ପ୍ରେମରେ ଉବୁଟୁବୁ ନୋରା! ସମୁଦ୍ର କୂଳେ ଚାଲିଛି ରୋମାନ୍ସ

ମୁମ୍ବାଇ: ପ୍ରେମରେ ଉବୁଟୁବୁ ବଲିଉଡର ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି। ବିଚ୍‌ରେ ଚାଲିଛି ରୋମାନ୍ସ। ହାତରେ ହାତ ଧରି ସମୁଦ୍ର କୂଳେ ମାରୁଛନ୍ତି ପଇଁତରା। ନିଜ ବେଲି ଡ୍ୟାନ୍ସ ଜରିଆରେ ସମସ୍ତଙ୍କୁ ମତୁଆଳା କରୁଥିବା ନରୋ ଏବେ ପ୍ରେମରେ ପଡିଛନ୍ତି। ବଲିଉଡ ତଥା ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାୱାଙ୍କ ପ୍ରମେରେ ପଡିଛନ୍ତି ନୋରା। ଏ ଦୁହେଁ ଗୋଆ ବିଚ୍‌ରେ ସଟ୍‌ସ୍‌ ପିନ୍ଧି ଏକାଠି ହାତରେ ହାତ ଧରି ବୁଲୁଥିବା ଦେଖିବାକୁ ମିଳିଛି। ଏ ଦୁହିଁଙ୍କ ଫଟୋ ଏବେ […]

Nora

Nora

Madhupriya Mistry
  • Published: Monday, 13 December 2021
  • Updated: 13 December 2021, 12:50 PM IST

Sports

Latest News

ମୁମ୍ବାଇ: ପ୍ରେମରେ ଉବୁଟୁବୁ ବଲିଉଡର ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି। ବିଚ୍‌ରେ ଚାଲିଛି ରୋମାନ୍ସ। ହାତରେ ହାତ ଧରି ସମୁଦ୍ର କୂଳେ ମାରୁଛନ୍ତି ପଇଁତରା। ନିଜ ବେଲି ଡ୍ୟାନ୍ସ ଜରିଆରେ ସମସ୍ତଙ୍କୁ ମତୁଆଳା କରୁଥିବା ନରୋ ଏବେ ପ୍ରେମରେ ପଡିଛନ୍ତି।

ବଲିଉଡ ତଥା ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାୱାଙ୍କ ପ୍ରମେରେ ପଡିଛନ୍ତି ନୋରା। ଏ ଦୁହେଁ ଗୋଆ ବିଚ୍‌ରେ ସଟ୍‌ସ୍‌ ପିନ୍ଧି ଏକାଠି ହାତରେ ହାତ ଧରି ବୁଲୁଥିବା ଦେଖିବାକୁ ମିଳିଛି। ଏ ଦୁହିଁଙ୍କ ଫଟୋ ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ଏମାନଙ୍କ ଫଟୋ ଏବେ ସୋଶାଲ ମିଡଆରେ ଭାଇରାଲ ମଧ୍ୟ ହେଉଛି। କୁହାଯାଉଛି ଯେ, ବି-ଟାଉନର କୁଆଡେ ଏମାନେ ନୂଆ ଲଭ୍‌ବାର୍ଡ।

नोरा फतेही और गुरु रंधावा - India TV Hindi

ଫଟୋକୁ ଦେଖିଲେ ଜଣାପଡୁଛି ଯେ, ନୋରା ଏବଂ ଗୁରୁ ପରସ୍ପରର ପ୍ରେମରେ ପଡିଛନ୍ତି। ଦୁହେଁ ବହୁତ ଖୁସି ଥିବା ମଧ୍ୟ ଜଣା ପଡୁଥିବା ନଜର ଆସିଛି । ବର୍ତ୍ତମାନ ଦୁହିଁଙ୍କ ଫଟୋ ଦେଖି ସମସ୍ତଙ୍କର ଏବେ ଗୋଟିଏ ପ୍ରଶ୍ନ , ଯେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି କି?

ସେମାନଙ୍କ ଫଟୋକୁ ଫଟୋଗ୍ରାଫର୍ ଭାଇରାଲ ଭୟାନୀ ନିଜର ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି । ଅନ୍ୟାନ୍ୟ ଫ୍ୟାନ୍ ପେଜରେ ଏମାନଙ୍କ ଫଟୋ ଖୁବ୍‌ ଶେଆର କରାଯାଇଛି । ୟୁଜର୍ସମାନେ ଏହି ଫଟୋକୁ ଦେଖି କମେଣ୍ଟରେ ସେମାନଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଦୁହେଁ ରିଲେସନ୍‌ସିପ୍‌ରେ ଅଛନ୍ତି କି? ଆଉ ଜଣେ କହିଛନ୍ତି, କ'ଣ ଏହି ଦୁଇଜଣ ସିଙ୍ଗଲରୁ ମିଙ୍ଗଲ ହୋଇଯାଇଛନ୍ତି କି? ଅନ୍ୟ ଜଣେ ୟୁଜର୍ କମେଣ୍ଟ କରିଛନ୍ତି ଯେ, ସେମାନଙ୍କୁ ଏକାସାଙ୍ଗରେ ମଜା କରିବାକୁ ଦିଅ, ତୁମେ ସେଠି କବାବ୍ ମେ ହଡ୍ଡି ହୁଅନି। ସେହିପରି ଅନ୍ୟଜଣେ ଲେଖିଛନ୍ତି ଯେ, ବି-ଟାଉନକୁ ନୂଆ କପଲ୍ ଆସିଛନ୍ତି । ଦୁହିଁଙ୍କ ଫଟୋକୁ ଏଭଳି ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି।

Guru Randhawa's New Track #NachMeriRani With Nora Fatehi, Promotion Pictures Are On Fire

ସୂଚନା ମୁତାବତ ପୂର୍ବରୁ ମଧ୍ୟ ନୋରା ଏବଂ ଗୁରୁ ରନ୍ଧାୱା ଏକାଠି ମ୍ୟୁଜିକ ଭିଡିଓ ଆଲବମ୍‌ରେ କାମ କରିସାରିଛନ୍ତି। 'ନାଚ୍‌ ମେରି ରାନୀ' ଗୀତରେ ଦୁହେଁ ଏକାଠି ନଜର ଆସିଥିଲେ। ଏହି ଗୀତଟି ଜବରଦସ୍ତ ହିଟ୍‌ ମଧ୍ୟ ହୋଇଥିଲା। ଏବେ ବି ଦୁହେଁ ଅପ୍‌କମିଂ ମ୍ୟୁଜିକ ଭିଡିଓ ପାଇଁ ଏକାଠି ହୋଇଥିବା ନେଇ କେହି କେହି କହୁଛନ୍ତି। ତେବେ ପ୍ରକୃତ କଥା କ'ଣ ତାହା ଏଯାଏଁ ଜଣାପଡିନାହିଁ। ଉଭୟଙ୍କ ଭିତରେ ରୋମାନ୍ସ ଥିବା କଥା କିନ୍ତୁ ଚାରିଆଡେ ଚର୍ଚ୍ଚା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story