ବିକ୍କି-କ୍ୟାଟ୍ରିନାଙ୍କ ବିବାହକୁ ଜଗିବେ ସଲମାନଙ୍କ ବଡିଗାର୍ଡ

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡ ଷ୍ଟାର ବିକ୍କି କୌଶାଲ ଏବଂ କ୍ୟାଟ୍ରିନା କୈଫଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏଦୁହେଁ। ବିବାହକୁ ନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି। ଚାରିଆଡେ କେବଳ ବି-ଟାଉନର ଏହି ଷ୍ଟାର ଦମ୍ପତ୍ତିଙ୍କ ରୟାଲ ୱେଡିଂକୁ ନେଇ ଚାଲିଛି ଚର୍ଚ୍ଚା। ଆସନ୍ତା ୯ ତାରିଖ ଦିନ ରାଜସ୍ଥାନରେ ଉଭୟ ସାତ ଜନ୍ମର ସାଥୀ ହେବ। ତେବେ ବିକ୍କ-କ୍ୟାଟ୍‌ଙ୍କ ବିବାହକୁ ଏବେ ଭାଇଜାନ୍‌ ସଲମାନ ଖାନ୍‌ଙ୍କ ବଡିଗାର୍ଡ ସୁରକ୍ଷା ଦେବେ। ତାଙ୍କ ବିବାହକୁ ଜଗିବେ […]

vicky-kaushal-and-katrina-k

vicky-kaushal-and-katrina-k

Madhupriya Mistry
  • Published: Monday, 06 December 2021
  • Updated: 06 December 2021, 05:08 PM IST

Sports

Latest News

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡ ଷ୍ଟାର ବିକ୍କି କୌଶାଲ ଏବଂ କ୍ୟାଟ୍ରିନା କୈଫଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏଦୁହେଁ। ବିବାହକୁ ନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି। ଚାରିଆଡେ କେବଳ ବି-ଟାଉନର ଏହି ଷ୍ଟାର ଦମ୍ପତ୍ତିଙ୍କ ରୟାଲ ୱେଡିଂକୁ ନେଇ ଚାଲିଛି ଚର୍ଚ୍ଚା। ଆସନ୍ତା ୯ ତାରିଖ ଦିନ ରାଜସ୍ଥାନରେ ଉଭୟ ସାତ ଜନ୍ମର ସାଥୀ ହେବ। ତେବେ ବିକ୍କ-କ୍ୟାଟ୍‌ଙ୍କ ବିବାହକୁ ଏବେ ଭାଇଜାନ୍‌ ସଲମାନ ଖାନ୍‌ଙ୍କ ବଡିଗାର୍ଡ ସୁରକ୍ଷା ଦେବେ। ତାଙ୍କ ବିବାହକୁ ଜଗିବେ ସଲମାନଙ୍କ ବ୍ୟକ୍ତିଗତ ବଡିଗାର୍ଡ ଶେରା।

ବିକ୍କି-କ୍ୟାଟ୍ରିନାଙ୍କ ସୁରକ୍ଷା ଦାୟିତ୍ୱ ନେବେ ସଲମାନଙ୍କ ବ୍ୟକ୍ତିଗତ ବଡିଗାର୍ଡ ଶେରା। ପିଙ୍କ ଭିଲ୍ଲାର ରିପୋର୍ଟ ଅନୁଯାୟୀ ସଲମାନଙ୍କ ବଡିଗାର୍ଡ ଶେରା ଏକ ସିକ୍ୟୁରିଟି କମ୍ପାନୀ ଚଲାନ୍ତି। ତାଙ୍କର କମ୍ପାନୀର ନାଁ ଟାଇଗର ସିକ୍ୟୁରିଟି। ବିକ୍କି-କ୍ୟାଟଙ୍କ ବିବାହ ଆୟୋଜନ ହେବାକୁ ଥିବା ସିକ୍ସ ସେନ୍ସ ଦୁର୍ଗର ସୁରକ୍ଷାର ସମ୍ପୂର୍ଣ୍ଣ ଚାର୍ଜ ବର୍ତ୍ତମାନ ଶେରାଙ୍କ ହାତରେ ଅଛି। ଏହା ବ୍ୟତୀତ ସେଠାକାର ସ୍ଥାନୀୟ ପୁଲିସଠାରୁ ମଧ୍ୟ ସହାୟତା ନିଆଯାଇଛି। ଅନେକ ବଲିଉଡ ଅଭିନେତା ଏବଂ ଭିଭିଆଇପି ଅତିଥି ଏହି ବିବାହରେ ସାମିଲ ହେବା ନେଇ ସୂଚନା ରହିଛି। ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି।

ରିପୋର୍ଟ ମୁତାବକ, ଆଜି କ୍ୟାଟ୍ରିନା ଏବଂ ବିକ୍କି ନିଜ ପରିବାର ସହ ବିବାହ ପାଇଁ ରାଜସ୍ଥାନରେ ପହଞ୍ଚିଥିବା କୁହାଯାଉଛି। ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଠାରୁ ଦୁହେଁ ହେଲିକପ୍ଟରେ ୱେଡିଂ ଭେନ୍ୟୁରେ ପହଞ୍ଚିବେ। ଆସନ୍ତାକାଲି ବିବାହର ଫଙ୍କସନ୍‌ ଆରମ୍ଭ ହେବ। ୯ ଡିସେମ୍ବରରେ ଦୁହେଁ ବିବାହ କରିବେ।

ବିଭିନ୍ନ ଗଣମାଧ୍ୟମ ଏବଂ ସୋଶାଲ ମିଡିଆରେ ବିକ୍କ-କ୍ୟାଟ୍‌ଙ୍କ ବିବାହକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିବା ବେଳେ ଏଯାଏଁ କିନ୍ତୁ ଦୁହେଁ ଅଫିସିଆଲି କିଛି ବି ଘୋଷଣା କରିନାହାନ୍ତି। କ୍ୟାଟ୍ରିନା ଉକ୍ତ ବିବାହକୁ ନେଇ ବେଶ୍‌ ସତର୍କ ହୋଇଯାଇଛନ୍ତି। ଏଥିପାଇଁ ନିଜ ବିବାହକୁ ମିଡିଆ କଭରେଜ ଠାରୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି। ଉକ୍ତ ବିବାହରେ ନୋ-ଫୋନ୍‌ ପଲିସି ଲାଗୁ କରାଯାଇଛି। କେବଳ ସେତିକି ନୁହେଁ ଅତିଥିମାନଙ୍କୁ ଏନ୍‌ଡିଏ୍‌(ନଟ୍‌ ଟୁ ଡିସ୍‌କ୍ଲୋଜ୍‌) କ୍ଲଜରେ ଦସ୍ତଖତ କରିବାକୁ ମଧ୍ୟ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story