ବଡ଼ ସଙ୍କଟରୁ ବର୍ତ୍ତିଗଲେ କରଣ ଜୋହର

ମୁମ୍ବାଇ: ବଡ଼ ସଙ୍କଟରୁ ବର୍ତ୍ତିଗଲେ ଫିଲ୍ମ ନିର୍ମାତା କରଣ ଜୋହର। ସେ ମହାମାରୀ କରୋନାରୁ ବର୍ତ୍ତି ଯାଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଗତକାଲି କରୀନା କପୁର ଓ ଅମୃତା ଅରୋରା ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ଆଇସୋଲେଟ୍‌ କରିଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ଆଜି ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ସେପଟେ ବିଏମ୍‌ସି ପକ୍ଷରୁ କରଣ ଜୋହରଙ୍କ ଘର ସାନିଟାଇଜେସନ୍‌ ଚାଲିଛି। ସୂଚନା ମୁତାବକ, କରଣ ଗଲା […]

Karan Johar

Karan Johar

Madhupriya Mistry
  • Published: Tuesday, 14 December 2021
  • Updated: 14 December 2021, 12:19 PM IST

ମୁମ୍ବାଇ: ବଡ଼ ସଙ୍କଟରୁ ବର୍ତ୍ତିଗଲେ ଫିଲ୍ମ ନିର୍ମାତା କରଣ ଜୋହର। ସେ ମହାମାରୀ କରୋନାରୁ ବର୍ତ୍ତି ଯାଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଗତକାଲି କରୀନା କପୁର ଓ ଅମୃତା ଅରୋରା ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ଆଇସୋଲେଟ୍‌ କରିଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ଆଜି ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ସେପଟେ ବିଏମ୍‌ସି ପକ୍ଷରୁ କରଣ ଜୋହରଙ୍କ ଘର ସାନିଟାଇଜେସନ୍‌ ଚାଲିଛି।

ସୂଚନା ମୁତାବକ, କରଣ ଗଲା ତିନି ଦିନ ତଳେ ଏକ ପାର୍ଟି ଆୟୋଜନ କରିଥିଲେ। ଏହି ପାର୍ଟିରେ କରୀନା କପୁର, ଅମୃତା ଅରୋରା, ମଲାଇକା ଅରୋରା, କରିଶ୍ମା କପୁରଙ୍କ ସମେତ ବହୁ ବଡ ବଡ ସେଲେବ୍ରିଟି ଯୋଗ ଦେଇଥିଲେ। ଏହି ପାର୍ଟିରୁ ଯିବା ପରେ କରୀନା, ଅମୃତା, ସୀମା ଖାନ୍‌ ଓ ଅନ୍ୟ ସେଲେବ୍ରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କେବଳ ସେତିକି ନୁହେଁ କରଣ ଜୋହରଙ୍କ ଘରର କିଛି କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ମଧ୍ୟ ସୂଚନା ମିଳିଥିଲା। ଏହାପରେ ସତର୍କତା ଦୃଷ୍ଟିରୁ କରଣ ନିଜକୁ ଆଇସୋଲେଟ୍‌ କରିଥିଲେ।

ଅନ୍ୟପଟେ କରୀନା କପୁର ଓ ଅମୃତା ଅରୋରାଙ୍କ ବିଲ୍ଡିଂରେ ବିଏମ୍‌ସିର ମେଡିକାଲ ଟିମ୍‌ ପହଞ୍ଚି ପୂରା ବିଲ୍ଡିଂର ସଦସ୍ୟଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଇଛି। କେବଳ ସେତିକି ନୁହେଁ କରୀନା ଓ ଅମୃତାଙ୍କ ବିଲ୍ଡିଂକୁ ସାନିଟାଇଜ ମଧ୍ୟ କରିଛି ବିଏମ୍‌ସି। ଏଥିସହ ଉଭୟଙ୍କ ବିଲ୍ଡିଂକୁ ସିଲ୍‌ କରାଯାଇଛି।

କରୀନା କପୁର ନିଜ ଘରେ ଆଇସୋଲେସନରେ ଅଛନ୍ତି। ବିଏମ୍‌ସି ପ୍ରତିଦିନ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝୁଛି। ତାଙ୍କ ଘରେ ସମସ୍ତେ କରୋନା ଟେଷ୍ଟ କରାଇଛନ୍ତି। ତେବେ ଏଯାଏଁ କାହା ପାଖରେ ମଧ୍ୟ କରୋନା ଲକ୍ଷଣ ନାହିଁ। କେବଳ ପରିବାର ସଦସ୍ୟଙ୍କ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ରହିଛି।

ସୂଚନା ମୁତାବକ ଅଭିନେତା ସୋହେଲ ଖାନ୍‌ଙ୍କ ପତ୍ନୀ ସୀମା ଖାନ୍ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଡିସେମ୍ବର ୮ ତାରିଖରେ କରଣ ଜୋହରଙ୍କ ଘରେ ଗେଟ୍‌ ଟୁଗେଦର ପାର୍ଟିରେ ସେ ଯୋଗ ଦେଇଥିଲେ। ଏହାପରେ ୧୧ ତାରିଖରେ ସୀମାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସୀମାଙ୍କ ସଂସ୍ପର୍ଶରେ କରୀନା ଓ ଅମୃତା ଆସିଥିଲେ। ଏଦୁହେଁ ମଧ୍ୟ ପରେ ସଂକ୍ରମିତ ହୋଇଥିଲେ। ତେବେ ଏମାନଙ୍କ ବ୍ୟତୀତ କରିଶ୍ମା, ମଲାଇକା ଅରୋରା, ମସାବ ଗୁପ୍ତା ଓ ଅର୍ଜୁନ କପୁର ମଧ୍ୟ ଉକ୍ତ ପାର୍ଟିରେ ଯୋଗ ଦେଇଥିଲେ। ଏମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଅଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story