ଆଦିତ୍ୟ ପଞ୍ଚୋଲିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଥାନାକୁ ଗଲା ମାମଲା

ମୁମ୍ବାଇ: ପୁଣି ବିବାଦରେ ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲି। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୁଆଡେ ପ୍ରଯୋଜକଙ୍କୁ ମାରପିଟ୍‌ କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଜଣାପଡିଛି। ଏନେଇ ମୁମ୍ବାଇ ସ୍ଥିତ ଜୁହୁ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଫିଲ୍ମ ପ୍ରଯୋଜକ ସ୍ୟାମ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କୁ ଆଦିତ୍ୟ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଅଭିନେତା ଜଣକ ହୋଟେଲ୍‌ ରୁମ୍‌ ଭିତରେ ତାଙ୍କୁ ଅସଭ୍ୟ ଭାଷାରେ ଗଳିଗୁଲଜ […]

aditya-pancholi

aditya-pancholi

Madhupriya Mistry
  • Published: Wednesday, 09 February 2022
  • Updated: 09 February 2022, 05:33 PM IST

Sports

Latest News

ମୁମ୍ବାଇ: ପୁଣି ବିବାଦରେ ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲି। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୁଆଡେ ପ୍ରଯୋଜକଙ୍କୁ ମାରପିଟ୍‌ କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଜଣାପଡିଛି। ଏନେଇ ମୁମ୍ବାଇ ସ୍ଥିତ ଜୁହୁ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

ଫିଲ୍ମ ପ୍ରଯୋଜକ ସ୍ୟାମ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କୁ ଆଦିତ୍ୟ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଅଭିନେତା ଜଣକ ହୋଟେଲ୍‌ ରୁମ୍‌ ଭିତରେ ତାଙ୍କୁ ଅସଭ୍ୟ ଭାଷାରେ ଗଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ  ଧମକ ଦେବା ଓ ମାରିପିଟ୍‌ କରିଥିବା ନେଇ ପ୍ରଯୋଜକ ସାମ୍‌ ଖୋଦ୍‌ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ମୁତାବକ, ହାୱା ସିଂ ଫିଲ୍ମରେ ପୁଅ ସୁରଜ ପଞ୍ଚୋଲିଙ୍କୁ ରଖିବା ପାଇଁ ଆଦିତ୍ୟ ସାମଙ୍କ ଉପରେ ଚାପ ପକାଉଛନ୍ତି। ସେ କହିଛନ୍ତି, 'ମୁଁ ୨୦୧୯ରେ ସୁରଜଙ୍କ ସହ ଏହି ଫିଲ୍ମ କରିବା ପାଇଁ ଘୋଷଣା କରିଥିଲି। ସେ ୧୨ ଦିନ ପାଇଁ ଫିଲ୍ମର ଶୁଟିଂ ମଧ୍ୟ କରିଥିଲେ, କିନ୍ତୁ ପ୍ରଥମ ଲକଡାଉନ୍ ପରେ ଫିଲ୍ମର ଶୁଟ୍‌କୁ ନେଇ ଟିକେ କଷ୍ଟସାଧ୍ୟ ହେଲା। ନିବେଶକମାନେ ସୁରଜଙ୍କ ସହ ଫିଲ୍ମ କରିବା ପାଇଁ ଅମଙ୍ଗ ହେଲେ।

ମୁଁ ସୁରଜଙ୍କ ସହ କଥା ହେଲି ଏବଂ ସେ ଅନ୍ୟ ଯେ କୌଣସି ଅଭିନେତାଙ୍କୁ ନେଇ ଏହି ଫିଲ୍ମ କରିପାରିବି ଏଥିରେ ତାଙ୍କର କିଛି ଆପତ୍ତି ନାହିଁ ବୋଲି କହିଥିଲେ। କିନ୍ତୁ ସୁରଜଙ୍କ ବାପା ଆଦିତ୍ୟ କହିଛନ୍ତି, ଯେ ଆମେ କେବଳ ସୁରଜଙ୍କ ସହ କାମ କରିବା ଉଚିତ ଏବଂ ସେ ନିବେଶକ ଆଣିବେ, କିନ୍ତୁ ତାହା ହୋଇ ନଥିଲା। ସେ ଏହି ଫିଲ୍ମ ପାଇଁ ଟଙ୍କା ଦେଇଥିଲେ, କିନ୍ତୁ ତାହା ସମ୍ପୂର୍ଣ୍ଣ ନଥିଲା। ଏହି ଫିଲ୍ମଟି ଜଣେ ଭାରତର ହେଭିୱେଟ୍ ବକ୍ସରଙ୍କ ବାୟୋପିକ୍ ଏବଂ ଏଥିପାଇଁ ଆମକୁ ୨୫କୋଟି ବଜେଟ୍ ଆବଶ୍ୟକ।'

ପ୍ରଯୋଜକ ଜଣକ ଆହୁରି କହିଛନ୍ତ, ଜାନୁଆରୀ ୨୭ ତାରିଖ ଠାରୁ ସବୁ ବିଗିଡି ଯାଇଥିଲା। ଆଦିତ୍ୟ ମୋତେ ଭେଟିବାକୁ ଚାହୁଁଥିବା ନେଇ କହିଥିଲେ। ଏହାପରେ ମୁଁ ତାଙ୍କୁ ହୋଟେଲକୁ ଡାକିଥିଲି। ତେବେ ଆଲୋଚନା କରିବାର କିଛି ସମୟ ପରେ ସେ ମୋତେ ଧମକ ଦେଇଥିଲେ। ପୁଅ ସୁରଜକୁ ଫିଲ୍ମରେ ନନେଲେ ଏହି ଫିଲ୍ମ ତିଆରି ହେବାକୁ ଦେବେନାହିଁ ବୋଲି କହିଥିଲେ। ଏହାପରେ ସେ ମୋତେ ଗାଳିଗୁଲଜ କରିବା ସହ ମାରପିଟ୍‌ ମଧ୍ୟ କରିଥିଲେ। ଏହାପରେ ମୁଁ ଥାନାରେ ତାଙ୍କ ବିରୋଧରେ ଏଫଆଇଆର୍‌ ଦେଇଛି।'

ସୂଚନା ମୁତାବକ, ଆଦିତ୍ୟ ପଞ୍ଚୋଲିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଏଭଳି ଅନେକ ଅଭିଯୋଗ ଆସିଛି। ବର୍ଷକ ତଳେ ସେ ତାଙ୍କ ପଡୋଶୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଆସିଥିଲା। ଏହି ମାମଲାରେ ସେ ଜେଲ୍‌ ମଧ୍ୟ ଯାଇଥିଲେ।

https://twitter.com/ANI/status/1491358096446603265?s=20&t=Qw2-BRmds6VFier3AFNeZQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story