ସାମ୍ନାକୁ ଆସିଲେ ଆଉ ଜଣେ କ୍ୟାଟ୍ରିନା!

ମୁମ୍ବାଇ: ସାମ୍ନାକୁ ଆସିଲେ ଆଉ ଜଣେ କ୍ୟାଟ୍ରିନା କୈଫ୍‌। ମିଳିଗଲେ ବି-ଟାଉନ୍‌ର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଡୁପ୍ଲିକେଟ୍‌। ଏହି ଡୁପ୍ଲିକେଟ୍‌ କ୍ୟାଟ୍ରିନାଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଲିନା ରାୟ। ସେ ପୁରାପୁରି ଦେଖିବାକୁ କ୍ୟାଟ୍ରିନାଙ୍କ ଭଳି। ତାଙ୍କୁ ଯିଏ ଦେଖୁଛି ସିଏ ଚକିତ ହୋଇଯାଉଛି। କାରଣ ତାଙ୍କ ଆଖି, ନାକ, ପାଟି, ଚେହେରା ଠାରୁ ଆରମ୍ଭ କରି ତାଙ୍କ ଫିଗର ସବୁ କିଛି କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଛି। ଇନ୍‌ଷ୍ଟାଗ୍ରାମରେ ସେ […]

Alina Rai

Alina Rai

Madhupriya Mistry
  • Published: Thursday, 30 September 2021
  • Updated: 30 September 2021, 04:16 PM IST

Sports

Latest News

ମୁମ୍ବାଇ: ସାମ୍ନାକୁ ଆସିଲେ ଆଉ ଜଣେ କ୍ୟାଟ୍ରିନା କୈଫ୍‌। ମିଳିଗଲେ ବି-ଟାଉନ୍‌ର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଡୁପ୍ଲିକେଟ୍‌। ଏହି ଡୁପ୍ଲିକେଟ୍‌ କ୍ୟାଟ୍ରିନାଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଲିନା ରାୟ। ସେ ପୁରାପୁରି ଦେଖିବାକୁ କ୍ୟାଟ୍ରିନାଙ୍କ ଭଳି। ତାଙ୍କୁ ଯିଏ ଦେଖୁଛି ସିଏ ଚକିତ ହୋଇଯାଉଛି। କାରଣ ତାଙ୍କ ଆଖି, ନାକ, ପାଟି, ଚେହେରା ଠାରୁ ଆରମ୍ଭ କରି ତାଙ୍କ ଫିଗର ସବୁ କିଛି କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଛି। ଇନ୍‌ଷ୍ଟାଗ୍ରାମରେ ସେ ଯେଉଁ ସବୁ ଫଟୋ ଅପ୍‌ଲୋଡ କରିଛନ୍ତି ତାକୁ ଦେଖିଲେ ଯେ କେହିବି ସିଏ କ୍ୟାଟ୍ରିନା କୈଫ ବୋଲି କହିବେ।

[caption id="attachment_680342" align="aligncenter" width="650"]Alina Rai କ୍ୟାଟ୍ରିନାଙ୍କ ଭଳି ଅବିକଳ ଦେଖାଯାଉଥିବା ଅଲିନା ରାୟ[/caption]

କ୍ୟାଟ୍ରିପା କୈଫ୍‌ଙ୍କ ଡୁପ୍ଲିକେଟ୍‌ ଅଲିନା ଇନ୍‌ଷ୍ଟାଗ୍ରାମରେ ନିଜକୁ ଅଭିନେତ୍ରୀ ଭାବେ ପରିଚୟ ଦେଇଛନ୍ତି। ତାଙ୍କ ଭିଡିଓ ଏବଂ ଫଟୋ ଏବେ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସୁଛି। ସେ ତିଆରି କରିଥିବା କିଛି ରିଲ୍‌ ଭିଡିଓ ମଧ୍ୟ ଏବେ ପପୁଲାର ହେବାରେ ଲାଗିଛି। କେବଳ ସେତିକି ନୁହେଁ ତାଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ ବଢ଼ିଯାଇଛି।ତ

ସେପଟେ ଯଦି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ କଥା କୁହାଯାଏ ତେବେ, ସେ ଏବେ ଅଷ୍ଟ୍ରିଆରେ ଅଛନ୍ତି। ଫିଲ୍ମ 'ଟାଇଗର-୩'ର ସୁଟିଂ ପାଇଁ ସେ ସେଠାରେ ଡେରା ପକାଇଛନ୍ତି। ଏହି ଫିଲ୍ମରେ ସେ ପୁଣି ଥରେ ସଲମାନ ଖାନ୍‌ଙ୍କ ଅପୋଜିଟ୍‌ରେ ନଜର ଆସିବେ।

View this post on Instagram

A post shared by Alina Rai (@alinarai07)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story