ମୁହଁ ଖୋଲିଲେ ଅଭିନେତ୍ରୀ, 'ମୁଁ ବି କାଷ୍ଟିଂ କାଉଚ୍‌ର ଶିକାର ହୋଇଛି'

ମୁମ୍ବାଇ: ବଲିଉଡର ଚକାଚକ ଦୁନିଆ ଭିତରେ ଲୁଚି ରହିଛି କାଷ୍ଟିଂ କାଉଚ୍‌ର ଅନେକ କଳା କାହାଣୀ। ଶୋବିଜ୍ ଦୁନିଆରେ କାଷ୍ଟିଂ କାଉଚ୍ ହେଉଛି ଏକ ଏଭଳି କଳା ଦାଗ, ଯେଉଁଥିପାଇଁ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ବଦନାମ୍‌। ଅନେକ ସେଲେବ୍ରିଟି କାଷ୍ଟିଂ କାଉଚର ଶିକାର ହୋଇଛନ୍ତି। ଏହାକୁ ନେଇ ଅନେକ ସ୍ୱର ଉତ୍ତୋଳନ ମଧ୍ୟ କରିଛନ୍ତି। ଏବେ ଏହି ତାଲିକାରେ ଆଉଜଣେ ନାମୀଦାମୀ ଅଭିନେତ୍ରୀଙ୍କ ନାଁ ସାମିଲ ହୋଇଛି। ନିକଟରେ ଅଭିନେତ୍ରୀ ସୁରଭିନ୍‌ ଚାୱଲା ସେ ମଧ୍ୟ କାଷ୍ଟିଂ […]

Survin Chawla-1

Survin Chawla-1

Madhupriya Mistry
  • Published: Wednesday, 15 December 2021
  • Updated: 15 December 2021, 12:30 PM IST

Sports

Latest News

ମୁମ୍ବାଇ: ବଲିଉଡର ଚକାଚକ ଦୁନିଆ ଭିତରେ ଲୁଚି ରହିଛି କାଷ୍ଟିଂ କାଉଚ୍‌ର ଅନେକ କଳା କାହାଣୀ। ଶୋବିଜ୍ ଦୁନିଆରେ କାଷ୍ଟିଂ କାଉଚ୍ ହେଉଛି ଏକ ଏଭଳି କଳା ଦାଗ, ଯେଉଁଥିପାଇଁ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ବଦନାମ୍‌। ଅନେକ ସେଲେବ୍ରିଟି କାଷ୍ଟିଂ କାଉଚର ଶିକାର ହୋଇଛନ୍ତି। ଏହାକୁ ନେଇ ଅନେକ ସ୍ୱର ଉତ୍ତୋଳନ ମଧ୍ୟ କରିଛନ୍ତି। ଏବେ ଏହି ତାଲିକାରେ ଆଉଜଣେ ନାମୀଦାମୀ ଅଭିନେତ୍ରୀଙ୍କ ନାଁ ସାମିଲ ହୋଇଛି।

ନିକଟରେ ଅଭିନେତ୍ରୀ ସୁରଭିନ୍‌ ଚାୱଲା ସେ ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ନେଇ ମୁହଁ ଖୋଲିଛନ୍ତି। ଏକ ରେଡିଓ କାର୍ଯ୍ୟକ୍ରମର ସାକ୍ଷାତକାର୍‌ରେ ନିଜ ସହ ଘଟିଥିବା ସେହି କଳା କାରନାମାର ସେ ଖୁଲାସା କରିଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଧିକା ସଂଖ୍ୟାରେ କାଷ୍ଟିଂ କାଉଚ କରାଯାଉଥିବା ସେ କହିଛନ୍ତି।

Surveen Chawla Is Pregnant, Says "Life Has Become Beautiful"

