନକୁ ଦେଇ ମୁମ୍ବାଇ ସାନ୍ତା କ୍ରୁଜ ଥାନାରେ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଆଲିଆ ଏବଂ କମ୍ପାନୀ ପରସ୍ପର ଏହି ବିଜ୍ଞାପନ ପାଇଁ ଦାୟୀ। ଆଳିଆ ଏହି ବିଜ୍ଞାପନ ମାଧ୍ୟମରେ ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ହିନ୍ଦୁ ଧର୍ମରେ ଯେଉଁ ସବୁ ମାନ୍ୟତା ରହିଛି, ତା ବିରୋଧରେ ଏଭଳି ବିଜ୍ଞାପନ ତିଆରି କରିବା ଉଚିତ ନୁହେଁ ବୋଲି ଅଭିଯୋଗ ହୋଇଛି।

ଏହାପୂର୍ବରୁ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଆଲିଆଙ୍କ ଏହି ବିଜ୍ଞାପନକୁ ନେଇ ଟାର୍ଗେଟ କରିଥିଲେ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ନୋଟ୍‌ ଶେଆର କରି ଧର୍ମ ଏବଂ ସାଧାରଣ ଜନତାଙ୍କ ଭାବନା ସହ ନଖେଳିବା ପାଇଁ କହିଥିଲେ। ଏଥିସହ ସାମଗ୍ରୀ ବିକ୍ରି କରିବା ପାଇଁ ଧର୍ମ, ଅଳ୍ପସଂଖ୍ୟକ ଓ ବହୁସଂଖ୍ୟକ ରଜନୀତିର ବ୍ୟବହାର ନକରିବାକୁ ସମସ୍ତ ବ୍ରାଣ୍ଡ ମାନଙ୍କୁ ସେ ନିବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story