ବାହାଘର ପାଇଁ ଏସ୍‌ଓପି ଜାରି କଲେ ବିକ୍କି-କ୍ୟାଟ୍ରିନା

ମୁମ୍ବାଇ: ଖୁବ୍‌ଶୀଘ୍ର କନିଆଁ ସାଜିବେ ବଲିଉଡର କ୍ୟାଟ୍‌ ଓରଫ୍‌ କ୍ୟାଟ୍ରିନା କୈଫ। ଆଉ ବର ପାଲଟିବେ ‘ଉରି’ ଫେମ୍‌ ବିକ୍କି କୌଶଲ। ଏ ଦୁହେଁ ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଆସନ୍ତା ୯ ତାରିଖରେ ଏମାନଙ୍କ ହେବ ରୟାଲ ୱେଡିଂ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଏହି ଦୁଇ ସେଲେବ୍ରିଟି ନିଜ ବିବାହ ପାଇଁ ଜାରି କରିଛନ୍ତି ଏସ୍‌ଓପି। ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା। […]

Vicky-Katrina

Vicky-Katrina

Madhupriya Mistry
  • Published: Wednesday, 01 December 2021
  • Updated: 01 December 2021, 02:37 PM IST

Sports

Latest News

ମୁମ୍ବାଇ: ଖୁବ୍‌ଶୀଘ୍ର କନିଆଁ ସାଜିବେ ବଲିଉଡର କ୍ୟାଟ୍‌ ଓରଫ୍‌ କ୍ୟାଟ୍ରିନା କୈଫ। ଆଉ ବର ପାଲଟିବେ 'ଉରି' ଫେମ୍‌ ବିକ୍କି କୌଶଲ। ଏ ଦୁହେଁ ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଆସନ୍ତା ୯ ତାରିଖରେ ଏମାନଙ୍କ ହେବ ରୟାଲ ୱେଡିଂ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଏହି ଦୁଇ ସେଲେବ୍ରିଟି ନିଜ ବିବାହ ପାଇଁ ଜାରି କରିଛନ୍ତି ଏସ୍‌ଓପି।

ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା। କିଏ କେଉଁଠି ରହିବ, କିଏ କେମିତି ଆସିବ ସବୁ କିଛି ସରିଲାଣି। କେବଳ ବିବାହକୁ ଅପେକ୍ଷା। ଏହାରି ଭିତରେ ବିକ୍କି-କ୍ୟାଟ୍ରିନା ନିଜ ବିବାହ ପାଇଁ ଜାରି କରିଛନ୍ତି ଏସ୍‌ଓପି।

ଜାରି ନିୟମ ଅନୁଯାୟୀଙ୍କୁ ବିବାହରେ ଯୋଗ ଦେବାକୁ ଆସିଥିବା ସମସ୍ତ ଅତିଥିଙ୍କୁ ଏନ୍‌ଡିଏ କ୍ଲଜ୍‌ (ନଟ୍‌ ଟୁ ଡିସ୍‌କ୍ଲୋଜ୍) ଫର୍ମରେ ସାଇନ୍‌ କରିବାକୁ ପଡିବ। କେବଳ ସେତିକି ନୁହେଁ ଏସ୍‌ଓପି ଅନୁଯାୟୀ ବିବାହକୁ ଅତିଥିମାନେ ଫୋନ୍‌ ଆଣିପାରିବେ ନାହିଁ। ଫଟୋ, ଭିଡିଓ ସୋଶାଲ ମିଡିଆ ଶେଆର କରିପାରିବେ ନାହିଁ।  ବିବାହର ଲୋକେସନ୍‌ କିମ୍ବା ତଥ୍ୟ ମଧ୍ୟ ଶେଆର କରିପାରିବେ ନାହିଁ। ୱେଡିଂ ଭେନ୍ୟୁ ଛାଡିବା ଯାଏଁ ବାହ୍ୟ ଜଗତ ସହ ଅତିଥିଙ୍କ କୌଣସି ସମ୍ପର୍କ ରହିବ ନାହିଁ। ୱେଡିଂ ପ୍ଲାନର୍‌ଙ୍କ ଅନୁମୋଦନ ପରେ ହିଁ ସମସ୍ତ ଫଟୋ ପବ୍ଲିସ ହେବ। ବିବାହ ଭେନ୍ୟୁରେ କୌଣସି ରିଲ୍‌ କିମ୍ବା ଭିଡିଓ ତିଆରି କରାଯାଇପାରିବ ନାହିଁ।

