ବଧୂ ସାଜିବେ ମୌନି

ମୁମ୍ବାଇ: ମୌନି ରୟଙ୍କ ବାଜିବ ଶାହାନାଇ। ନବ ବଧୂ ସାଜିବେ ଟେଲିଭିଜର ନାଗୀନ୍‌। ହେବେ ହାତକି ଦି ହାତ। ନିଜ ଲଭର୍‌ ବୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବ। ପଡିବ ହାତ ଗଣ୍ଠି। ଆସନ୍ତା ଜାନୁଆରୀ ୨୭ରେ ସାତଫେରା ନେବେ ମୌନି ଓ ତାଙ୍କ ବୟଫ୍ରେଣ୍ଡ ସୁରଜ ନାମ୍ବିୟାର୍‌। ଖୁବ୍‌ଶୀଘ୍ର ବିବାହ କରିବେ ଟେଲିଭିଜନ ତଥା ବଲିଉଡ ଅଭିନେତ୍ରୀ ମୌନି ରୟ। ଏନେଇ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୭ ତାରିଖରେ […]

Mouni roy1

Mouni roy1

Madhupriya Mistry
  • Published: Thursday, 13 January 2022
  • Updated: 13 January 2022, 02:41 PM IST

Sports

Latest News

ମୁମ୍ବାଇ: ମୌନି ରୟଙ୍କ ବାଜିବ ଶାହାନାଇ। ନବ ବଧୂ ସାଜିବେ ଟେଲିଭିଜର ନାଗୀନ୍‌। ହେବେ ହାତକି ଦି ହାତ। ନିଜ ଲଭର୍‌ ବୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବ। ପଡିବ ହାତ ଗଣ୍ଠି। ଆସନ୍ତା ଜାନୁଆରୀ ୨୭ରେ ସାତଫେରା ନେବେ ମୌନି ଓ ତାଙ୍କ ବୟଫ୍ରେଣ୍ଡ ସୁରଜ ନାମ୍ବିୟାର୍‌।

ଖୁବ୍‌ଶୀଘ୍ର ବିବାହ କରିବେ ଟେଲିଭିଜନ ତଥା ବଲିଉଡ ଅଭିନେତ୍ରୀ ମୌନି ରୟ। ଏନେଇ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୭ ତାରିଖରେ ସେ ସୁରଜ ନାମ୍ବିଆର୍‌ଙ୍କୁ ସାତ ଜନ୍ମର ସାଥୀ କରିବେ। ତେବେ ଏହି ବିବାହ ଗୋଆରେ ହେବ।

Mouni Roy to marry businessman Suraj Nambiar in January 2022?

ମିଡିଆ ରିପୋର୍ଟ ଅନୁସାରେ ମୌନିଙ୍କ ବିବାହରେ କେବଳ ତାଙ୍କ ନିକଟ ସମ୍ପର୍କୀୟ ଲୋକେ ଓ କିଛି ଖାସ୍‌ ବନ୍ଧୁ ହିଁ ସାମିଲ ହେବେ। ତାଙ୍କ ବିବାହ ଗୋଆର ସମୁଦ୍ର କୂଳେ ଥିବା ଫାଇଭ୍‌ ଷ୍ଟାର ହୋଟେଲରେ ହେବ। ମୌନିଙ୍କୁ ସମୁଦ୍ର ଭାରି ପସନ୍ଦ। ତେଣୁ ସେ ନିଜ ପସନ୍ଦ ମୁତାବକ ୱେଡିଂ ଭେନ୍ୟୁ ଚୟନ କରିଛନ୍ତି।

ଜାନୁଆରୀ ୨୮ରେ ମୌନିଙ୍କ ରିସେପ୍‌ସନ୍‌ ପାର୍ଟି ଆୟୋଜିତ ହେବ। ଏଥିପାଇଁ ଗୋଆରେ ଅନେକ ସେଲେବ୍ରିଟି ଡେରା ପକାଇଥିବା ଜଣାପଡିଛି। କେବଳ ସେତିକି ନୁହେଁ ଏଠାରେ ଜୋର୍‌ସୋରେ ପ୍ରସ୍ତୁତି ମଧ୍ୟ ଚାଲିଛି। ମୌନିଙ୍କ ବୟଫ୍ରେଣ୍ଡ ସୁରଜ ନାମ୍ବିଆର ପେସାରେ ଜଣେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର। ସେ ଦୁବାଇରେ ରୁହନ୍ତି। ସେ ମୂଳ ରୂପେ ବାଙ୍ଗାଲୁରୁର ବାସିନ୍ଦା।

You can't miss Mouni Roy's hot bridal shoot - Times of India

ମୌନିଙ୍କୁ ଖୁବ୍‌ଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ। ସେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ। ଟେଲିଭିଜନ ସିରିଏଲ୍‌ 'ନାଗୀନ୍‌'ରୁ ବେଶ୍‌ ଚର୍ଚ୍ଚାକୁ ଆସିଲେ ମୌନି। ଟିଆର୍‌ପି ତାଲିକାରେ ଏହି ସିରିଏଲ୍‌ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଏହାପରେ ହିଁ ମୌନିଙ୍କୁ ମିଳିଥିଲା ବଲିଉଡ ଟିକେଟ୍‌। ସେ ଅକ୍ଷୟ କୁମାରଙ୍କ 'ଗୋଲ୍ଡ' ଫିଲ୍ମରେ ଡେବ୍ୟୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story