ସଲମାନଙ୍କ ଘରର ବୋହୂ ସାଜିବେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡରେ ଚାଲିଛି ବିବାହ ଋତୁ। ନିକଟରେ ଅଭିନେତା ରାଜକୁମାର ରାଓ ଓ ପତ୍ରଲେଖା ସତଫେରା ନେଇଛନ୍ତି। ଏବେ ବିକ୍କି କୌଶାଲ ଓ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା। ସେପଟେ ତାରା ସୂତାରିଆ ଓ ଅରମାନ ଜୈନ୍‌ ମଧ୍ୟ ଖୁବ୍‌ଶୀଘ୍ର କରିପାରନ୍ତି ବିବାହ। ଏହି ତାଲିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ନାଁ ମଧ୍ୟ ରହିଛି। ତେବେ ଏହାରି ଭିତରେ ଏହି ଲିଷ୍ଟରେ ଏବେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ନାଁ ମଧ୍ୟ […]

Salman Khan and Sonakshi

Salman Khan and Sonakshi

Madhupriya Mistry
  • Published: Monday, 29 November 2021
  • Updated: 29 November 2021, 06:52 PM IST

Sports

Latest News

ମୁମ୍ବାଇ: ବଲିଉଡରେ ଚାଲିଛି ବିବାହ ଋତୁ। ନିକଟରେ ଅଭିନେତା ରାଜକୁମାର ରାଓ ଓ ପତ୍ରଲେଖା ସତଫେରା ନେଇଛନ୍ତି। ଏବେ ବିକ୍କି କୌଶାଲ ଓ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା। ସେପଟେ ତାରା ସୂତାରିଆ ଓ ଅରମାନ ଜୈନ୍‌ ମଧ୍ୟ ଖୁବ୍‌ଶୀଘ୍ର କରିପାରନ୍ତି ବିବାହ। ଏହି ତାଲିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ନାଁ ମଧ୍ୟ ରହିଛି। ତେବେ ଏହାରି ଭିତରେ ଏହି ଲିଷ୍ଟରେ ଏବେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ନାଁ ମଧ୍ୟ ଯୋଡି ହୋଇଛି। ସେ ଖୁବଶୀଘ୍ର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଘରର ବୋହୂ ହେବାକୁ ଯାଉଛନ୍ତି। ଏନେଇ ବି-ଟାଉନ୍‌ ଗଳିରେ ଚାଲିଛି ଗସିପ୍‌।

ଖୁବ୍‌ଶୀଘ୍ର କନିଆଁ ସାଜିବେ ଶଟଗନ୍‌ ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ ସିହ୍ନା। ସଲମାନଙ୍କ ପରିବାରରେ ଧରିବେ ହାତ। ତାଙ୍କ ସମର୍କୀୟ ତଥା ସେଲେବ୍ରିଟି ମ୍ୟାନେଜର ବଣ୍ଟି ସାଜଦେହଙ୍କୁ ସେ କରିବେ ବିବାହ। ଦୁହେଁ ପରସ୍ପର ଦୀର୍ଘ ଦିନ ଧରି ଡେଟ୍‌ କରୁଛନ୍ତି। ଏବେ ଉଭୟଙ୍କ ଏହି ଡେଟିଂ ବିବାହରେ ପରିଣତ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି।

Sonakshi With With Bunty Sajdeh

୨୦୧୨ ଠାରୁ ଦୀର୍ଘ ବର୍ଷ ଧରି ବଣ୍ଟି ସାଜଦେହ ସହିତ ଡେଟିଂ କରୁଛନ୍ତି ସୋନାକ୍ଷୀ।  ତଥାପି, ଦୁହେଁ ଏ ବିଷୟରେ ଖୋଲାଖୋଲି ଭାବେ ମିଡିଆ ସାମ୍ନାରେ କେବେ ଖୁଲାସା କରିନାହାନ୍ତି। ହେଲେ ଉଭୟେ ଅନେକ ସେଲେବ୍ରିଟି ପାର୍ଟିରେ ଏକାଠି କ୍ୟାମେରା ଆଗରେ କଏଦ୍‌ ହୋଇଇଛନ୍ତି। ସୋନାକ୍ଷୀ ସିହ୍ନାଙ୍କ ପରିବାର ସଦସ୍ୟ ବଣ୍ଟିଙ୍କୁ ବେଶ୍‌ ପସନ୍ଦ କରନ୍ତି ବୋଲି ମିଡିଆ ରିପୋର୍ଟରେ ଦାବି କରାଯାଇଛି। ବଣ୍ଟି ସାଜଦେହ ହେଉଛନ୍ତି ସଲମାନଙ୍କ ଘନିଷ୍ଟ ସମ୍ପର୍କୀୟ। ସେ ତାଙ୍କ ଭାଇ ସୋହେଲ ଖାନ୍‌ଙ୍କ ଶାଳକ। ସୋହେଲଙ୍କ ପତ୍ନୀ ସୀମା ଖାନ୍‌ଙ୍କ ନିଜ ଭାଇ ହେଉଛନ୍ତି ବଣ୍ଟି।

୨୦୧୦ ମସିହାରେ ସୋନାକ୍ଷୀ ସଲମାନ ଖାନଙ୍କ ଫିଲ୍ମ 'ଦବାଙ୍ଗ'ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ୨୦୧୬ରେ ବଣ୍ଟି ଏବଂ ସୋନାକ୍ଷୀଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା। ପରେ ସେମାନଙ୍କ ବ୍ରେକଅପ୍ ହୋଇଯାଇଥିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା।

ବଣ୍ଟି ପୂର୍ବରୁ ବିବାହ କରିସାରିଛନ୍ତି। ସେ ୨୦୦୯ରେ ଅମ୍ବିକା ଚୌହାନଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୪ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ, ତାଙ୍କର ଛାଡପତ୍ର ହୋଇଥିଲା। ସେ ପିଆର୍‌ ଏଜେନ୍ସି 'କର୍ଣ୍ଣର ଷ୍ଟୋନ୍‌'ର ମାଲିକ ଅଟନ୍ତି। ବଣ୍ଟିଙ୍କ କେବଳ ବଲିଉଡ ନୁହେଁ କ୍ରିକେଟର ମାନଙ୍କ ସହ ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି। ସେ ବିରାଟ କୋହଲିଙ୍କ ଜଣେ ଭଲ ବନ୍ଧୁ ବୋଲି ଜଣାପଡିଛି।

View this post on Instagram

A post shared by Bunty Sajdeh (@buntysajdeh)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story