ବିକ୍କି-କ୍ୟାଟ୍ରିନାଙ୍କ ବିବାହ ପାଇଁ କରୋନାର ନୂଆ ଭାରିଏଣ୍ଟ 'ଓମିକ୍ରନ୍‌' ଚିନ୍ତାର କାରଣ ପାଲଟିଛି। କ୍ୟାଟ୍ରିନା ଏବଂ ବିକ୍କିଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ଏହି ଦମ୍ପତିଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟାକୁ ନେଇ ୱେଡିଂ ପ୍ଲାନରଙ୍କ ଚିନ୍ତା ବାଢ଼ାଇ ଦେଇଛି। ସେମାନେ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଏବଂ କରୋନା ସଚେତନତା ଅବଲମ୍ବନ କରାଯାଉଛି।

ଖବର ଅନୁଯାୟୀ ଏହି ଦମ୍ପତି ରାଜସ୍ଥାନରେ ବିବାହ କରିବେ। ସେମାନେ ଡିସେମ୍ବର ୯ ରେ ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ବିବାହ କରିବେ। ସଂଗୀତ ଏବଂ ମେହେନ୍ଦି ଫଙ୍କସନ୍‌ ଡିସେମ୍ବର ୭-୮ ରେ ଅନୁଷ୍ଠିତ ହେବ।

କ୍ୟାଟ୍ରିନା ଏବଂ ବିକ୍କି ତାଙ୍କ ବିବାହ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୭୦୦ ବର୍ଷ ପୁରୁଣା ସୱାଇ ମାଧୋପୁର ଦୁର୍ଗରେ ଗୋଟିଏ ରାତି ପାଇଁ ଭଡା ପ୍ରାୟ ୭୭,୦୦୦ ଟଙ୍କା ରହିଛି। ଯଦି ଏଥିରେ ଇନକମ୍ ଟ୍ୟାକ୍ସ ଯୋଗ କରାଯାଏ, ତେବେ ଏହି ଖର୍ଚ୍ଚ ପ୍ରାୟ ୯୦,୦୦୦ରେ ପହଞ୍ଚିବ, ତାହା କେବଳ ଗୋଟିଏ କୋଠରୀର ମୂଲ୍ୟ। କିନ୍ତୁ ଏହି  ହୋଟେଲରେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁଇଟ୍ ମଧ୍ୟ ବୁକ୍ କରାଯାଇଛି।

ହୋଟେଲର ରଜା ମାନସିଂହ ଏବଂ ରାଣୀ ପଦ୍ମାବତୀଙ୍କ ସବୁଠାରୁ ମହଙ୍ଗା ସୁଇଟ୍ ଉଭୟଙ୍କ ରହଣି ପାଇଁ ବୁକ୍ ହୋଇଛି। ଏହି ସୁଇଟ୍‌ର ଗୋଟିଏ ରାତିର ଭଡା ୭ ଲକ୍ଷ ଟଙ୍କା, ଅର୍ଥାତ୍ ଉଭୟ ରୁମର ମୂଲ୍ୟ ୧୪ ଲକ୍ଷ।

ଏହି ଦୁଇଟି କୋଠରୀର ବିଶେଷତ୍ୱ ​​ହେଉଛି, ସେଠାରେ ଗାର୍ଡେନ୍ ସହିତ ସୁଇମିଂ ପୁଲର ସୁବିଧା ଅଛି। ବୁକିଂ କରିବା ପରଠାରୁ କେବଳ କୋଠରୀରେ ନୁହେଁ ଆଖପାଖ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। ଏପରିକି ଏଠାକୁ ଯିବା ପାଇଁ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story