କରୋନା ଜାଲରେ ଫସିଲେ ନୋରା

ମୁମ୍ବାଇ: ବଲିଉଡରେ ପୁଣି ଥରେ ଧୀରେ ଧୀରେ କାୟା ମେଲାଇବା ଆରମ୍ଭ କରିଲାଣି ମହାମାରୀ କରୋନା। ଗୋଟିଏ ପରେ ଗୋଟିଏ ସେଲେବ୍ରିଟି ଏବେ ଏହି କରୋନାରେ ଫସୁଛନ୍ତି। ଅର୍ଜୁନ୍‌ କପୁର, କରୀନା କପୁର, ଅମୃତା ଅରୋରାଙ୍କ ପରେ ଏବେ ଅଭିନେତ୍ରୀ ନୋରା ଫତେହି ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତାଙ୍କ ନିକଟ ସୂତ୍ରରୁ ସୂଚନା ମିଳିଛି। କରୋନା ପଜିଟିଭ ହେବା ପରେ ସେ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ନେଉଥିବା ଜଣାପଡିଛି। […]

Nora Fatehi

Nora Fatehi

Madhupriya Mistry
  • Published: Thursday, 30 December 2021
  • Updated: 30 December 2021, 02:36 PM IST

Sports

Latest News

ମୁମ୍ବାଇ: ବଲିଉଡରେ ପୁଣି ଥରେ ଧୀରେ ଧୀରେ କାୟା ମେଲାଇବା ଆରମ୍ଭ କରିଲାଣି ମହାମାରୀ କରୋନା। ଗୋଟିଏ ପରେ ଗୋଟିଏ ସେଲେବ୍ରିଟି ଏବେ ଏହି କରୋନାରେ ଫସୁଛନ୍ତି। ଅର୍ଜୁନ୍‌ କପୁର, କରୀନା କପୁର, ଅମୃତା ଅରୋରାଙ୍କ ପରେ ଏବେ ଅଭିନେତ୍ରୀ ନୋରା ଫତେହି ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତାଙ୍କ ନିକଟ ସୂତ୍ରରୁ ସୂଚନା ମିଳିଛି। କରୋନା ପଜିଟିଭ ହେବା ପରେ ସେ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ନେଉଥିବା ଜଣାପଡିଛି।

ମିଳିଥିବା ସୂଚନାନୁସାରେ, ଡସେମ୍ବର ୨୮ ତାରିଖରେ ନୋରାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେ କରୋନାର ପୂରା ନିୟମ ଅନୁସରଣ କରୁଛନ୍ତି। ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ବିଏମସି ସହ ମଧ୍ୟ ସହଯୋଗ ରହିଛି।

ନିକଟରେ ନୋରା ଫତେହିଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏନେଇ ତାଙ୍କ ମୁଖପାତ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଗତକାଲି ଠାରୁ ନୋରାଙ୍କ ସ୍ପୋଟିଂର କିଛି ଚିତ୍ର ଇଣ୍ଟରନେଟରେ ଭାଇରାଲ ହେଉଛି। ଏହା ଏକ ପୂର୍ବରୁ ହୋଇଥିବା ଏକ ଇଭେଣ୍ଟର ଫଟୋ ଏବଂ ନୋରା ନିକଟରେ କୌଣସି ସ୍ଥାନକୁ ଯାଇ ନାହାନ୍ତି। ଆମେ ଅନୁରୋଧ କରୁଛୁ ଯେ ଆପଣ ସମସ୍ତେ ସେହି ପୁରୁଣା ଫଟୋଗୁଡ଼ିକୁ ଅଣଦେଖା କରନ୍ତୁ। ନୋରା ଫତେହି ମଧ୍ୟ ଇନଷ୍ଟାଗ୍ରାମରେ ଏହି ବିଷୟରେ ସୂଚନା ଦେଇଛନ୍ତି।

Nora Fatehi Post

ନିକଟରେ ନୋରା ଓ ଗୁରୁ ରନ୍ଧାୱାଙ୍କ ଏକ ଆଲବମ୍‌ ଗୀତ 'ଡ୍ୟାନ୍ସ ମେରି ରାନୀ' ରିଲିଜ ହୋଇଥିଲା। ଏିହ ଗୀତ ରିଲିଜ ହେବା ପରଠାରୁ ନୋରା ଓ ଗୁରୁ ଲଗାତାର ଏହାର ପ୍ରମୋସନ କରୁଥିଲେ। ବିଭିନ୍ନ ରିଆଲିଟି ଶୋ'କୁ ଯାଇ ପ୍ରଚାର କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story