ମା' ହେବା ପରେ ଛୁଆର ପ୍ରଥମ ଝଲ୍‌କ ଦେଖାଇଲେ ପ୍ରୀତି

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିକଟରେ ଯମଜ ସନ୍ତାନର ମା’ ହୋଇଛନ୍ତି। ସରୋଗେସି ଜରିଆରେ ସେ ମା’ ହୋଇଥିବା ନେଇ ସୋଶାଲ ମିଡିଆରେ ସୂଚନା ଦେଇଥିଲେ। ଏବେ ପ୍ରୀତି ନିଜ ଛୁଆଙ୍କ ପ୍ରଥମ ଝଲକ ଦେଖାଇଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି ଫଟୋ। ଫଟୋରେ ପ୍ରୀତି ଯମଜ ସନ୍ତାନ ଭିତରୁ ଜଣକୁ କୋଳରେ ଧରିଛନ୍ତି। ତେବେ ଏହି ଫଟୋରେ ତାଙ୍କ ଛୁଆର ମୁହଁ ସ୍ପଷ୍ଟ ଭାବେ ଦେଖାଯାଉ ନାହିଁ। ସେ […]

preity-zinta

preity-zinta

Madhupriya Mistry
  • Published: Tuesday, 07 December 2021
  • Updated: 07 December 2021, 05:56 PM IST

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିକଟରେ ଯମଜ ସନ୍ତାନର ମା' ହୋଇଛନ୍ତି। ସରୋଗେସି ଜରିଆରେ ସେ ମା' ହୋଇଥିବା ନେଇ ସୋଶାଲ ମିଡିଆରେ ସୂଚନା ଦେଇଥିଲେ। ଏବେ ପ୍ରୀତି ନିଜ ଛୁଆଙ୍କ ପ୍ରଥମ ଝଲକ ଦେଖାଇଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି ଫଟୋ।

ଫଟୋରେ ପ୍ରୀତି ଯମଜ ସନ୍ତାନ ଭିତରୁ ଜଣକୁ କୋଳରେ ଧରିଛନ୍ତି। ତେବେ ଏହି ଫଟୋରେ ତାଙ୍କ ଛୁଆର ମୁହଁ ସ୍ପଷ୍ଟ ଭାବେ ଦେଖାଯାଉ ନାହିଁ। ସେ ନିଜ ଛୁଆ ବ୍ୟାକ୍‌ ଲୁକ୍‌ ଶେୟାର କରିଛନ୍ତି। ଏହି ଫଟୋକୁ ଶେୟାର କରି ପ୍ରୀତି ଲେଖିଛନ୍ତି, 'ବର୍ପ କପଡା, ଡାଏପର ଏବଂ ଶିଶୁ । ମୋତେ ଏସବୁ ବହୁତ ପସନ୍ଦ ଆସୁଛି। ଆଇ ଏମ୍‌ ଲଭ୍‌ ଇଟ୍‌ ଅଲ୍‌ #ଟିଙ୍ଗ।' ଫଟୋରେ ପ୍ରୀତି ଜିଣ୍ଟା ପିଲାଟିକୁ କୋଳରେ ଧରି ପୋଜ୍ କରୁଛନ୍ତି। ପ୍ରୀତିଙ୍କ କାନ୍ଧରେ ଏକ ବର୍ପ କପଡା ରଖିଥିବା ନଜର ଆସିଛି। ଏହି ଫଟୋରେ ଦିଆ ମିର୍ଜା, ପତ୍ରଲେଖା, ପ୍ରିୟଙ୍କା ଚୋପ୍ରା, ଡିନୋ ମୋରିଆ ପ୍ରତିକ୍ରିୟା ଦେଇଛନ୍ତି। କିଏ ହାର୍ଟ ଇମୋଜି ଦେଇଛି ତ ଆଉ କିଏ ଲଭ୍‌ ଇମୋଜି ପଠାଇଛି।

ପ୍ରୀତି ୪୬ ବର୍ଷ ବୟସରେ ସରୋଗେସି ଜାରିଆରେ ଯାଆଁଳା ଛୁଆର ମା' ହୋଇଛନ୍ତି। ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି। ସେ ପୁଅର ନାଁ ଜୟ ଏବଂ ଝିଅର ନାଁ ଜିଆ ରଖିଛନ୍ତି। ଗତମାସରେ ସେ ମା' ହୋଉଥିବା ନେଇ ସୂଚନା ଦେଇଥିଲେ।

୨୦୧୬ରେ ନିଜ ଆମେରିକୀୟ ବୟଫ୍ରେଣ୍ଡ ଜେନ୍‌ ଗୁଡ୍‌ଇନଫ୍‌ଙ୍କୁ ବିବାହା କରିଥିଲେ ପ୍ରୀତି। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି। ପ୍ରାୟତଃ ନିଜ ସ୍ୱାମୀ ଓ ପିଲାଙ୍କ ସହ ସେ ଫଟୋ ଶେୟାର କରନ୍ତି। ଦୀର୍ଘ ଦିନ ଧରି ପ୍ରୀତି ବଲିଉଡ ଠାରୁ ଦୂରେଇ ରହିଛନ୍ତି। ଏବେ ସେ କମ୍‌ବ୍ୟାକ୍‌ କରିବା ପାଇଁ ଯାଉଛନ୍ତି। କୁହାଯାଉଛି ଯେ ସେ ଖୁବଶୀଘ୍ର ଫିଲ୍ମ ନିର୍ମାତା ଦାନିଶ ରେଞ୍ଜୁଙ୍କ ଅନ୍‌ଟାଇଟଲ ଫିଲ୍ମରେ କାମ କରିବେ। ଏହି ଫିଲ୍ମଟି କଶ୍ମୀର ଉପରେ ଆଧାରିତ।

View this post on Instagram

A post shared by Preity G Zinta (@realpz)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story