ସୁରଭିନ୍‌ କହିଛନ୍ତି, ଯେତେବେଳେ ସେ ଟେଲିଭିଜନ ଜଗତରୁ ଫିଲ୍ମରେ ନିଜ କ୍ୟାରିଅର ଆରମ୍ଭ କରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ତାଙ୍କୁ କାଷ୍ଟିଂ କାଉଚର ସମ୍ମୁଖୀନ ହେବାକୁ ପଡିଥିଲା। ମୁମ୍ବାଇରେ ତାଙ୍କର ପ୍ରଥମ ଫିଲ୍ମର ମିଟିଂ ବେଳେ ତାଙ୍କ ସହିତ ଏଭଳି ଘଟିଥିଲା। ତାଙ୍କୁ ତାଙ୍କର ରୂପ, ଓଜନ, ଅଣ୍ଟା ଏବଂ ଛାତି ଆକାର ଉପରେ ପ୍ରଶ୍ନ ପଚରାଯଇଥିଲା। ସେତେବେଳେ ସେ ନିଜକୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ସୁରଭିନ୍‌ କହିଛନ୍ତି, ଏହି ପାରାମିଟରଗୁଡିକ ଦ୍ୱାରା ଜଣେ ମହିଳାଙ୍କୁ ବ୍ୟାଖ୍ୟା କରାଯାଇପାରିବ ନାହିଁ।

हेट स्‍टोरी 2' की बोल्‍ड एक्‍ट्रेस सुरवीन चावला ने दो साल पहले की थी शादी, अब दी खबर - Jansatta

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଆଡକୁ ଇସାରା କରି ସୁରଭିନ୍‌ କହିଛନ୍ତି,  'ସେଠାରେ ଏଭଳି ଅଧିକସଂଖ୍ୟାରେ ଘଟୁଥିଲା, କିନ୍ତୁ ଏବେ କିଛି ବର୍ଷ ଭିତରେ ଏହା ପୂରା ବଦଳିଯାଇଛି। ପ୍ରାରମ୍ଭିକ ଦିନ ତାଙ୍କ ପାଇଁ ବେଶ୍‌ କଷ୍ଟସାଧ୍ୟ ଥିଲା, କିନ୍ତୁ ବର୍ତ୍ତମାନ ବଡିସେମିଂ ଭଳି ଜିନିଷ ଧୀରେ ଧୀରେ ବଦଳୁଛି, ମାନସିକ ସ୍ୱାସ୍ଥ୍ୟ ଏବଂ ରିଜେକସନ୍‌ ଉପରେ ଆଲୋଚନା ହେଉଛି।'

ସୂଚନା ମୁତାବକ, ସୁରଭିନ୍‌ ସିରିଏଲ୍‌ 'କହିଁ ତୋ ହୋମା'ରୁ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ। ସେ 'କସୌଟି ଜିନ୍ଦଗି କି', 'କାଜଲ' ଭଳି ୨୪ଟି ସିରିଏଲ୍‌ରେ ଅଭିନୟ କରିଛନ୍ତି। ୨୦୦୮ରେ ସେ କନ୍ନଡ ଫିଲ୍ମ 'ପରମେଶା ପାନୱାଲା'ରୁ ସାଉଥ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ଏହାପରେ ସେହ ବଲିଉଡରେ ମଧ୍ୟ ଡେବ୍ୟୁ କରିଥିଲେ। 'ହମ୍‌ ତୁମ ଶବାନା', 'ଅଗଲି', 'ହେଟ୍‌ ଷ୍ଟୋରୀ-୨' ପଚର୍ଡ, ସର୍ଟ ଫିଲ୍ମ 'ଛୁରୀ'ରେ କାମ କରିଛନ୍ତି। ୨୦୧୯ରେ ଆସିଥିବା ୱେବ୍‌ ସିରିଜ 'ସେକ୍ରେଡ୍‌ ଗେମ୍ସ'ରେ ମଧ୍ୟ ସୁରଭିନ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଆଗକୁ ସୁରଭିନ୍‌ ଖୁବ୍‌ଶୀଘ୍ର ଆର୍‌ ମାଧବନ୍‌ଙ୍କ ସହ 'ଡିକପଲ୍ଡ' ୱେବ୍‌ ସିରିଜ୍‌ରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story