ଅଡୁଆରେ ସୋନୁ ସୁଦ୍‌, ନୋଟିସ୍‌ ପଠାଇଲା ବିଏମ୍‌ସି

ମୁମ୍ବାଇ: ବଢ଼ିଲା ରିଲ୍‌ରୁ ରିଆଲ୍‌ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ଅଡୁଆ। ବୃହ୍ମମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେସନ୍‌ ନଗର ନିଗମ ତଥା ବିଏମ୍‌ସି ତାଙ୍କୁ ନୋଟିସ ପଠାଇଛି। ତାଙ୍କ ଜୁହୁ ସ୍ଥିତ ଏକ ରେସିଡେନ୍‌ସିଆଲ୍‌ ବିଲ୍ଡିଂକୁ ହୋଟେଲରେ ପରିଣତ କରିବା ଏବଂ ଏଥିରେ ବେଆଇନ ନିର୍ମାଣ ପାଇଁ ସୋନୁ ସୁଦଙ୍କୁ ଏହି ନୋଟିସ୍‌ ପଠାଯାଇଛି। ନଭେମ୍ବର ୧୫ରେ ଜାରି କରାଯାଇଥିବା ଏହି ନୋଟିସ୍‌ରେ ସୋନୁ ସୁଦଙ୍କୁ ଏହି ଛଅ ମହଲା କୋଠାକୁ ହୋଟେଲରୁ ପୁଣି ରେସିଡେନ୍‌ସିଆଲ୍‌ […]

sonu-soud

sonu-soud

Madhupriya Mistry
  • Published: Monday, 06 December 2021
  • Updated: 06 December 2021, 04:20 PM IST

Sports

Latest News

ମୁମ୍ବାଇ: ବଢ଼ିଲା ରିଲ୍‌ରୁ ରିଆଲ୍‌ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ଅଡୁଆ। ବୃହ୍ମମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେସନ୍‌ ନଗର ନିଗମ ତଥା ବିଏମ୍‌ସି ତାଙ୍କୁ ନୋଟିସ ପଠାଇଛି। ତାଙ୍କ ଜୁହୁ ସ୍ଥିତ ଏକ ରେସିଡେନ୍‌ସିଆଲ୍‌ ବିଲ୍ଡିଂକୁ ହୋଟେଲରେ ପରିଣତ କରିବା ଏବଂ ଏଥିରେ ବେଆଇନ ନିର୍ମାଣ ପାଇଁ ସୋନୁ ସୁଦଙ୍କୁ ଏହି ନୋଟିସ୍‌ ପଠାଯାଇଛି। ନଭେମ୍ବର ୧୫ରେ ଜାରି କରାଯାଇଥିବା ଏହି ନୋଟିସ୍‌ରେ ସୋନୁ ସୁଦଙ୍କୁ ଏହି ଛଅ ମହଲା କୋଠାକୁ ହୋଟେଲରୁ ପୁଣି ରେସିଡେନ୍‌ସିଆଲ୍‌ ବିଲ୍ଡିଂରେ ପରିଣତ କରିବାକୁ କୁହାଯାଇଛି।

ଚଳିତ ବର୍ଷ ଆରମ୍ଭରୁ ବିଏମ୍‌ସି ସୋନୁ ସୁଦ୍‌ଙ୍କୁ ତାଙ୍କ ଜୁହୁ ହୋଟେଲକୁ ପୁଣି ରେସିଡେନ୍‌ସିଲ୍‌ ବିଲ୍ଡିଂରେ ପରିଣତ କରିବାକୁ ଏବଂ ବିଲ୍ଡିଂରେ କରାଯାଇଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ହଟାଇବାକୁ କହିଥିଲା। ବମ୍ବେ ହାଇକୋର୍ଟରେ ସୋନୁ ବିଏମସିର କଥା ମାନିଥିଲେ। ସେ ନିଜେ ଏହି କୋଠାକୁ ନବୀକରଣ କରିବେ ବୋଲି କହିଥିଲେ। ତେବେ ସୋନୁ ଏଯାଏଁ ଉକ୍ତ ବିଲ୍ଡିଂର ମରାମତି କାମ ଆରମ୍ଭ କରିନାହାନ୍ତି ବୋଲି ବିଏମ୍‌ସି ଜାରି କରିଥିବା ତା' ନୂଆ ନୋଟିସ୍‌ରେ କହିଛି।

ନୋଟିସରେ ବିଏମ୍‌ସି ଆହୁରି କହିଛି, 'ଆପଣ(ସୋନୁ) କହିଥିଲେ ପ୍ରଥମ ଏବଂ ଷଷ୍ଠ ମହଲା ଉପରେ କାର୍ଯ୍ୟକଳାପ ବନ୍ଦ କରିବେ । ଏହାସହ ରେସିଡେଣ୍ଟ ପାଇଁ ଏହାକୁ ବ୍ୟବହୃତ କରାଯିବ ଏବଂ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାରିବାକୁ ଯାଉଛନ୍ତି ବୋଲି କହିଥିଲେ। ଅକ୍ଟୋବର ୨୦ରେ ବିଏମସି ଅଧିକାରୀମାନେ ଏହି ସାଇଟ୍ ଯାଞ୍ଚ କରିଥିଲେ। ଆପଣ ଯୋଜନା ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିନାହାଁନ୍ତି ବୋଲି ସେମାନେ ଦେଖିବାକୁ ପାଇଥିଲେ।'

ସୂଚନା ମୁତାବକ, ସୋନୁଙ୍କ ବିରୋଧରେ  କାର୍ଯ୍ୟକର୍ତ୍ତା ଗଣେଶ କୁସୁମୁଲୁ ବିରୋଧରେ ଅଭିଯୋଗ କରିଛନ୍ତି। ସେମାନେ ହୋଟେଲକୁ ଏକ ଗାର୍ଲସ୍‌ ହଷ୍ଟେଲରେ ପରିଣତ କରିଦେଇଛନ୍ତି। ବିଏମସି ଏହି କୋଠାକୁ ଭାଙ୍ଗିବା ଉଚିତ୍ ବୋଲି କହିଥିଲେ। ଏହି ଅଭିଯୋଗ ପରେ ସୋନୁ ବିଏମସିକୁ, ଏହା ଏକ ଆବାସିକ ସମ୍ପତ୍ତି ହୋଇ ରହିବ ଏବଂ କୌଣସି ବେଆଇନ ନିର୍ମାଣ କାର୍ଯ୍ୟ କରାଯିବ ନାହିଁ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story