ଗୁଣ୍ଡାରୁ ବକ୍ସର ବନିଲେ ଫର୍‌ହାନ୍‌

ମୁମ୍ବାଇ: ଅଜୁ ଭାଇରୁ ଅଜିଜ ଅଲ୍ଲୀ। ଗଳିର ଗୁଣ୍ଡାରୁ ବକ୍ସର। ବକ୍ସିଂ ରିଙ୍ଗକୁ ଓହ୍ଲାଇଛନ୍ତି ଫର୍‌ହାନ୍। ପଞ୍ଚ ଉପରେ ପଞ୍ଚ ମାରିଛନ୍ତି, ଆଉ ନିଜେ ବି ପଞ୍ଚ ଖାଇଛନ୍ତି। ଏଥିପାଇଁ ସେ ଆହତ ମଧ୍ୟ ହୋଇଛନ୍ତି। ମିଲ୍‌ଖା ସିଂହ ପରେ ତୁଫାନ ପାଲଟିଛନ୍ତି ଅଭିନେତା ଫରହାନ୍ ଅଖତର। ତେବେ ଏଥିପାଇଁ ତାଙ୍କୁ ବୁହାଇବାକୁ ପଡିଛି ଝାଲ। କରିବାକୁ ପଡିଛି ଢ଼େର ପରିଶ୍ରମ। ଏହାପରେ ଯାଇ ସେ ବକ୍ସିଂ ରିଙ୍ଗକୁ ଓହ୍ଲାଇ ପାରିଛନ୍ତି। ସାମ୍ନାକୁ ଆସିଛି ବହୁ ପ୍ରତିକ୍ଷିତ […]

Farhan-Akhtar

Farhan-Akhtar

Madhupriya Mistry
  • Published: Wednesday, 30 June 2021
  • Updated: 30 June 2021, 03:49 PM IST

Sports

Latest News

ମୁମ୍ବାଇ: ଅଜୁ ଭାଇରୁ ଅଜିଜ ଅଲ୍ଲୀ। ଗଳିର ଗୁଣ୍ଡାରୁ ବକ୍ସର। ବକ୍ସିଂ ରିଙ୍ଗକୁ ଓହ୍ଲାଇଛନ୍ତି ଫର୍‌ହାନ୍। ପଞ୍ଚ ଉପରେ ପଞ୍ଚ ମାରିଛନ୍ତି, ଆଉ ନିଜେ ବି ପଞ୍ଚ ଖାଇଛନ୍ତି। ଏଥିପାଇଁ ସେ ଆହତ ମଧ୍ୟ ହୋଇଛନ୍ତି। ମିଲ୍‌ଖା ସିଂହ ପରେ ତୁଫାନ ପାଲଟିଛନ୍ତି ଅଭିନେତା ଫରହାନ୍ ଅଖତର। ତେବେ ଏଥିପାଇଁ ତାଙ୍କୁ ବୁହାଇବାକୁ ପଡିଛି ଝାଲ। କରିବାକୁ ପଡିଛି ଢ଼େର ପରିଶ୍ରମ। ଏହାପରେ ଯାଇ ସେ ବକ୍ସିଂ ରିଙ୍ଗକୁ ଓହ୍ଲାଇ ପାରିଛନ୍ତି।

ସାମ୍ନାକୁ ଆସିଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ତୁଫାନ୍‌’ର ଦମ୍‌ଦାର ଟ୍ରେଲର। କାହାଣୀ ଓ ଆକ୍ସନରେ ଭରପୁର ଏହି ଟ୍ରେଲରରେ ଫିଲ୍ମର ପ୍ରତିଟ ଝଲ୍‌କ ଦେଖିବାକୁ ମିଳିଛି। ଏଥିରେ ଫର୍‌ହାନ୍ ଜଣେ ଗୁଣ୍ଡା ଭୂମିକାରେ ନଜର ଆସିଛନ୍ତି, ଯିଏକି ପରେ ବକ୍ସର ହେବା ପାଇଁ ଲାଗି ପଡୁଛନ୍ତି। ଟ୍ରେଲରକୁ ଦେଖିଲେଏହି ଫିଲ୍ମ ପାଇଁ ଫରହାନ୍ ବଶେ୍ ପରିଶ୍ରମ କରିଥିବା ବାରି ହୋଇପଡୁଛି।

ରାକେଶ ଓମ୍ ପ୍ରକାଶ ମେହରାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଫର୍‌ହାନ୍ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ମୃଣାଳ ଠାକୁର। ଅନ୍ୟ ପ୍ରମୁଖ ଭୂମିକାରେ ଦର୍ଶନ କୁମାର, ବିଜୟ ରାଜ, ସୁପ୍ରିୟା ପାଠକ, ପରେଶ ରାୱଲ ଭଳି ଷ୍ଟାର ନଜର ଆସିବେ। ପରେଶ ରାୱଲଙ୍କୁ ଏଥିରେ ଫରହାନ୍‌ଙ୍କ ବକ୍ସିଂ କୋଚ୍ ଭୂମିକାରେ ଦେଖିବାକୁ ମିଳିବ।

କରୋନା ମହାମାରୀରୁ ଲକଡାଉନ୍ ଯୋଗୁଁ ଦୀର୍ଘ ଦିନ ହେବ ଏହି ଫିଲ୍ମର ରିଲିଜ ଅଟକି ରହିଥିଲା। ଗତବର୍ଷ ଗାନ୍ଧୀ ଜୟନ୍ତି ଅକ୍ଟୋବର ୨ ତାରିଖରେ ଫିଲ୍ମଟି ରିଲିଜ ହେବାର ଥିଲା ପରେ କିନ୍ତୁ ଏହାକୁ ୨୦୨୦ ସେପ୍ଟେମ୍ବର ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ସେତେବେଳେ ମଧ୍ୟ କରୋନା ଯୋଗୁଁ ଫିଲ୍ମଟି ପରଦାକୁ ଆସିପାରିନଥିଲା। ଏହାପରେ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ ଆସନ୍ତା ଜୁଲାଇ ୧୬ ତାରିଖରେ ପ୍ରାଇମ ଭିଡିଓରେ ଫିଲ୍ମଟି ରିଲିଜ ହେବ।

https://youtu.be/4qalsBNwZds

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story