ଫ୍ୟାନ୍‌ଙ୍କ ଉପରେ ରାଗିଗଲେ ସଲମାନ, କହିଦେଲେ ଏମିତି

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍‌। ସେ ଏଙ୍ଗ୍ରି ୟଙ୍ଗ ମ୍ୟାନ୍‌ ଭାବେ ବେଶ୍‌ ଜଣାଶୁଣା। ତାଙ୍କ ରାଗ ବିଷୟରେ ପୁରା ବି-ଟାଉନ୍‌ ଜାଣିଛି। ସେ ଖୁବଶୀଘ୍ର ରାଗି ଯାଆନ୍ତି। ଏଥିପାଇଁ ସେ ପୂର୍ବରୁ ବହୁଥର ଚର୍ଚ୍ଚାରେ ରହିଛନ୍ତି। ଏବେ ପୁଣି ଥରେ ତାଙ୍କ ରାଗ ସାମ୍ନାକୁ ଆସିଛି। ତେବେ ଏଥର ଜଣେ ଫ୍ୟାନ୍‌ଙ୍କୁ ତାଙ୍କ ରାଗର ସାମ୍ନା କରିବାକୁ ପଡିଛି। ନିକଟରେ ସଲମାନ ଏକ ଇଭେଣ୍ଟକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ସେଲ୍ଫି ନେବା […]

Salman

Salman

Madhupriya Mistry
  • Published: Monday, 08 November 2021
  • Updated: 08 November 2021, 05:05 PM IST

Sports

Latest News

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍‌। ସେ ଏଙ୍ଗ୍ରି ୟଙ୍ଗ ମ୍ୟାନ୍‌ ଭାବେ ବେଶ୍‌ ଜଣାଶୁଣା। ତାଙ୍କ ରାଗ ବିଷୟରେ ପୁରା ବି-ଟାଉନ୍‌ ଜାଣିଛି। ସେ ଖୁବଶୀଘ୍ର ରାଗି ଯାଆନ୍ତି। ଏଥିପାଇଁ ସେ ପୂର୍ବରୁ ବହୁଥର ଚର୍ଚ୍ଚାରେ ରହିଛନ୍ତି। ଏବେ ପୁଣି ଥରେ ତାଙ୍କ ରାଗ ସାମ୍ନାକୁ ଆସିଛି। ତେବେ ଏଥର ଜଣେ ଫ୍ୟାନ୍‌ଙ୍କୁ ତାଙ୍କ ରାଗର ସାମ୍ନା କରିବାକୁ ପଡିଛି।

ନିକଟରେ ସଲମାନ ଏକ ଇଭେଣ୍ଟକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ସେଲ୍ଫି ନେବା ପାଇଁ ଫ୍ୟାନ୍‌ମାନଙ୍କ ଭିଡ ଜମିଥିଲା। ଏହାରି ଭିତରେ ଜଣେ ଫ୍ୟାନ୍‌ ତାଙ୍କ ଆଗକୁ ଆସି ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ। ବାରମ୍ବାର ସଲମାନଙ୍କ ଆଖପାଖରେ ସେ ଫୋନ୍‌ର କ୍ୟାମେରା ଏଙ୍ଗଲ ଠିକ୍‌ କରିବାକୁ ଚେଷ୍ଟା କରୁଥିଲା।

ଏହାପରେ ତାଙ୍କୁ ସଲମାନ ଆଗକୁ ଯିବାକୁ କହିଥିଲେ। କିନ୍ତୁ ଫ୍ୟାନ୍‌ ଜଣକ ଶୁଣିନଥିଲେ। ଏହାପରେ ସଲମାନ ରାଗିଯାଇ ତା'ର କ୍ଳାସ୍‌ ନେଇଥିଲେ।  କହିଥିଲେ 'ନାଚିବା ବନ୍ଦ କର'। ଏହାପରେ ଫ୍ୟାନ୍‌ ଜଣକ ସଲମାନଙ୍କ ରାଗ ଦେଖି ସେଠାରୁ ଦୌଡି ପଳାଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ପୂର୍ବରୁ ମଧ୍ୟ ସଲମାନ ଫ୍ୟାନ୍‌ଙ୍କ ଉପରେ ବହୁଥର ରାଗିଛନ୍ତି। ଏପରିକି ତାଙ୍କ ଫୋନ୍‌ ମଧ୍ୟ ଛଡାଇ ନେଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସଲମାନ ଖାନ୍‌ ଏବେ 'ବିଗ୍‌ ବସ୍‌-୧୫' ହୋଷ୍ଟ କରୁଛନ୍ତି। ଏଥିସହ ଆସନ୍ତା ୨୬ ତାରିଖରେ ତାଙ୍କ ଫିଲ୍ମ 'ଅନ୍ତିମ ଦ ଫାଇନାଲ ଟ୍ରୁଥ' ରିଲିଜ ହେବ। ଏଥିରେ ତାଙ୍କ ସହ ତାଙ୍କ ଭିଣେଇ ଆୟୁଷ ଶର୍ମା ନଜର ଆସିବେ। ଏହି ଫିଲ୍ମକୁ ମହେଶ ମଞ୍ଜରେକର ନିର୍ଦ୍ଦେଶନା ଦେଇଛନ୍ତି।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story