କନିଆଁ ବେଶରେ ମିସେସ୍‌ କୌଶାଲ

ମୁମ୍ବାଇ: କନିଆଁ ବେଶ୍‌ରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓରଫ୍‌ ମିସେସ୍‌ କୌଶାଲ। ନାଲି ଲେହେଙ୍ଗା ପିନ୍ଧି ସେ ସାଜିଛନ୍ତି ନବବଧୂ। ମୁଣ୍ଡରେ ନାଲି ବିନ୍ଦି, ହାତରେ ନାଲି ଶଙ୍ଖା। ପୂରା ରାଣୀ ପରି ହୋଇଛନ୍ତି ସଜେଇ। ସେ ସାଜିଛନ୍ତି ବିକ୍କିଙ୍କ ଦୁଲହନିୟା। ଡିସେମ୍ବର ୯ ତାରିଖରେ ବିକ୍କି କୌଶାଲ ଓ କ୍ୟାଟ୍ରିନା ନେଇଥିଲେ ସାତ ଫେରା। ତେବେ ନିଜ ବିବାହ ବେଳର ଫଟୋକୁ ସିକ୍ରେଟ ରଖିଥିବା ଏହି ଦୁଇ ଦମ୍ପତ୍ତି ଏବେ ରିଭିଲ୍‌ କରିଛନ୍ତି। ସମସ୍ତଙ୍କ ସାମ୍ନାକୁ […]

Katrina

Katrina

Madhupriya Mistry
  • Published: Monday, 13 December 2021
  • Updated: 13 December 2021, 12:14 PM IST

ମୁମ୍ବାଇ: କନିଆଁ ବେଶ୍‌ରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓରଫ୍‌ ମିସେସ୍‌ କୌଶାଲ। ନାଲି ଲେହେଙ୍ଗା ପିନ୍ଧି ସେ ସାଜିଛନ୍ତି ନବବଧୂ। ମୁଣ୍ଡରେ ନାଲି ବିନ୍ଦି, ହାତରେ ନାଲି ଶଙ୍ଖା। ପୂରା ରାଣୀ ପରି ହୋଇଛନ୍ତି ସଜେଇ। ସେ ସାଜିଛନ୍ତି ବିକ୍କିଙ୍କ ଦୁଲହନିୟା।

ଡିସେମ୍ବର ୯ ତାରିଖରେ ବିକ୍କି କୌଶାଲ ଓ କ୍ୟାଟ୍ରିନା ନେଇଥିଲେ ସାତ ଫେରା। ତେବେ ନିଜ ବିବାହ ବେଳର ଫଟୋକୁ ସିକ୍ରେଟ ରଖିଥିବା ଏହି ଦୁଇ ଦମ୍ପତ୍ତି ଏବେ ରିଭିଲ୍‌ କରିଛନ୍ତି। ସମସ୍ତଙ୍କ ସାମ୍ନାକୁ ଆସିଛି କନିଆଁ ବେଶ୍‌ରେ ସଜେଇ ହୋଇଥିବା କ୍ୟାଟ୍ରିନାଙ୍କ ଫଟୋ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

दुल्हन के जोड़े में कैटरीना बेहद खूबसूरत लग रही हैं. उन्होंने रेड कलर का लहंगा पहना था जिसमें पंजाबी टच दिया था. कैटरीना का शादी का जोड़ा डिजाइनर सब्यसाची ने डिजाइन किया है.

କ୍ୟାଟ୍ରିନା କୈଫ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋଗୁଡିକୁ ଶେୟାର କରିଛନ୍ତି। ଫଟୋରେ କ୍ୟାଟ୍ରିନା ଲାଲ ଟୁକ୍‌ ଟୁକ୍‌ ସାଧବ ବୋହୂ ବେଶ୍‌ରେ ନଜର ଆସିଛନ୍ତି। ଆଉ ତାଙ୍କ ଭଉଣୀମାନେ ସାଜିଛନ୍ତି ତାଙ୍କର ବ୍ରାଇଡମେଡ। ଭଉଣୀମାନଙ୍କ ସହ ସେ ମଣ୍ଡପରେ କରିଛନ୍ତି ଗ୍ରାଣ୍ଡ ଏଣ୍ଟ୍ରି।

ବିକ୍କି-କ୍ୟାଟ୍ରିନାଙ୍କ ବିବାହାକୁ ୪ ଦିନ ହୋଇସାରିଥିଲେ ମଧ୍ୟ ଏହି କପଲଙ୍କ ବିବାହର କ୍ରେଜ କିନ୍ତୁ ସୋଶାଲ ମିଡିଆରେ କମ୍‌ ହେଉନାହିଁ। ପ୍ରତିଦିନ ଏମାନେ ନିଜ ବିବାହ ବେଳର ଗୋଟିଏ ପରେ ଗୋଟିଏ ଫଟୋକୁ ସୋଶାଲ ମିଡିଆରେ ଶେଆର କରୁଛନ୍ତି। ପ୍ରଥମେ ହଳଦୀ, ପରେ ମହେନ୍ଦୀ ଆଉ ଏବେ ବିବାହ ବେଳର ଫଟୋକୁ ସେ ଫ୍ୟାନ୍‌ମାନଙ୍କ ପାଇଁ ରିଭିଲ୍‌ କରିଛନ୍ତି।

कैटरीना ने अपनी बहनों के साथ तस्वीरें शेयर की हैं. जिसमें उनकी बहनें उन्हें फूलों की चादर में लेकर आ रही हैं. कैटरीना के चेहरे पर मुस्कान है.

ଏହି ଫଟୋକୁ ଶେଆର କରି କ୍ୟାଟ୍ରିନା ନିଜ ଭଉଣୀମାନଙ୍କ ପାଇଁ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି।  'ବଡ ହେବା ପରେ ଆମେ ଭଉଣୀମାନେ ସର୍ବଦା ପରସ୍ପରକୁ ସୁରକ୍ଷା ଦେଇ ଆସୁଛୁ। ଏମାନେ ମୋର ଶକ୍ତି ସ୍ତମ୍ଭ ଏବଂ ଆମେ ପରସ୍ପରକୁ ଏକାଠି ଯୋଡି ରଖୁ। ଏହା ସର୍ବଦା ଏହିପରି ହିଁ ରହୁ ବୋଲି କହିଛନ୍ତି କ୍ୟାଟ୍ରିନା।' କ୍ୟାଟ୍ରିନାଙ୍କ ଏହି ପୋଷ୍ଟକୁ କିଛି ମିନିଟରେ ୧୦ଲକ୍ଷରୁ ଅଧିକ ଲୋକ ପସନ୍ଦ କରିସାରିଲେଣି।

କ୍ୟାଟ୍ରିନାଙ୍କ ଏହି ଫଟୋରେ ତାଙ୍କ ଦିଅର ତଥା ବିକ୍କିଙ୍କ ଭାଇ ସନ୍ନି କୌଶାଲ ମଧ୍ୟ କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି, 'ଏହି ମୁହୂର୍ତ୍ତରେ ସମସ୍ତ ଆଖିରେ ଖୁସିର ଲୁହ ଥିଲା।'

View this post on Instagram

A post shared by Katrina Kaif (@katrinakaif)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story